Latest Odisha News

BREAKING NEWS

ଲାଲୁଙ୍କ ସହ ସମ୍ପର୍କ ଛିନ୍ନ କରିବା ପୂର୍ବରୁ ଜେଡିୟୁ ବିଧାୟକମାନେ ନୀତୀଶଙ୍କ ସହ ବିଶ୍ୱାସଘାତକତା କରିବେ କି?

ପାଟଣା: ବତ୍ୟା ଯେପରି ସ୍ଥଳଭାଗ ଛୁଇଁବା ପରେ କ'ଣ କରିବ କିଛି ଜଣାନଥାଏ ଠିକ୍ ସେହିପରି ବିହାର ରାଜନୀତି ଏବେ କେଉଁ ମୋଡ ନେବ ତାହା ଆକଳନ କରିବା କଷ୍ଟକର ହୋଇପଡିଛି। ମହାମେଣ୍ଟରୁ ଓହରି ବିଜେପି ସହିତ ପୁଣିଥରେ ମିଶି ନୀତୀଶ କୁମାର ସରକାର ଗଢିବା ନେଇ କଳ୍ପନାଜଳ୍ପନା ହେଉଛି। ଏହାରି ଭିତରେ…

ସାଉଦି ଆରବରେ ବଦଳିଲା ନିୟମ, ୭୨ବର୍ଷ ପରେ ଖୋଲିବ ମଦ ଦୋକାନ

ରିୟାଦ: ସାଉଦି ଆରବରେ ହେବାକୁ ଯାଉଛି ବଡ଼ ପରିବର୍ତ୍ତନ। ପ୍ରଥମଥର ପାଇଁ ଏଠାରେ ଖୋଲାଯିବ ମଦ ଦୋକାନ। ରାଜଧାନୀ ରିୟାଦରେ ମଦ ଦୋକାନ ଖୋଲାଯିବ । ୭୨ବର୍ଷ ପରେ ପ୍ରଥମଥର ପାଇଁ ମଦ ବିକ୍ରି କରାଯିବ। କେବଳ ଅଣ-ମୁସଲମାନ କୂଟନୀତିଜ୍ଞମାନଙ୍କ ପାଇଁ ଏହି ଷ୍ଟୋର ଖୋଲାଯିବ। ଏନେଇ ଏକ…

ଫେସବୁକ୍ ଇନଷ୍ଟାଗ୍ରାମରେ ଦେଖାଯିବ ନାହିଁ ନକଲି ଲୋନ୍ ଆପର ବିଜ୍ଞାପନ!

ନୂଆଦିଲ୍ଲୀ: ଫେସବୁକ ଓ ଇନଷ୍ଟାଗ୍ରାମ ଭଳି ସୋସିଆଲ ମିଡିଆ ପ୍ଲାଟଫର୍ମରେ ଠକେଇ ରୋକିବା ପାଇଁ ସରକାର କଠୋର ପଦକ୍ଷେପ ନେବାକୁ ଯାଉଛନ୍ତି । ଗତ କିଛି ବର୍ଷ ମଧ୍ୟରେ ସୋସିଆଲ ମିଡିଆରେ ଅପରାଧ ଓ ଠକେଇ ମାମଲା ରେ ବଡ଼ ଧରଣର ବୃଦ୍ଧି ଘଟିଛି । ସାଇବର ଅପରାଧୀମାନେ ସୋସିଆଲ ମିଡିଆ ପ୍ଲାଟଫର୍ମକୁ…

ବିଜେପି ପରେ ମମତା, ରାହୁଲଙ୍କ ‘ନ୍ୟାୟ ଯାତ୍ରା’ରେ ବାଧକ

କୋଲକାତା: ପଶ୍ଚିମବଙ୍ଗରେ ଟିଏମସି-କଂଗ୍ରେସ୍ ବିବାଦ। ଆସନ ବୁଝାମଣାକୁ ନେଇ ଛକାପଞ୍ଚା ଲାଗିବା ପରେ ଏବେ ବିପର୍ଯ୍ୟୟର ସାମ୍ନା କରୁଛି କଂଗ୍ରେସ । ପଶ୍ଚିମବଙ୍ଗ ସିଲିଗୁଡିରେ ଭାରତ ଯୋଡୋ ନ୍ୟାୟ ଯାତ୍ରାକୁ କରିବାକୁ ପଶ୍ଚିମବଙ୍ଗ ସରକାର ଅନୁମତି ଦେଉ ନାହାନ୍ତି। ଏନେଇ କଂଗ୍ରେସ ନେତା ଅଧିର…

ଜାନୁଆରୀ ୨୮ରେ ନିଷ୍କର୍ସରେ ପହଁଚିବେ ନୀତୀଶ, କଂଗ୍ରେସ ନେତାଙ୍କୁ ଲାଲୁଙ୍କ ଫୋନ୍, ଏନଡିଏକୁ ଫେରିବେ ନୀତୀଶ?

ନୂଆଦିଲ୍ଲୀ: ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ୟୁ-ଟର୍ଣ୍ଣ ନେଇପାରନ୍ତି ବୋଲି କଳ୍ପନାଜଳ୍ପନା ଚାଲିଥିବା ବେଳେ ଏବେ ସୂଚନା ମିଳିଛି ଯେ ଜାନୁଆରୀ ୨୮ ରେ ସକାଳ ୧୦ଟାରେ ଜେଡିୟୁ ବିଧାୟକ ଦଳର ବୈଠକ ବସିବ । ମିଳିଥିବା ସୂଚନା ଅନୁଯାୟୀ, ନୀତୀଶ କୁମାର ଏହି ବୈଠକରେ ଚୂଡ଼ାନ୍ତ ନିଷ୍ପତ୍ତି…

ଗଣତନ୍ତ୍ର ଦିବସରେ ପ୍ରଧାନମନ୍ତ୍ରୀ ନୁହେଁ, ରାଷ୍ଟ୍ରପତି କରନ୍ତି ପତାକା ଉତ୍ତୋଳନ…ଜାଣନ୍ତୁ କାରଣ

ନୂଆଦିଲ୍ଲୀ: ଦେଶ ପାଳୁଛି ୭୫ତମ ଗଣତନ୍ତ୍ର ଦିବସ । କାଶ୍ମୀରରୁ କନ୍ୟାକୁମାରୀ ଯାଏଁ ସବୁଠି ତ୍ରି-ରଙ୍ଗରେ ରଙ୍ଗାୟିତ। ଆଜି ରାଷ୍ଟ୍ରପତିଙ୍କ ଦ୍ୱାରା ପତାକା ଉତ୍ତୋଳନ କରାଯାଇଛି। ମାତ୍ର ସ୍ୱାଧୀନତା ଦିବସରେ ପ୍ରଧାନମନ୍ତ୍ରୀ ପତାକା ଉତ୍ତୋଳନ କରୁଥିବା ବେଳେ ସାଧାରଣତନ୍ତ୍ର ଦିବସରେ…

ମ୍ୟାଚ ଫିକ୍ସିଂ ନେଇ ବିବିଏଲରୁ ବିଦା ହେଲେ କି ଶୋଏବ?

କରାଚୀ: ପାକିସ୍ତାନର ପୂର୍ବତନ ଅଧିନାୟକ ଶୋଏବ ମଲିକ ବାଂଲାଦେଶ ପ୍ରିମିୟର ଲିଗରୁ ହଠାତ ବିଦା ହୋଇଛନ୍ତି । ଫର୍ଚୁନ ୱାରିଶାଲ ଟିମ ତାଙ୍କ କଂଟ୍ରାକ୍ଟ ଶେଷ କରିଛି । ଶୋଏବ ମ୍ୟାଚ ଫିକ୍ସିଂରେ ଜଡିତ ଥିବା ଯୋଗୁ ଏହି ପଦକ୍ଷେପ ଗ୍ରହଣ କରାଯାଇଥିବା ଅନୁମାନ କରାଯାଇଛି । ଜାନୁୟାରୀରେ ୨୨ରେ ଏକ…

ଭାଙ୍ଗିବ ମୋରାରଜୀ ଦେସାଇଙ୍କ ରେକର୍ଡ, ଫେବ୍ରୁଆରୀ ୧ରେ ଅନ୍ତରୀଣ ବଜେଟ୍ ଉପସ୍ଥାପନ କରିବେ ନିର୍ମଳା ସୀତାରମଣ

ନୂଆଦିଲ୍ଲୀ: ଫେବ୍ରୁଆରୀ ୧ରେ ଅନ୍ତରୀଣ ବଜେଟ୍ ଉପସ୍ଥାପନ କରିବେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ୨୦୨୪ ଲୋକସଭା ନିର୍ବାଚନ ପାଇଁ ଚଳିତ ଥରର ବଜେଟ ପୂର୍ଣ୍ଣାଙ୍ଗ ବଜେଟ୍‌ ଉପସ୍ଥାପନ ହେବନି। ତେବେ ହେଉଛି କ୍ରମାଗତ ଭାବରେ ପାଞ୍ଚ ଥର ପୂର୍ଣ୍ଣାଙ୍ଗ ବଜେଟ୍‌ ଏବଂ ଥରେ ଅନ୍ତରୀଣ ବଜେଟ୍‌…

ଇଂଲଣ୍ଡ ବିପକ୍ଷରେ ଭାରତ ୧୭୫ ରନରେ ଅଗ୍ରଣୀ

ହାଇଦ୍ରାବାଦ: ଇଂଲଣ୍ଡ ବିପକ୍ଷ ପ୍ରଥମ କ୍ରିକେଟ ଟେଷ୍ଟରେ ଭାରତ ଦ୍ୱିତୀୟ ଦିବସ ଖେଳ ଶେଷ ସୁଦ୍ଧା ୧୭୫ ରନର ଅଗ୍ରଣୀ ହାସଲ କରିନେଇଛି । ଷ୍ଟମ୍ପସ ଅପସାରଣ ବେଳକୁ ଭାରତ ୭ ୱିକେଟ ବିନିମୟରେ ୪୨୧ ରନ କରିଛି । ରବୀନ୍ଦ୍ର ଜାଡେଜା ୮୧ ଓ ଅକ୍ଷର ପଟେଲ ୩୫ ରନ କରି ଅପରାଜିତ ଅଛନ୍ତି । ପୂର୍ବରୁ…

ପରମବୀର ଚକ୍ରରେ କାହିଁକି ଥାଏ ଇନ୍ଦ୍ରଙ୍କ ବଜ୍ର ଚିହ୍ନ, କଣ ରହିଛି ଏହା ପଛର କାହାଣୀ

ଭୁବନେଶ୍ଵର: ପରମବୀର ଚକ୍ର ପଦକ ସେହି ସାହସୀ ସୈନିକମାନଙ୍କୁ ଦିଆଯାଏ, ଯେଉଁମାନେ ଶତ୍ରୁମାନଙ୍କ ସାମ୍ନାରେ ସାହସିକତାର ସହ ସବୁଠାରୁ ମହତ୍ଵପୂର୍ଣ୍ଣ କାର୍ଯ୍ୟ ସମ୍ପାଦନ କରିଥାଆନ୍ତି । ପରମବୀର ଚକ୍ର ପଦକ ସେନାର ସମସ୍ତ ସୈନିକଙ୍କ ପାଇଁ ଏକ ବିଶେଷ ମହତ୍ଵ ବହନ କରିଥାଏ । ତେବେ ଯଦି ଆପଣ ଏହି…