Latest Odisha News

BREAKING NEWS

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ : ସାକାର ରୂପ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ। ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କୁ ଆମେ ସାକାର ରୂପରେ ଦର୍ଶନ କରୁଥିଲେ ମଧ୍ୟ, ତାଙ୍କୁ (ଶ୍ରୀଜଗନ୍ନାଥ ) ପ୍ରତିମା ବୋଲି ବିବେଚନା କରିବା ଶାସ୍ତ୍ର ସମ୍ମତ ନୁହେଁ। ସ୍କନ୍ଦ ପୁରାଣ କହେ “ଦାରବୀ…

ଟ୍ରାଫିକ ଇନ୍‌ସପେକ୍ଟର ପ୍ରଶାନ୍ତ ମହାପାତ୍ର ଗିରଫ, ୬ ଲକ୍ଷ ୭୯ ହଜାର ଟଙ୍କା ଜବତ

ଜଗତସିଂହପୁର: ଗିରଫ ହେଲେ ଜଗତସିଂହପୁର ଆରଟିଓ କାର୍ଯ୍ୟାଳୟର ଟ୍ରାଫିକ ଇନ୍ସପେକ୍ଟର ପ୍ରଶାନ୍ତ ମହାପାତ୍ର । ଦୁର୍ନୀତି ମାମଲାରେ ଆଜି ପ୍ରଶାନ୍ତ ମହାପାତ୍ରଙ୍କୁ ଗିରଫ କଲା ଭିଜିଲାନ୍ସ । ତାଙ୍କ ନିରଟରୁ ୬ ଲକ୍ଷ ୭୯ ହଜାର ଟଙ୍କା ଜବତ କରାଯାଇଛି । ସୂଚନା ମୁତାବକ, ଶୁକ୍ରବାର ପ୍ରଶାନ୍ତ…

କାରକୁ ପଛରୁ ପିଟିଲା ଟ୍ରକ, ଅଳ୍ପକେ ବର୍ତ୍ତିଲେ ଦୁଇ ମହିଳା

ଭୁବନେଶ୍ବର: ଭୁବନେଶ୍ୱର ନୟାପଲ୍ଲୀରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । କାରକୁ ପଛପଟୁ ଧକ୍କା ଦେଇଛି ଏକ ଟ୍ରକ୍ । ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ, ରାସ୍ତାର ଆରପଟେ ଆସି କାରଟି ଛିଟିକି ପଡ଼ିଥିଲା । ରାସ୍ତା ମଝିରେ ଥିବା ଡିଭାଇଡରକୁ ଭାଙ୍ଗି କାରଟି ଦୁର୍ଘଟଣା ଘଟିଛି । କାର ଭିତରେ ଥିବା…

ଓଡ଼ିଶାକୁ ଶହେ ବର୍ଷ ପୂର୍ତ୍ତି ସମୟରେ ଶହେ ପିଲାଙ୍କର ୧୦୦ କୋଟି ଟଙ୍କା ବ୍ୟବସାୟ କରାଇବା ଲକ୍ଷ୍ୟ: ଧର୍ମେନ୍ଦ୍ର…

ଭୁବନେଶ୍ୱର: ଷ୍ଟାର୍ଟଅପକୁ ପ୍ରୋତ୍ସାହିତ କରିବା ସହ ଓଡ଼ିଶାକୁ ଶିଳ୍ପ ଜଗତର ପେଣ୍ଠସ୍ଥଳୀ ଭାବରେ ପ୍ରତିଷ୍ଠା କରିବା ଲକ୍ଷ୍ୟରେ ଆସନ୍ତାକାଲି ଆଇଆଇଟି ଭୁବନେଶ୍ୱରର ଗବେଷଣା ଏବଂ ଉଦ୍ୟମିତା ପାର୍କର ୧୦୦ କ୍ୟୁବ୍ ଷ୍ଟାର୍ଟଅପ ପଦକ୍ଷେପର ଶୁଭାରମ୍ଭ ହେବ । ଏହାର ଅବ୍ୟବହିତ ପୂର୍ବରୁ ଭୁବନେଶ୍ୱର…

‘ଆମକୁ ଏପରି ଏକ ପରିବେଶ ସୃଷ୍ଟି କରିବାକୁ ହେବ ଯାହା ସ୍ୱାଗତଯୋଗ୍ୟ ଏବଂ ସମାବେଶୀ ହୋଇଥିବ’

ସମ୍ବଲପୁର: ସମ୍ବଲପୁର ବିଶ୍ୱବିଦ୍ୟାଳୟ ସୂଚନା ପ୍ରଦ୍ୟୋଗିକ ସଂସ୍ଥାନ (ଏସୟୁଆଇଆଇଟି)ର ୧୪ତମ ପ୍ରତିଷ୍ଠା ଦିବସ ସମାରୋହ । ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ଶାସନ ସଚିବ ଡକ୍ଟର ପିକେ ମିଶ୍ର । ଡକ୍ଟର ମିଶ୍ର ଉଦବୋଧନ ଦେଇ କହିଥିଲେ, ଆମେ ଯେଉଁ ଅଭିବୃଦ୍ଧି…

୧୯ ବର୍ଷରୁ କମ ବିଶ୍ୱକପରୁ ସିନିୟର ଟିମରେ ଷ୍ଟାର ସାଜିଥିବା ଖେଳାଳି

ନୂଆଦିଲ୍ଲୀ: ୧୯ ବର୍ଷରୁ କମ ବିଶ୍ୱକପ କ୍ରିକେଟ ଫାଇନାଲ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯିବ । ୨୪ ବର୍ଷ ତଳେ ଭାରତ କଲମ୍ବୋରେ ଶ୍ରୀଲଙ୍କାକୁ ହରାଇ ପ୍ରଥମ ଥର ଏହି ଟ୍ରଫି ହାସଲ କରିଥିଲା । ଏବେ ୫ମ ଥର ପାଇଁ ଟାଇଟଲ ଜିତିବା ପାଇଁ ପଡିଆକୁ ଓହ୍ଲାଇବ । ୨୦୦୪ରେ ମହମ୍ମଦ କୈଫଙ୍କ ନେତୃତ୍ୱରେ…

ବିଧାନସଭା ପରିସରରେ ରାଣୀ ମା’ଙ୍କୁ ଶେଷ ଶ୍ରଦ୍ଧାଞ୍ଜଳି 

ଭୁବନେଶ୍ବର:ଭୁବନେଶ୍ବରରେ ରାଣୀସାହେବାଙ୍କ ଶେଷ ଦର୍ଶନ। ବିଧାନସଭା ପରିସରରେ ବିଧାୟକ ଗଣଙ୍କ ଉପସ୍ଥିତିରେ ଦିଆଯାଇଛି ଶ୍ରଦ୍ଧାଞ୍ଜଳି। ପ୍ରଖ୍ୟାତ ରାଜନୀତିଜ୍ଞ, ପୂର୍ବତନ ବିଧାୟିକା ଭି.ସୁଜ୍ଞାନ କୁମାର ଦେଓଙ୍କର ପାର୍ଥିବ ଶରୀର ଓଡ଼ିଶାରେ ପହଞ୍ଚିଛି। ସ୍ଵତନ୍ତ୍ର ବ୍ୟବସ୍ଥା ସହ ତାଙ୍କ ମରଶରୀର…

ସୌରଭ ଗାଙ୍ଗୁଲିଙ୍କ ଘରୁ ମୋବାଇଲ ଚୋରି!

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ ତଥା ବିସିସିଆଇର ପୂର୍ବତନ ସଭାପତି ସୌରଭ ଗାଙ୍ଗୁଲିଙ୍କ ସହ ଏକ ବଡ ଖବର ସାମ୍ନାକୁ ଆସିଛି। ସୂଚନାନୁସାରେ, କୋଲକାତାର ବେହାଲାସ୍ଥିତ ତାଙ୍କ ଘରୁ ତାଙ୍କ ଜେଜେବାପାଙ୍କ ମୋବାଇଲ୍ ଫୋନ୍ ଚୋରି ହୋଇଯାଇଥିବାର ଖବର ସାମ୍ନାକୁ ଆସିଛି। ଯଦିଓ…

ସପ୍ତଦଶ ଲୋକସଭାର ଶେଷ ଅଧିବେଶନକୁ ସମ୍ବୋଧିତ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଆଜି ସପ୍ତଦଶ ଲୋକସଭାର ଶେଷ ଅଧିବେଶନକୁ ସମ୍ବୋଧିତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଗୃହକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଆଜିର ଅବସର ଭାରତର ଗଣତନ୍ତ୍ର ପାଇଁ ଗୁରୁତ୍ୱପୂର୍ଣ୍ଣ । ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବା ଏବଂ ଦେଶକୁ ଦିଗଦର୍ଶନ ଦେବାରେ…

ପୁଣିଥରେ ଆନ୍ଦୋଳନକୁ ଓହ୍ଲାଇବେ ଚାଷୀ, ଘେରିବେ ଦିଲ୍ଲୀ !

ନୂଆଦିଲ୍ଲୀ: ଆସନ୍ତା ୧୩ ତାରିଖରେ ଦିଲ୍ଲୀରେ ଚାଷୀମାନେ ପୁଣିଥରେ ଆନ୍ଦୋଳନକୁ ଓହ୍ଲାଇବାକୁ ଘୋଷଣା କରିଛନ୍ତି। ଏଥିପାଇଁ ରବିବାର ଠାରୁ ହରିଆଣାର ସାତୋଟି ଜିଲ୍ଲାରେ ତିନି ଦିନ ପାଇଁ ଇଣ୍ଟରନେଟ୍ ସେବା ବନ୍ଦ କରିବାକୁ ହରିୟାଣା ସରକାର ନିଷ୍ପତ୍ତି ନେଇଛନ୍ତି। ଏହି ସମସ୍ତ ଜିଲ୍ଲା ପଞ୍ଜାବର…