ଦଶପଲ୍ଲାରୁ ଶ୍ରୀମନ୍ଦିର ଅଭିମୁଖେ ବାହାରିଲା ପ୍ରଥମ ପର୍ଯ୍ୟାୟ ରଥକାଠ
ନୟାଗଡ: ରଥଯାତ୍ରା ପାଇଁ ଆଜି ପୁରୀ ଅଭିମୁଖେ ବାହାରିଲା ପ୍ରଥମ ପର୍ଯ୍ୟାୟ ରଥକାଠ । ନୟାଗଡ ଜିଲ୍ଲା ଦଶପଲ୍ଲା ମହାବୀର ମନ୍ଦିରରେ ଶୁକ୍ରବାର ପୂଜାର୍ଚ୍ଚନା ପରେ ରଥକାଠ ବାହାରିଥିବା ସୂଚନା ମିଳିଛି ।
ତେବେ ୩ଟି ଟ୍ରକରେ ଶ୍ରୀମନ୍ଦିର ଅଭିମୁଖେ ଆସୁଛି ୧୦୨ ଖଣ୍ଡ କାଠ । ଏଥିରେ ୫୦ ଖଣ୍ଡ ଅସନ…