ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ : ଦ୍ୱାଦଶ ଶୀଳ
ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା
ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ।
ପରମାତ୍ମା ଶ୍ରୀଜଗନ୍ନାଥ ସମସ୍ତ ଜଗତର ଆଧାର, ଅର୍ଥାତ ସମସ୍ତ ଜଗତରେ ପୁରି ରହିଥିବା ଆତ୍ମ ସତ୍ତା ର ମୂଳ ଉତ୍ସ। ସେଥିପାଇଁ ଆତ୍ମା ନିର୍ଲିପ୍ତ, ନିତ୍ୟ, ସ୍ଥିର, ଅପରିବର୍ତ୍ତନୀୟ ଓ…