Latest Odisha News

BREAKING NEWS

ଭାଷା-ସାହିତ୍ୟ ମୋ ପାଇଁ ଜୀବନ ସଦୃଶ : ତେଜସ୍ଵିନୀ ସାମଲ

ଓଡ଼ିଆ ସାହିତ୍ୟ ଜଗତରେ ନିଜ ପାଇଁ ସ୍ୱତନ୍ତ୍ର ସ୍ଥାନଟିଏ ସଂରକ୍ଷିତ କରିସାରିଥିବା ତେଜସ୍ଵିନୀ ସାମଲ ଜଣେ ଅନନ୍ୟ ପ୍ରତିଭା । ଗଳ୍ପ ଓ କବିତା ବିଭାଗରେ ତାଙ୍କ ଲେଖନୀ ଖୁବ ଚଳ-ଚଞ୍ଚଳ । ଓଡ଼ିଶାର ଅନେକ ପତ୍ର-ପତ୍ରିକାରେ ତାଙ୍କ ସାହିତ୍ୟ କୃତି ପ୍ରକାଶିତ । ବାଲ୍ୟକାଳରୁ ସାହିତ୍ୟ ପ୍ରତି…

ଶିଶୁ କବିତା : ମହୁମାଛି

ତରୁଣ କୁମାର ମିଶ୍ର ବିଶ୍ବନିୟନ୍ତାଙ୍କ ସୃଷ୍ଟିରେ ଟିକି ଜୀବଟେ ମୁହିଁ , ଫୁଲରୁ ଫୁଲକୁ ଉଡ଼ିଣ ମହୁ ଶୋଷି ଆଣଇ । ବିନ୍ଦୁ ବିନ୍ଦୁ ମହୁ ସଞ୍ଚଇ ନେଇ ଫେଣାରେ ମୋର , ହାଲିଆ କେବେ ମୁଁ ହୁଏନି ଥାଏ କର୍ମ ତତ୍ପର । ପ୍ରିୟ ପରିଜନ ସାଥିରେ ମଧୁ ସଂଗ୍ରହେ ଯାଏ , ଡେଣା ଝାଡ଼ି ଝାଡ଼ି…

ଅନୁବାଦ କବିତା : ମୁଁ ନୁହେଁ ତମ ତଥ୍ୟ

ଛଟିଶଗଡ଼ର ଯଶପୁର ଜିଲ୍ଲାରେ ଓରାଓଁ ଆଦିବାସୀ ସମ୍ପ୍ରଦାୟରେ ଜନ୍ମିତ ଅଭୟ ଖାଖା, ପେଷାରେ ଜଣେ ସମାଜ ବିଜ୍ଞାନୀ ଥିଲେ ବି ହୃଦୟ ତାଙ୍କର ଥିଲା ସବୁବେଳେ ଆଦିବାସୀଙ୍କ ନିକଟରେ । ସସେକ୍ସ ବିଶ୍ୱବିଦ୍ୟାଳୟ ଓ ଜବାହରଲାଲ ନେହରୁ ବିଶ୍ୱବିଦ୍ୟାଳୟରୁ ଶିକ୍ଷା ଲାଭ କରିଥିବା ଖାଖା ବିଭିନ୍ନ ଛାତ୍ର…

ଭାଷା ଭାଗବତ : ବିଶ୍ବାସ ଓ କର୍ତବ୍ୟ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ  ବିଶ୍ବାସ ନ ହୋଇ କର୍ତବ୍ୟ ବନିଲେ ଶାବ୍ଦିକ ବକ୍ତବ୍ୟ ଘଟେ ତହିଁର ମୂଲ୍ୟହାନି ଏ କଥା ରଖୁଁ ଏବେ ଜାଣି ବିଶ୍ବାସ ଅନୁସାରେ କର୍ମ କରିଚାଲିଲେ ଅବିରାମ ତହିଁର ଭଲ ପରିଣାମ ବିଶ୍ବକୁ କରେ ମନୋରମ ବିଶ୍ବାସ ମନ ମଧ୍ୟେ ଧରି ଯିଏ ବି…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ : ଭାବର ଠାକୁର

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ । ପରମବ୍ରହ୍ମ ଶ୍ରୀଜଗନ୍ନାଥ ହେଉଛନ୍ତି ଭାବର ଦେବତା, ବିଭବର ନୁହଁନ୍ତି। ସେହିପରି ତାଙ୍କୁ ପାଇହୁଏ ଭକ୍ତିରେ, ଶକ୍ତି ଦ୍ୱାରା ନୁହେଁ। ସାଂସାରିକ କ୍ଷେତ୍ରରେ ଦୁଇଟି ବଡ଼ ସମ୍ପଦ, ବିଭବ (ଧନ ସମ୍ପତି )ଓ…

ବାୟୁ କିପରି ବିଷାକ୍ତ ହୁଏ, ମଣିଷ କେତେ ପ୍ରଦୂଷିତ ବାୟୁରେ ରହିପାରିବ?

ନୂଆଦିଲ୍ଲୀ: ଆମ ଦେଶରେ ବାୟୁ ପ୍ରଦୂଷଣର ସ୍ତର କ୍ରମାଗତ ଭାବେ ବୃଦ୍ଧି ପାଇବାରେ ଲାଗିଛି । ଯାହାକୁ ଆମେ ଜାଣି ମଧ୍ୟ ଅଣଦେଖା କରିଥାଉ । ଅନେକ ଥର ଆମେ ଏହା ପ୍ରତି ଧ୍ୟାନ ଦେଉନାହୁଁ, କିନ୍ତୁ ପ୍ରଦୂଷିତ ବାୟୁ ଯୋଗୁଁ ମାନବ ଶରୀରରେ ଅନେକ ପ୍ରକାରର ରୋଗ ସୃଷ୍ଟି ହୋଇପାରେ । ବିଶ୍ୱ ସ୍ୱାସ୍ଥ୍ୟ…

5T ସ୍କୁଲ ରୂପାନ୍ତରଣର ଚତୁର୍ଥ ପର୍ଯ୍ୟାୟ: ଦ୍ବିତୀୟ ଦିନରେ ୩୨୭ ସ୍କୁଲ ଲୋକାର୍ପିତ

ଭୁବନେଶ୍ବର: 5T ସ୍କୁଲ ରୂପାନ୍ତରଣ ଅଭିଯାନର ଚତୁର୍ଥ ପର୍ଯ୍ୟାୟର ଦ୍ବିତୀୟ ଦିନ। ଆଜି ମୁଖ୍ୟମନ୍ତ୍ରୀ ୬ଟି ଜିଲ୍ଲାର ୩୨୭ଟି ରୂପାନ୍ତରିତ ସ୍କୁଲକୁ ଲୋକାର୍ପିତ କରିଛନ୍ତି। ୬ ଜିଲ୍ଲା-ମାଲକାନଗିରି, ବାଲେଶ୍ବର, ଗଜପତି, ଢେଙ୍କାନାଳ, କେନ୍ଦୁଝର ଓ କଟକ। ମାଲକାନଗିରି ଜିଲ୍ଲାର ୩୫ଟି ହାଇସ୍କୁଲ,…

ଛୋଟ ରାଷ୍ଟ୍ର ବୋଲି.. କହି ଭାରତକୁ ନାଲିଆଖି ଦେଖାଇଲା ମାଳଦ୍ବୀପ

ନୂଆଦିଲ୍ଲୀ: ଗୋଟିଏ ପଟେ ଭାରତ ଓ ମାଳଦ୍ୱୀପ ମଧ୍ୟରେ ଚାଲିଥିବା ବିବାଦ ଥମିବାର ନାଁ ନେଉନି, ଅନ୍ୟପଟେ ମାଳଦ୍ୱୀପ ରାଷ୍ଟ୍ରପତି ମହମ୍ମଦ ମୁଇଜୁ ପରୋକ୍ଷରେ ଭାରତକୁ ଚେତାବନୀ ଦେଇଛନ୍ତି । "ଆମେ ଛୋଟ ହୋଇଥାଇପାରୁ କିନ୍ତୁ ଏହା ଆମକୁ ଶୋଷଣ କରିବାକୁ କାହାକୁ ଲାଇସେନ୍ସ ଦିଏ ନାହିଁ। ମିଳିଥିବା…

ବେତନଟି ବ୍ଲକରେ ୪ଜି ଟାଓ୍ବାରର ଶିଳାନ୍ୟାସ କଲେ ଟେଲିକମ ମନ୍ତ୍ରୀ

ବାରିପଦା: ପ୍ରଥମ ଥର ପାଇଁ ବେତନଟି ବ୍ଲକ ମନତାପାଳରେ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏକ ୪ଜି ମୋବାଇଲ ଟାୱାରର ଶିଳାନ୍ୟାସ କରିଛନ୍ତି। ମନତାପାଳର ରହୁଥିବା ଲୋକଙ୍କ ପାଇଁ ଏହା ଏକ ଖୁସିର ମୁହୂର୍ତ୍ତ ଥିଲା । କାରଣ ପ୍ରଥମ ଥର ପାଇଁ ଦେଶର ଜଣେ କେନ୍ଦ୍ରମନ୍ତ୍ରୀ ଆସିଥିଲେ ଗାଁକୁ।…

୨ ଜଣଙ୍କୁ ଓସଜା ପୁରସ୍କାର: କିଶୋର ଶ୍ରେଷ୍ଠ କ୍ରୀଡାବିତ ଓ ବିଜୟଙ୍କୁ ଜୀବନବ୍ୟାପୀ ସାଧନା ପୁରସ୍କାର

ଭୁବନେଶ୍ବର: ଚଳିତଥର ୨ଜଣ ଓସଜା ପୁରସ୍କାର ପାଇବେ। ହାଙ୍ଗଝୌ ଏସୀୟ କ୍ରୀଡ଼ାରେ ରୌପ୍ୟ ବିଜେତା ଜାଭେଲିନ ଫିଙ୍ଗାଳି କିଶୋର ଜେନା ଏବଂ ଅର୍ଜୁନ ବିଜେତା ପୂର୍ବତନ ଭାରୋତ୍ତୋଳକ ତଥା ଭଟେରାନ ପ୍ରଶିକ୍ଷକ ବିଜୟ କୁମାର ଶତପଥୀଙ୍କୁ ଓଡ଼ଶା କ୍ରୀଡ଼ା ସାମ୍ବାଦିକ ସଂଘ ପୁରସ୍କାର ପ୍ରଦାନ କରାଯିବ।…