Latest Odisha News

BREAKING NEWS

କବିତା : ଅପେକ୍ଷା

ଚନ୍ଦ୍ରା ମିଶ୍ର  ଏବେ ଏଠି ବରଫ ପଡ଼େ ଆଉ ମିଳେଇ ବି ଯାଏ ରାସ୍ତାରେ ଚାଲିଲାବେଳେ କାଠି ଖଣ୍ଡିଏ ଗୋଟାଇ ଆଣି ତା ମୁନରେ ତୁମ ନାଁ ଲେଖେ ଆଉ ଭାବେ ତୁମେ ଅନନ୍ୟ ବୋଲି । ଶୀତ ଋତୁର ପ୍ରଥମ ତୁଷାରପାତରେ ଭାସିଯାଏ ମୋ ମନ ତୁମ ପାଖକୁ ତୁମେ ଛାୟାଚିତ୍ର ତୋଳିବାବେଳେ କେମିତି…

ସନେଟ : ସେଇ ଆଖି

ରଞ୍ଜିତା ରାଣୀ ହୋତା ଭୁଲି ପାରୁନାହିଁ ସେ ନୟନ ଦୁଇ ଅନୁରାଗ ଦୃକପାତ କ୍ଷଣପ୍ରଭା ସମ କ୍ଷଣିକେ କଲା ଯେ ହୃଦୟରେ ରେଖାପାତ। ସେ କିବା ମଧୁର ମାଦକତା ଯାହା ମଗ୍ନ ରଖିଲା ମତେ, ନୀଳତୃଷ୍ଣାର ପିଆଲାଟେ ପରି ମୋଠାରୁ ମାଗିଲା ମତେ। ଚକିତ ହୁଏ ମୁଁ ସେ ଆଖିକୁ କେବେ ଥରେ ଦିଏ ଯେବେ ଚାହିଁ…

ଉଦଯାପିତ ହେଲା ଶିଶିର ସରସ ମେଳା

ଭୁବନେଶ୍ୱର : ପଞ୍ଚାୟତିରାଜ ଏବଂ ପାନୀୟ ଜଳ ବିଭାଗ ଅଧୀନସ୍ତ ଓରମାସ ଦ୍ୱାରା ଆୟୋଜିତ ଶିଶିର ସରସ ମେଳା-୨୦୧୪ ସୋମବାର ଉଦଯାପିତ ହୋଇଯାଇଛି । ଏହି ଅବସରରେ ଓରମାସ ତରଫରୁ ପ୍ରସ୍ତୁତ ମନ୍ଥନ ପୁସ୍ତିକାର ଉନ୍ମୋଚନ ମଧ୍ୟ କରାଯାଇଥିଲା। ଉଦଯାପନୀ କାର୍ଯ୍ୟକ୍ରମରେ ମହିଳା ଓ ଶିଶୁ ବିକାଶ ଏବଂ…

କବିତା : ମକର ଚଉରାଅଶି

ଗଦାଧର ସାହୁ ନମଇଁଶ୍ରୀ ଜଗନ୍ନାଥ. ନୀଳାଚଳବାସୀ, କୋଟି ସୂର୍ଯ୍ୟସମ ପ୍ରଭୁ ତୁମ ଜ୍ୟୋତିରାଶି । ଚୌରାଶି ଜୋନି ଜନ୍ମର ତୁମେ ରକ୍ଷାକର୍ତ୍ତା, ସକଳ ମଙ୍ଗଳ ଅର୍ଥେ ତୁମ ଜାନିଯାତ୍ରା । ମକର ସଂକ୍ରାନ୍ତିରେ ସୂର୍ଯ୍ୟ ଉତ୍ତରାୟଣ, ଚୌରାଶି ପ୍ରକାର ଭୋଗ ତୁମର ବ୍ଯଞ୍ଜନ।…

ଶିଶୁ କବିତା : ମହୁମାଛି

ତରୁଣ କୁମାର ମିଶ୍ର ବିଶ୍ବନିୟନ୍ତାଙ୍କ ସୃଷ୍ଟିରେ ଟିକି ଜୀବଟେ ମୁହିଁ , ଫୁଲରୁ ଫୁଲକୁ ଉଡ଼ିଣ ମହୁ ଶୋଷି ଆଣଇ । ବିନ୍ଦୁ ବିନ୍ଦୁ ମହୁ ସଞ୍ଚଇ ନେଇ ଫେଣାରେ ମୋର , ହାଲିଆ କେବେ ମୁଁ ହୁଏନି ଥାଏ କର୍ମ ତତ୍ପର । ପ୍ରିୟ ପରିଜନ ସାଥିରେ ମଧୁ ସଂଗ୍ରହେ ଯାଏ , ଡେଣା ଝାଡ଼ି ଝାଡ଼ି…

ଅନୁବାଦ କବିତା : ମୁଁ ନୁହେଁ ତମ ତଥ୍ୟ

ଛଟିଶଗଡ଼ର ଯଶପୁର ଜିଲ୍ଲାରେ ଓରାଓଁ ଆଦିବାସୀ ସମ୍ପ୍ରଦାୟରେ ଜନ୍ମିତ ଅଭୟ ଖାଖା, ପେଷାରେ ଜଣେ ସମାଜ ବିଜ୍ଞାନୀ ଥିଲେ ବି ହୃଦୟ ତାଙ୍କର ଥିଲା ସବୁବେଳେ ଆଦିବାସୀଙ୍କ ନିକଟରେ । ସସେକ୍ସ ବିଶ୍ୱବିଦ୍ୟାଳୟ ଓ ଜବାହରଲାଲ ନେହରୁ ବିଶ୍ୱବିଦ୍ୟାଳୟରୁ ଶିକ୍ଷା ଲାଭ କରିଥିବା ଖାଖା ବିଭିନ୍ନ ଛାତ୍ର…

ବ୍ଲଡ ଗ୍ରୁପ କହିବ ଆପଣଙ୍କ ବ୍ୟକ୍ତିତ୍ୱ !

ନୂଆଦିଲ୍ଲୀ: ବ୍ଲଡ ଗ୍ରୁପ କହିବ ଆପଣଙ୍କ ବ୍ୟକ୍ତିତ୍ୱ । ନିକଟରେ ବୈଜ୍ଞାନିକମାନଙ୍କ ଏକ ଗବେଷଣାରେ ଏହି ତଥ୍ୟ ଉଜାଗର ହୋଇଛି । ବିଭିନ୍ନ ବ୍ଲଡ ଗ୍ରପକୁ ନେଇ ସେମାନେ ଗବେଷଣା କରିବା ପରେ ସେମାନେ ଏହି ତଥ୍ୟ ପ୍ରଦାନ କରିଛନ୍ତି । ଏ ଗ୍ରୁପ ବ୍ଲଡର ବ୍ୟକ୍ତି ଧୈର୍ଯ୍ୟବାନ, ବିଚାରଶୀଳ ଓ…

ଘୋଷଣା ହେଲା ବଡେ ମିୟାଁ ଛୋଟେ ମିୟାଁର ରିଲିଜ ଡେଟ

ମୁମ୍ବାଇ: ବଡେ ମିୟାଁ ଓ ଛୋଟେ ମିୟାଁ ଫିଲ୍ମର ରିଲିଜ ତାରିଖକୁ ଦର୍ଶକମାନେ ବ୍ୟଗ୍ରତା ସହକାରେ ଦୀର୍ଘ ଦିନ ହେବ ଅପେକ୍ଷା କରି ବସିଛନ୍ତି । ବୁଧବାର ଅକ୍ଷୟ କୁମାର ଏହା ରିଲିଜ ତାରିଖ ଘୋଷଣା କରିଛନ୍ତି । ଏହା ଏବେ ଏପ୍ରିଲ ୨୦୨୪ ଇଦ ଅବସରରେ ରିଲିଜ ହେବ ବୋଲି ସ୍ପଷ୍ଟ ହୋଇଛି । ଅଲୀ ଆବାସ…

୨୦୨୪ରେ ଏହି ସବୁ ଫିଲ୍ମ ଦେଖିବା ପାଇଁ ଉତ୍କଣ୍ଠାର ସହ ଅପେକ୍ଷା କରିଛନ୍ତି ଦର୍ଶକ

ମୁମ୍ବାଇ: ୨୦୨୪ରେ ଅନେକଗୁଡିଏ ଫିଲ୍ମ ରିଲିଜ ହେବାକୁ ଅଛି । ଭାରତୀୟ ଫିଲ୍ମ ମଧ୍ୟରେ କାହାକୁ ଦେଖିବା ପାଇଁ ଦର୍ଶକ ଉତ୍କଣ୍ଠାର ସହ ଅପେକ୍ଷା କରିଛନ୍ତି ଆଇଏମଡିବି ତାର ସୂଚୀ ଜାରୀ କରିଛି । ଏହି ତାଲିକାରେ ଫାଇଟର ଶୀର୍ଷରେ ରହିଛି । ହ୍ରିତିକ ରୋଶନ ଓ ଦୀପିକା ପାଦୁକୋନଙ୍କ କେମେଷ୍ଟ୍ରି ଏବଂ…

ସ୍ବାଭିମାନ ଅଞ୍ଚଳରେ ଉଇଁଲା ବିକାଶର ନୂତନ ସୂର୍ଯ୍ୟ, ଆକଶପଥରେ ଯୋଡି ହେଲା ମାଲାକାନଗିରି

ମାଲକାନଗିରି: ସ୍ବାଭିମାନ ଅଞ୍ଚଳରେ ଉଇଁଲା ବିକାଶର ନୂତନ ସୂର୍ଯ୍ୟ । ଆକଶପଥରେ ଯୋଡି ହେଲା ମାଲାକାନଗିରି ଜିଲ୍ଲା । ଉଦଘାଟନ ହେଲା ବହୁପ୍ରତୀକ୍ଷିତ ମାଲକାନଗିରି ବିମାନବନ୍ଦର । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିମାନବନ୍ଦରରେ ଅବତରଣ କରିବା ପରେ ଏହାକୁ ଲୋକାର୍ପଣ କରିଛନ୍ତି। ଲୋକାର୍ପିତ…