Latest Odisha News

BREAKING NEWS

ରାଜନୀତିରେ ଏଣ୍ଟ୍ରୀ କଲେ ତାମିଲି ସୁପରଷ୍ଟାର ଥଲାପତି ବିଜୟ, ଗଠନ କଲେ ନିଜର ନୂଆ ଦଳ

ଚେନ୍ନାଇ: ତାମିଲ ସୁପରଷ୍ଟାର ଥଲାପତି ବିଜୟ ରାଜନୀତିରେ ଦମଦାର ଏଣ୍ଟ୍ରୀ କରିଛନ୍ତି । ଅଭିନେତା ଫିଲ୍ମ ରୁ ରାଜନୀତି ଦୁନିଆକୁ ନିଜ ଯାତ୍ରା ଆରମ୍ଭ କରିଛନ୍ତି । ବିଜୟଙ୍କ ପାଇଁ ରାଜନୀତି ପ୍ଲାଟଫର୍ମ ସମ୍ପୂର୍ଣ୍ଣ ନୂଆ । ତେବେ ଅଭିନେତା ଜଣକ କୌଣସି ରାଜନୈତିକ ଦଳରେ ଯୋଗ ଦେଇନାହାଁନ୍ତି, ବରଂ…

ଭାରତରେ ସର୍ବପ୍ରଥମେ କେଉଁଠାରେ ହୋଇଥିଲା ଚର୍ଚ୍ଚ-ମସଜିଦ୍, କିଏ କରିଥିଲେ ଏହାର ନିର୍ମାଣ, ଜାଣନ୍ତୁ…

ଭୁବନେଶ୍ଵର: ଭାରତର ଯେଉଁ ପ୍ରାନ୍ତ କୁ ଯାଆନ୍ତୁ ନା କାହିଁକି ଆପଣଙ୍କୁ ପ୍ରତି କୋଣ ଅନୁକୋଣରେ ମନ୍ଦିର, ମସଜିଦ୍, ଚର୍ଚ୍ଚ ତ ନିହାତି ଦେଖିବାକୁ ମିଳିଯିବ । ମନ୍ଦିରକୁ ନେଇ କୁହାଯାଏ ଯେ ଏହାର ନିର୍ମାଣ କାହିଁ କେତେ ହଜାର ବର୍ଷ ପୂର୍ବରୁ କରାଯାଇଛି । କିନ୍ତୁ କଣ ଆପଣ ଜାଣିଛନ୍ତି କି ଭାରତର…

ସେୟାର ବଜାରରେ ପେଟିଏମ ଚିନ୍ତା 

ନୂଆଦିଲ୍ଲୀ :ଏବେ ସେୟାର ବଜାରରେ ଅନଲାଇନ୍ ପେମେଣ୍ଟ ସେବା ପ୍ରଦାନ କରୁଥିବା କମ୍ପାନୀ ପେଟିଏମକୁ ନେଇ ଚିନ୍ତା କରୁଛନ୍ତି ନିବେଶକ। ଲଗାତାର ପେଟିଏମର ସଙ୍କଟ ବଢ଼ି ବଢ଼ି ଯାଉଛି। ଗୁରୁବାର ଦିନ କମ୍ପାନୀର ସେୟାରରେ ୨୦% ହ୍ରାସ ପାଇଥିଲା। କମ୍ପାନୀର ବ୍ୟାଙ୍କିଙ୍ଗ ସେବା ଉପରେ ଆରବିଆଇର କଟକଣା…

ଇଡି ସମନକୁ ଅଣଦେଖା: ଆଜି ବି ଇଡିରେ ପହଞ୍ଚିଲେନି ଦିଲ୍ଲୀ ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ: ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ସମନକୁ ବେଖାତିର୍ । ଆଜି ବି ଇଡିରେ ହାଜର ହେବେ ନାହିଁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ । ଏହା ପୂର୍ବରୁ ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ଆରବିନ୍ଦ କେଜ୍ରିଓ୍ବାଲଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପକ୍ଷରୁ ଚାରି ମାସ…

କିଟ୍ ଟିବିଆଇକୁ ସଫଳ ଇନକ୍ୟୁବେଟର ୨୦୨୩ ପୁରସ୍କାର

ଭୁବନେଶ୍ୱର: କିଟ୍ ଟିବିଆଇ ୨୦୨୩ ବର୍ଷର ସଫଳ ଇନକ୍ୟୁବେଟର ଭାବେ ପୁରସ୍କୃତ ହୋଇଛି । ଓଡ଼ିଶା ସରକାରଙ୍କ ଏମ୍‌ଏସ୍‌ଏମ୍‌ଇ ବିଭାଗର ଷ୍ଟାର୍ଟଅପ୍ ଓଡ଼ିଶା ଦ୍ୱାରା କିଟ୍ ଟିବିଆଇକୁ ୨୦୨୩ ବର୍ଷର ସଫଳ ଇନକ୍ୟୁବେଟର ଭାବରେ ପୁରସ୍କୃତ କରାଯାଇଛି । ବୁଧବାର ଓଡ଼ିଶା ସରକାରଙ୍କ ଏମଏସଏମଇ ବିଭାଗ…

ଜମି ଜାଲିଆତି ମାମଲା: ୫ ଦିନିଆ ଇଡି ହେପାଜତକୁ ଗଲେ ହେମନ୍ତ ସୋରେନ

ରାଞ୍ଚି: ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ରାଞ୍ଚି ସେନା ଜମି ଠକେଇ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)ର ୫ ଦିନିଆ ହେପାଜତକୁ ପଠାଇ ଦିଆଯାଇଛି। ଗତକାଲି ଦିନିକିଆ ବିଚାର ବିଭାଗୀୟ ହେପାଜତରେ ଯାଇଥିଲେ ହେମନ୍ତ ସୋରେନ। ପରେ ଆଜି ତାଙ୍କୁ ଇଡି ହାଇକୋର୍ଟରେ…

ଆସନ୍ତାକାଲି ସୋନପୁର ଅଭିମୁଖେ ପ୍ରଥମ ଟ୍ରେନର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ, ଜାଣନ୍ତୁ ଷ୍ଟପେଜ

ଭୁବନେଶ୍ୱର: ଆସନ୍ତାକାଲି (ଫେବୃଆରୀ ୩)ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସମ୍ବଲପୁର ଗସ୍ତରେ ଆସି ନୂଆ ଟ୍ରେନ୍ ସେବା, ଷ୍ଟେସନ ପୁନଃନିର୍ମାଣ ଯୋଜନା ଓ ଦୁଇଟି ରେଳ ଲାଇନ ସମେତ ଅନେକ ରେଳ ପ୍ରକଳ୍ପର ଶୁଭାରମ୍ଭ କରିବେ। ପ୍ରଧାନମନ୍ତ୍ରୀ ପୁରୀ-ସୋନପୁର-ପୁରୀ ସାପ୍ତାହିକ ଏକ୍ସପ୍ରେସକୁ…

ଇଡି ଗିରଫଦାରୀ ବିରୋଧରେ ହେମନ୍ତ ସୋରେନଙ୍କ ଆବେଦନକୁ ଗ୍ରହଣ କରିବାକୁ ମନା କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା (ଜେଏମ୍ଏମ୍) ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ଇଡି ଗିରଫ କରିବାକୁ ଚ୍ୟାଲେଞ୍ଜ କରି ଝାଡ଼ଖଣ୍ଡ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ଏପରି ସ୍ଥିତିରେ ସୁପ୍ରିମକୋର୍ଟ ତାଙ୍କ ରିଟ୍ ପିଟିସନର ଶୁଣାଣି କରିବାକୁ ମନା କରି…

ମହିଳା ପୁଲିସ ନିର୍ଯାତନା ମାମଲାରେ ବିରୋଧୀ ଦଳ ନେତାଙ୍କୁ ଅନ୍ତରୀଣ ଜାମିନ ଦେଲେ ସୁପ୍ରିମକୋର୍ଟ

ସମ୍ବଲପୁର: ଜଣେ ମହିଳା ପୁଲିସ ଅଧିକାରୀଙ୍କୁ ମାଡ଼ ମାରିବା ମାମଲାରେ ବିରୋଧୀ ଦଳ ନେତା ତଥା ବିଜେପି ବିଧାୟକ ଜୟନାରାୟଣ ମିଶ୍ରଙ୍କୁ ସୁପ୍ରିମକୋର୍ଟ ଅନ୍ତରୀଣ ସୁରକ୍ଷା ଦେଇଛନ୍ତି। ସର୍ବୋଚ୍ଚ ନ୍ୟାୟାଳୟ ତାଙ୍କୁ ଅନ୍ତରୀଣ ଜାମିନ ପ୍ରଦାନ କରିବା ସହ ରାଜ୍ୟ ସରକାରଙ୍କୁ ନୋଟିସ ଜାରି କରି ୪…

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୨୮,୯୭୮ କୋଟି ଟଙ୍କାର ବିଦ୍ୟୁତ ପ୍ରକଳ୍ପର ଶୁଭାରମ୍ଭ କରିବେ

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୨୦୨୪ ଫେବ୍ରୁଆରି ୩ରେ ଏନଟିପିସି ଦର୍ଲିପାଲି ସୁପର ଥର୍ମାଲ ପାୱାର ଷ୍ଟେସନ (୨ଞ୍ଚ୮୦୦ ମେଗାୱାଟ୍‌) ଏବଂ ଏନ୍‌ଏସପିସିଏଲ୍ ରାଉରକେଲା ପିପି-୨ ସମ୍ପ୍ରସାରଣ ପ୍ରକଳ୍ପ (୧ଞ୍ଚ୨୫୦ ମେଗାୱାଟ୍‌)କୁ ଦେଶ ଉଦ୍ଦେଶ୍ୟରେ ଉତ୍ସର୍ଗ କରିବା ସହ ଏନଟିପିସି…