Latest Odisha News

BREAKING NEWS

‘ମନ୍ କୀ ବାତ’ରେ ଓଡ଼ିଆ ଦମ୍ପତି ଜୟନ୍ତୀ ମହାପାତ୍ର ଓ ବୀରେନ ସାହୁଙ୍କୁ ଖୁବ ପ୍ରଶଂସା କଲେ…

ଭୁବନେଶ୍ୱର: 'ମନ୍ କୀ ବାତ୍' କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ରେଡିଓ ଅଭିଭାଷଣରେ ଓଡ଼ିଶାର ଏକ ଦମ୍ପତିଙ୍କ ଉଲ୍ଲେଖନୀୟ ପ୍ରୟାସକୁ ପ୍ରଶଂସା କରିଛନ୍ତି। ଏକଦା ବେଙ୍ଗାଲୁରୁରେ ମ୍ୟାନେଜମେଣ୍ଟ ପ୍ରଫେସନାଲ ଥିବା ଜୟନ୍ତୀ ମହାପାତ୍ର ଓ ତାଙ୍କ ସ୍ୱାମୀ ବିରେନ ସାହୁ ଏକ…

ଚିଲିକା ହ୍ରଦରେ ଅଟକିଗଲା ଡଙ୍ଗା: ଉଦ୍ଧାର ଅପେକ୍ଷାରେ ଯାତ୍ରୀ

ଚିଲିକା: ଚିଲିକା ହ୍ରଦର ମଝିରେ ଏକ ମୋଟର ଚାଳିତ ଯାତ୍ରୀବାହୀ ଡଙ୍ଗା ବିପଜ୍ଜନକ ପରିସ୍ଥିତିର ସମ୍ମୁଖୀନ ହୋଇଛି। ଡଙ୍ଗାର ଇଞ୍ଜିନରେ ଯାନ୍ତ୍ରିକ ତ୍ରୁଟି ରହିବାରୁ ଏପରି ଅସୁବିଧା ସାମ୍ନା କରିବାକୁ ପଡିଛି। ଜହ୍ନିକୁଦରୁ ସାତପଡ଼ା ଅଭିମୁଖେ ଯାତ୍ରୀଙ୍କୁ ନେଇ ଯାଉଥିବା ଏହି ମୋଟର ଚାଳିତ…

ଆସନ୍ତା ୩ମାସ ପର୍ଯ୍ୟନ୍ତ ବନ୍ଦ ରହିବ ମୋଦୀଙ୍କ ମନ୍ କି ବାତ୍, ଜାଣନ୍ତୁ ଏହାର କାରଣ

ନୂଆଦିଲ୍ଲୀ: ଲୋକପ୍ରିୟ 'ମନ୍ କି ବାତ୍' କାର୍ଯ୍ୟକ୍ରମ ମାଧ୍ୟମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶବାସୀଙ୍କୁ ସମ୍ବୋଧିତ କରିଛନ୍ତି । ଏହି ଅବସରରେ ସେ ଡ୍ରୋନ୍ ଦିଦିଙ୍କ ସହ କଥା ହୋଇଥିଲେ। ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ ଦେଶରେ ନମୋ ଦିଦି ଡ୍ରୋନ ଉପରେ ଆଲୋଚନା ହେଉଛି । ମହିଳା…

ଅକ୍ଷୟ କୁମାର ଓ ସନ୍ନି ଦେଓଲଙ୍କ ସହ ଫିଲ୍ମ କରିଥିଲେ ଦିବ୍ୟା ଭାରତୀ

ନୂଆଦିଲ୍ଲୀ: ଦିବ୍ୟା ଭାରତୀ ବଲିଉଡର ଜଣେ ଲୋକପ୍ରିୟ ଅଭିନେତ୍ରୀ ଥିଲେ। ୯୦ ଦଶକରେ ସେ ବହୁ ସୁପରହିଟ୍ ଫିଲ୍ମ ଦେଇଛନ୍ତି। ତାଙ୍କ ଅଭିନୟର ଯାଦୁ ଆଜି ବି  ପ୍ରଶଂସକଙ୍କ ହୃଦୟରେ ରହିଛି । ତେବେ ୧୯ ବର୍ଷ ବୟସରେ ତାଙ୍କ ଅକାଳ ବିୟୋଗ  ପ୍ରଶଂସକଙ୍କୁ ଆଶ୍ଚର୍ଯ୍ୟ କରିଥିଲା । ଶୋଲା, ଶବନମ,…

ବିବାହ ପରେ ରକୁଲଙ୍କ ପ୍ରଥମ ରୋଷେଇ, ପ୍ରସ୍ତୁତ କଲେ ଏହି ସ୍ଵତନ୍ତ୍ର ଡିସ୍

ମୁମ୍ବାଇ: ଗତ ଫେବୃଆରୀ ୨୧ତାରିଖରେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ଅଭିନେତ୍ରୀ ରକୁଲ ପ୍ରୀତ ସିଂ ଏବଂ ଜ୍ୟାକି ଭାଗ୍ନାନୀ । ରକୁଲ ପ୍ରୀତ ସିଂ ଏବଂ ଜ୍ୟାକିଙ୍କ ଗ୍ରାଣ୍ଡ ବିବାହର ଫଟୋ ଏବଂ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏହାରିଭିତରେ ବର୍ତ୍ତମାନ ସାମ୍ନାକୁ ଆସିଛି…

ମଦୁଆ ମାନଙ୍କ ଦେଶ, ଜାଣନ୍ତୁ ଏଠାରେ ଲୋକମାନେ ଗୋଟିଏ ବର୍ଷରେ କେତେ ମଦ୍ୟପାନ କରନ୍ତି

ନୂଆଦିଲ୍ଲୀ: ମଣିଷ କେବଳ ଆଜି ନୁହେଁ ଶତାବ୍ଦୀ ଶତାବ୍ଦୀ ଧରି ମଦ୍ୟପାନ ସହିତ ଜଡିତ । ଭାରତ ସମେତ ସମଗ୍ର ବିଶ୍ୱରେ ଲୋକମାନେ ମଦ୍ୟପାନ କରିଥାଆନ୍ତି । ପ୍ରତିବର୍ଷ କୋଟି କୋଟି ଟଙ୍କାର ମଦ ବିକ୍ରି କରାଯାଏ । କଣ ଆପଣ ଜାଣନ୍ତି କେଉଁ ଦେଶର ଲୋକମାନେ ଅଧିକ ମଦ୍ୟପାନ କରନ୍ତି? ତେବେ ଆସନ୍ତୁ…

ନ୍ୟୁୟର୍କର ଆପାର୍ଟମେଣ୍ଟରେ ଭୟାବହ ଅଗ୍ନିକାଣ୍ଡ; ଭାରତୀୟ ସାମ୍ୱାଦିକ ମୃତ

ନୂଆଦିଲ୍ଲୀ: ନ୍ୟୁୟର୍କର ହାଲେମ ସ୍ଥିତ ଏକ ଆପାର୍ଟମେଣ୍ଟରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ଏଥିରେ ଜଣେ ୨୭ ବର୍ଷୀୟ ଭାରତୀୟ ସାମ୍ୱାଦିକକ ଙ୍କ ମୃତ୍ୟୁ ଘଟିଛି । ତାଙ୍କ ନାଁ ଫାଜିଲ୍ ଖାନ୍ ବୋଲି ନ୍ୟୁୟର୍କରେ ଥିବା ଭାରତୀୟ ଦୂତାବାସ ପକ୍ଷରୁ ଚିହ୍ନଟ କରାଯାଇଛି । ଏନେଇ ମୃତକଙ୍କ ପରିବାର…

ଲେଖକ ବାର୍ତ୍ତା ନଦେଉ,କେବଳ ବିସଙ୍ଗତିକୁ ରେଖାଙ୍କିତ କରୁ : ଜିନାତମାମ ଦର୍ଜୀ

ଓଡ଼ିଆ ସାହିତ୍ୟ ଜଗତରେ ନିଜ ପାଇଁ ସ୍ୱତନ୍ତ୍ର ସ୍ଥାନଟିଏ ସଂରକ୍ଷିତ କରିସାରିଥିବା ଜିନାତମାମ ଦର୍ଜୀ ଜଣେ ଅନନ୍ୟ ପ୍ରତିଭା । ଗଳ୍ପ ଓ କବିତା ବିଭାଗରେ ତାଙ୍କ ଲେଖନୀ ଖୁବ ଚଳ-ଚଞ୍ଚଳ । ଓଡ଼ିଶାର ଅନେକ ପତ୍ର-ପତ୍ରିକାରେ ତାଙ୍କ ସାହିତ୍ୟ କୃତି ପ୍ରକାଶିତ । ବାଲ୍ୟକାଳରୁ ସାହିତ୍ୟ ପ୍ରତି…

ମହାଶିବରାତ୍ରୀରେ ପୂଜା କରିବା ସମୟରେ ଭୁଲରେ ବି କରନ୍ତୁନାହିଁ ଏହି କାମ, ନଚେତ୍…

ଭୁବନେଶ୍ଵର: ସନାତନ ଧର୍ମରେ ମହାଦେବଙ୍କୁ ଅମର, ଅଜର ଏବଂ ଅବିନାଶୀ କୁହାଯାଏ । ସେ ଆଦି ଆଉ ସେ ହିଁ ଅନନ୍ତ । ମହାଦେବଙ୍କୁ ଭକ୍ତିର ସହ ପୂଜା କଲେ ବ୍ୟକ୍ତିର ସମସ୍ତ ଇଚ୍ଛା ପୂରଣ ହୁଏ । ପ୍ରତିବର୍ଷ ମହାଦେବ ଏବଂ ମାତା ପାର୍ବତୀଙ୍କ ବିବାହ ଉତ୍ସବ ଫଗୁଣ ମାସର କୃଷ୍ଣ ପକ୍ଷ ଚତୁର୍ଦ୍ଦଶୀ ତିଥିରେ…

ଜନ୍ମମାଟିରେ ଜମ୍ମୁ କାଶ୍ମୀରର ଓଡ଼ିଆ ପୁଲିସ୍ ଡିଜି

ଭୁବନେଶ୍ୱର: ରାଉରକେଲାରେ ଜମ୍ମୁ କାଶ୍ମୀରର ପୁଲିସ୍ ଡିଜି ରଶ୍ମୀରଞ୍ଜନ ସ୍ୱାଇଁ। ସେ ପ୍ରଥମ ଓଡ଼ିଆ ଭାବେ ଜମ୍ମୁ କାଶ୍ମୀରର ଡିଜି ବନିଛନ୍ତି । ତାଙ୍କ ଘର ରାଉରକେଲାର ସିଭିଲ୍ ଟାଉନ ସିଟିରେ । ଡିଜି ହେବା ପରେ ସେ ପ୍ରଥମଥର ପାଇଁ ଜନ୍ମମାଟି ରାଉରକେଲାକୁ ଆସିଛନ୍ତି । ସେ ଜଣେ ଦକ୍ଷ, ସଚ୍ଚୋଟ…