Latest Odisha News

BREAKING NEWS

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ । ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ଅପାର ବିଭୁତିର ବର୍ଣ୍ଣନା ପୂର୍ବରୁ ଶ୍ରୀମଦଭାଗବତର ଅମୁଲ୍ୟ ପଦକୁ ଧ୍ୟାନ ଦେବା ” ଯେତେ ଏ ଦାନ ବ୍ରତ ତ୍ୟାଗ, ଧର୍ମ ଆଚାର ସଖ୍ୟ ଯୋଗ ଏ ମୋତେ ନ ପାରନ୍ତି ଧରି,…

ମଝି ରାସ୍ତାରେ ଫାୟାରିଂ କଲେ ଯୁବତୀ; ଭାଇରାଲ ହେଲା ଭିଡିଓ

ରାଜସ୍ଥାନ: ମଝି ରାସ୍ତାରେ ବନ୍ଧୁକରୁ ୭ ରାଉଣ୍ଡ ଫାୟାରିଂ କଲେ ଯୁବତୀ । ଏହାର ଏକ ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି । ଭିଡ଼ିଓଟିକୁ ଯୁବତୀ ଜଣକ ନିଜ ଆକାଉଣ୍ଟରେ ସେୟାର କରିଛନ୍ତି । ଏହାକୁ ଦେଖିବା ପରେ ପୋଲିସ ଯୁବତୀଙ୍କ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ…

ହସ୍ପିଟାଲ୍‌ରେ ଭର୍ତ୍ତି ହେଲେ ଅଭିନେତ୍ରୀ ଉର୍ବଶୀ,ହେଲା ଅସ୍ତ୍ରୋପଚାର

ମୁମ୍ୱାଇ: ମୁମ୍ବାଇର ନାନାବତୀ ହସ୍ପିଟାଲ୍‌ରେ ଭର୍ତ୍ତି ହେଲେ ଛୋଟ ପରଦାର ଲୋକପ୍ରିୟ ଅଭିନେତ୍ରୀ ଉର୍ବଶୀ ଢୋଲକିଆ । ସେ ଡାକ୍ତରଖାନା ଶଯ୍ୟାରେ ଶୋଇଥିବାର ଏକ ଫଟୋ ସୋସିଆଲ ମିଡ଼ିଆରେ ସେୟାର କରିଛନ୍ତି । ତାଙ୍କର ପ୍ରଶଂସକମାନେ ଏହି ଫଟୋ ଦେଖିବା ପରେ ସେ ଖୁବଶୀଘ୍ର ଭଲ ହୋଇଯାଆନ୍ତୁ ବୋଲି…

୪୦ ବର୍ଷ ହେଲା ଫ୍ଲାଇଟ୍ ଅପେକ୍ଷାରେ ଏୟାରପୋର୍ଟରେ ଶୋଇଛନ୍ତି ଯୁବକ

ଫ୍ଲୋରିଡା: ଫ୍ଲାଇଟ୍ ଅପେକ୍ଷାରେ ୪୦ ବର୍ଷ ହେଲା ଏୟାରପୋର୍ଟରେ ଶୋଇଛନ୍ତି ଯୁବକ । ଏହା ପଢିବା ପରେ ଆପଣଙ୍କୁ ଟିକେ ଅଢୁଆ ଲାଗିପାରେ । ଏବେ ଭାବୁଥିବେ ଜଣେ କ’ଣ ସତରେ ଏତେ ବର୍ଷ ଶୋଇ ରହିଛନ୍ତି ? ହଁ, ଘଟଣାଟି ସତ । ଏପରି ଦେଖିବାକୁ ମିଳିଛି ଫ୍ଲୋରିଡାର ଅର୍ଲାଣ୍ଡୋ ଜାତୀୟ ଏୟାରପୋର୍ଟରେ ।…

ସଂସଦରେ ଗର୍ଜିଲେ ଏମପି: ନାଚି ନାଚି ଲୋକଙ୍କ ଦାବି କଲେ ଉପସ୍ଥାପନା

ନ୍ୟୁଜିଲାଣ୍ଡ: ସାଧାରଣତଃ ଜଣେ ଲୋକପ୍ରତିନିଧିଙ୍କ ଦମଦାର ଭାଷଣ ସାଧାରଣ ଜନତାଙ୍କୁ ପ୍ରଭାବିତ କରିଥାଏ । ଜନସଭାରେ ହେଉ କି ବିଶେଷ କରି ସଂସଦରେ ସେମାନେ ଲୋକଙ୍କ ସମସ୍ୟା ଉପସ୍ଥାପନ କରିଥାନ୍ତି । ନିକଟରେ ଜଣେ ଏମପିଙ୍କ ନିଆରା ଢଙ୍ଗରେ ସଂସଦରେ ଦାବି ଉପସ୍ଥାପନା କରିବା ସମସ୍ତକୁ ଆକୃଷ୍ଟ…

ସମୁଦ୍ରରେ ବିମାନ ଖସିପଡ଼ିବାରୁ ଅଭିନେତା ଓ ତାଙ୍କ ୨ ଝିଅ ମୃତ

ଲସ୍‌ଏଞ୍ଜେଲେସ୍‌: କାରିବିୟାନ ସାଗରକୁ ଏକ ବିମାନ ଖସି ପଡ଼ିବାରୁ ହଲିଉଡ଼ର ଜଣେ ଅଭିନେତା ଓ ତାଙ୍କର ୨ ଝିଅଙ୍କ ମୃତ୍ୟୁ ହୋଇଛି । ସେ ହେଲେ ଜର୍ମାନରେ ଜନ୍ମିତ ଅଭିନେତା କ୍ରିଷ୍ଟିଆନ୍ ଅଲିଭର । ଏହି ଖବର ଜଣାପଡ଼ିବା ପରେ ହଲିଉଡ଼ ଇଣ୍ଡଷ୍ଟ୍ରିରେ ଶୋକର ଛାୟା ଖେଳି ଯାଇଛି । ଅଲିଭର ଓ ତାଙ୍କର…

ଇଣ୍ଡିଆନ ପୋଲିସ ଫୋର୍ସରେ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ନଜର ଆସିବେ ଟେଲି ଅଭିନେତ୍ରୀ

ମୁମ୍ବାଇ: ରୋହିତ ଶେଟ୍ଟୀଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ‘ଇଣ୍ଡିଆନ ପୋଲିସ ଫୋର୍ସ’ର ଟ୍ରେଲର ନିକଟରେ ରିଲିଜ୍ ହୋଇଯାଇଛି । ଏଥିରେ ସିଦ୍ଧାର୍ଥ ମାଲହୋତ୍ରା, ଶିଳ୍ପା ଶେଟ୍ଟୀ ଏବଂ ବିବେକ ଓବରୋଇ ପ୍ରମୁଖ ଏବଂ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅଛନ୍ତି । ଏହା ବ୍ୟତୀତ ଟେଲି ଅଭିନେତ୍ରୀ ଶ୍ୱେତା…

ଅଗ୍ନିବୀରରେ ଭର୍ତ୍ତି ପାଇଁ ନିୟମରେ ବଡ଼ ପରିବର୍ତ୍ତନ

ନୂଆଦିଲ୍ଲୀ: ଅଗ୍ନିବୀର ନିଯୁକ୍ତି ନିୟମରେ ଭାରତୀୟ ସେନା ଏକ ବଡ ପରିବର୍ତ୍ତନ କରିଛି। ବର୍ତ୍ତମାନ ନୂଆ ନିୟମରେ ପୋଷ୍ଟ ପାଇଁ ଟାଇପିଂ ପରୀକ୍ଷାକୁ ବାଧ୍ୟତାମୂଳକ କରିଛି ଭାରତୀୟ ସେନା। ଏହି ନୂତନ ନିୟମ ୨୦୨୪-୨୫ରୁ ଲାଗୁ ହେବ। ଏ ସମ୍ପର୍କରେ ଭାରତୀୟ ସେନା ମଧ୍ୟ ବିଜ୍ଞପ୍ତି ଜାରି କରିଛି।…

କ’ଣ ଏହି ରାସନ ଘୋଟାଲା, ଯାହାକୁ ନେଇ ଖୋଳତାଡ଼ ଚଳାଇଛି ଇଡି, ଜାଣନ୍ତୁ ପୂରା ଘଟଣାକ୍ରମ

ନୂଆଦିଲ୍ଲୀ: ରାସନ ସ୍କାମ ମାମଲାର ଚଢାଉ କରିବାକୁ ଆସିଥିବା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ବା ଇଡି ଦଳ ଉପରେ ଆକ୍ରମଣ ଘଟଣାକୁ ସରକାର ଗମ୍ଭୀରତାର ସହ ଗ୍ରହଣ କରିଛନ୍ତି। ଟିଏମସି ନେତା ଶାହାଜାହାନ ଶେଖଙ୍କ ବିରୋଧରେ ଲୁକଆଉଟ ନୋଟିସ ଜାରି କରାଯାଇଛି। ସୂଚନା ଅନୁଯାୟୀ, ଆକ୍ରମଣ ସମୟରେ ଶାହାଜାହାନ…

୭୦ ବର୍ଷୀୟ ବୃଦ୍ଧଙ୍କୁ ବିବାହ କଲେ ୨୮ ବର୍ଷୀୟ ଯୁବତୀ

କାଲିଫର୍ନିଆ: କଥାରେ ଅଛି ପ୍ରେମ କେତେବେଳେ, କାହାକୁ, କେଉଁଠି ହେବ କେହି କହିପାରିବେନି । ପ୍ରେମ ମାନେନା ବୟସ । ଏବେ ଠିକ୍ ସେପରି ୨୮ ବର୍ଷୀୟା ଯୁବତୀ ଜଣେ ୭୦ ବର୍ଷୀୟ ବୃଦ୍ଧଙ୍କ ପ୍ରେମରେ ପାଗଳ । ଶେଷରେ ଉଭୟ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ଉଭୟଙ୍କ ମଧ୍ୟରେ ୪୨ ବର୍ଷର ପାର୍ଥକ୍ୟ…