Latest Odisha News

BREAKING NEWS

EPFO ଉପଭୋକ୍ତାଙ୍କ ପାଇଁ ଜରୁରୀ ଖବର, ପଢନ୍ତୁ ପୂରା ରିପୋର୍ଟ

ନୂଆଦିଲ୍ଲୀ: ପେଟିଏମ୍ ପେମେଣ୍ଟ ବ୍ୟାଙ୍କକୁ ନେଇ ଚାଲିଥିବା ସଙ୍କଟକୁ ଦୃଷ୍ଟିରେ ରଖି ପ୍ରୋଭିଡେଣ୍ଟ୍ କର୍ମଚାରୀ ପାଣ୍ଠି ସଂଗଠନ (ଇପିଏଫ୍ଓ) ଫେବୃଆରୀ ୨୩ ରୁ ପ୍ଲାଟଫର୍ମରେ ଜମା କିମ୍ବା ଋଣ କାରବାର ଉପରେ ପ୍ରତିବନ୍ଧକ ଲଗାଇଛି। ଫେବୃଆରୀ ୮ରେ ଇପିଏଫଓ ଏକ ସର୍କୁଲାର ଜାରି କରିଛି ଯେଉଁଥିରେ…

କୃଷି ମନ୍ତ୍ରଣାଳୟ ଦେଲା ଖୁସି ଖବର, ଘରେ ବସି କରିପାରିବେ PM Kisan ସହ ଜଡ଼ିତ ସମସ୍ୟାର ସମାଧାନ

ନୂଆଦିଲ୍ଲୀ: କେନ୍ଦ୍ର ସରକାର କୃଷକମାନଙ୍କୁ ଆର୍ଥିକ ସହାୟତା ଯୋଗାଇଦେବା ଉଦ୍ଦେଶ୍ୟରେ ପ୍ରଧାନମନ୍ତ୍ରୀ କିସାନ ସମ୍ମାନ ନିଧି ଯୋଜନା ଆରମ୍ଭ କରିଛନ୍ତି। ଏହି ଯୋଜନା ମାଧ୍ୟମରେ କୃଷକମାନଙ୍କୁ ବର୍ଷକୁ ୬ ହଜାର ଟଙ୍କା ଆର୍ଥିକ ସହାୟତା ଯୋଗାଇ ଦିଆଯାଉଛି। ପ୍ରତି ୪ ମାସରେ, ୨ ହଜାର ଟଙ୍କା…

ଏନଡିଏରେ ସାମିଲ ହେବେ ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡି!

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିଲେ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ତଥା ଓ୍ବାଇଏସ୍‌ ଜଗନ ମୋହନ ରେଡ୍ଡି । ଗତକାଲି ଜଗନ ମୋହନ ରେଡ୍ଡି ଦିଲ୍ଲୀ ପହଞ୍ଚିଥିବା ବେଳେ ସେ ପ୍ରଧାନମନ୍ତ୍ରୀଙ୍କ ସହ ସୌଜନ୍ୟମୂଳକ ସାକ୍ଷାତକାର କରିଛନ୍ତି । ଏହି ଭେଟଘାଟରେ ଉଭୟଙ୍କ ମଧ୍ୟରେ…

ଶ୍ରୀମନ୍ଦିର ହୁଣ୍ଡି ଟଙ୍କା ଚୋରି କରି ଧରାପଡ଼ିଲେ ପିଅନ, ସ୍ଵଚ୍ଛତା ନେଇ ଉଠିଲା ପ୍ରଶ୍ନ

ପୁରୀ: ଶ୍ରୀମନ୍ଦିର ହୁଣ୍ଡି ଟଙ୍କା ଗଣତି ବେଳେ ଚୋରି କରି ଧରା ହେଲେ ପିଅନ। ଚୋରି କରିଥିବା ପିଅନ ଜଣକ ହେଲେ ପ୍ରଦୀପ୍ତ କୁମାର ମହାପାତ୍ର। ପ୍ରାୟ ସପ୍ତାହେ ପାଇଁ ସେ ଶ୍ରୀମନ୍ଦିର ହୁଣ୍ଡି ଟଙ୍କା ଗଣତିରେ ନିୟୋଜିତ ହୋଇଥିଲେ। ସିସିଟିଭି ଫୁଟେଜରୁ ତାଙ୍କ ଚୋରି ଧରାପଡ଼ିଥିଲା। ତାଙ୍କ ଠାରୁ ୩୫…

ସକାଳେ ଦଳରେ ମିଶିଲେ, ଦ୍ୱିପ୍ରହରେ ଦାୟିତ୍ୱ ଦେଲେ ବିଜେଡି ସୁପ୍ରିମୋ 

ଭୁବନେଶ୍ୱର:ଦଳରେ ପାଦ ଦେଉ ଦେଉ ମିଳିଗଲା ଦାୟିତ୍ୱ। ଏବେ ଜାତୀୟ ସ୍ତରରେ ଦଳର ପ୍ରଚାର ପ୍ରସାର କରିବେ। ଶଙ୍ଖ ଫୁଙ୍କୁ ଫୁଙ୍କୁ ସନ୍ତୃପ୍ତ ମିଶ୍ରଙ୍କୁ ଦାୟିତ୍ୱ ଦେଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ଡ଼ଃ. ସଂତୃପ୍ତ ମିଶ୍ରଙ୍କୁ ଜାତୀୟ ମୁଖପାତ୍ର କରିଥିବା ବେଳେ ସଞ୍ଜୟ କୁମାର…

ଜଷ୍ଟିସ୍ ଏଏମ ଖାନୱିଲକର ଦେଶର ନୂଆ ଲୋକପାଳ

ନୂଆଦିଲ୍ଲୀ: ଦେଶର ନୂଆ ଲୋକପାଳ ହେବେ ସୁପ୍ରିମକୋର୍ଟର ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ୍ ଏଏମ ଖାନୱିଲକର । ତାଙ୍କ ନିଯୁକ୍ତି ଉପରେ ମୋହର ବାଜିଛି। ଗତକାଲିର ଉଚ୍ଚସ୍ତରୀୟ ବୈଠବରେ ନୂତନ ଲୋକପାଳଙ୍କୁ ନିଯୁକ୍ତି ମିଳିଛି। ଗତ ବର୍ଷ ମେ’ରୁ ଏହି ପଦ ଖାଲି ପଡ଼ିଥିଲା। ଏବେ ଏଏମ ଖାନୱିଲକର ଏବେଠୁ…

ପ୍ରଧାନମନ୍ତ୍ରୀଙ୍କ ସହିତ ମଧ୍ୟାହ୍ନ ଭୋଜନ କଲେ ଏହି ଓଡ଼ିଆ ସାଂସଦ, ସଂସଦ କ୍ୟାଣ୍ଟିନରେ ହେଲା ମୋଦିଙ୍କ ବୈଠକ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁକ୍ରବାର ଦିନ ନୂତନ ସଂସଦ ଗୃହର କ୍ୟାଣ୍ଟିନରେ ବିଭିନ୍ନ ଦଳର ସାଂସଦଙ୍କ ସହ ମଧ୍ୟାହ୍ନ ଭୋଜନ କରିଥିଲେ। ମଧ୍ୟାହ୍ନ ଭୋଜନ ଯୋଜନା ପୂର୍ବରୁ PMO ରୁ ଏହି ୮ ସାଂସଦଙ୍କୁ ଏକ କଲ ଆସିଥିଲା ​​ଯେ ପ୍ରଧାନମନ୍ତ୍ରୀ ସେମାନଙ୍କୁ ଭେଟିବାକୁ ଚାହୁଁଛନ୍ତି।…

ରବୀନ୍ଦ୍ର ଜାଡେଜା ବାପାଙ୍କ ଚାଂଚଲ୍ୟକର ବୟାନ, ପୁଅ ସହ କୌଣସି ସମ୍ପର୍କ ନାହିଁ

ନୂଆଦିଲ୍ଲୀ: ଷ୍ଟାର ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ଗୁରୁବାର ଆନ୍ତର୍ଜାତୀୟ କ୍ରିକେଟରେ ୧୫ ବର୍ଷ ପୂରଣ କରିଛନ୍ତି । ତେବେ ଏହି ଅବସରରେ ତାଙ୍କ ବାପା ଅନିରୁଦ୍ଧ ସିଂ ଜାଡେଜା ଏକ ଚାଂଚଲ୍ୟକର ବୟାନ ଦେଇଛନ୍ତି । ସେ ସ୍ପଷ୍ଟ ଭାବେ କହିଛନ୍ତି ରବୀନ୍ଦ୍ର ଓ ବୋହୂ ରୀଭାବା ସହିତ ଆମର କୌଣସି…

କାଶୀ ବିଶ୍ବନାଥ ମନ୍ଦିରର ପୂଜକଙ୍କ ପାଇଁ ବଡ଼ ଘୋଷଣା: ମାସକୁ ଦରମା ୯୦ ହଜାର, ରାଜ୍ୟ କର୍ମଚାରୀଙ୍କ ଭଳି ମିଳିବ ଭତ୍ତା

ନୂଆଦିଲ୍ଲୀ: ବାରଣାସୀର କାଶୀ ବିଶ୍ବନାଥ ମନ୍ଦିର ପାଇଁ ନିଯୁକ୍ତ ହେବେ ୫୦ ପୂଜାରି। ତେବେ ୩ଟି ଶ୍ରେଣୀର ପୂଜାରୀଙ୍କୁ ନିଯୁକ୍ତି କରାଯିବ। ବରିଷ୍ଠ ଅର୍ଚକଙ୍କୁ ମାସିକ ୯୦ ହଜାର, କନିଷ୍ଠ ଅର୍ଚକ ୭୦ ହଜାର ଓ ସହାୟକ ଅର୍ଚକ ୪୫ ହଜାର ଦରମା ଦିଆଯିବ। ଏତିସହ ରାଜ୍ୟ କର୍ମଚାରୀଙ୍କ ଭଳି ବହୁ ଭତ୍ତା…

ରାହୁଲ ପ୍ରଥମେ ନିଜକୁ ନ୍ୟାୟ ଦିଅନ୍ତୁ: ଧର୍ମେନ୍ଦ୍ର ପ୍ରଧାନ 

ଝାରସୁଗୁଡା:ଝାରସୁଗୁଡାରେ ମୋଦିଙ୍କୁ ନେଇ ଗର୍ଜିଲେ ରାହୁଲ।ଉତ୍ତର ରଖିଲେ ଧର୍ମେନ୍ଦ୍ର। ମୋଦୀଙ୍କ ଜାତି ଭାଷଣକୁ ନେଇ ରାହୁଲଙ୍କ କଟାକ୍ଷ ପରେ ଧର୍ମେନ୍ଦ୍ରଙ୍କ ବାଣୀରେ ସ୍ପଷ୍ଟ କରାଇଲେ ରାହୁଲଙ୍କ ପ୍ରତି ହେଉଥିବା ଅନ୍ୟାୟ। ନିଜ ସୋସିଆଲ ମିଡ଼ିଆ ଆକାଉଣ୍ଟରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର…