Latest Odisha News

BREAKING NEWS

ମୋଦୀ, ଶାହଙ୍କ ଫକୋସରେ ଓଡ଼ିଶା: ୨୧ ଲୋକସଭା ଆସନରେ ଯୋଗୀଙ୍କୁ ନେଇ କରିବେ ପ୍ରଚାର

ଭୁବନେଶ୍ୱର: ସାଧାରଣ ନିର୍ବାଚନରେ ହ୍ୟାଟ୍ରିକ ବିଜୟ ଲାଭ କରି କେନ୍ଦ୍ରରେ ତୃତୀୟ ଥର ପାଇଁ କ୍ଷମତାରେ ବସିବାକୁ ଲକ୍ଷ୍ୟ ରଖିଥିବା ବିଜେପି ଫକୋସରେ ଓଡ଼ିଶାର ୨୧ ଲୋକସଭା ଆସନ। ସାଧାରଣ ନିର୍ବାଚନ ପୂର୍ବରୁ ସମସ୍ତ ଆସନରେ ନିଜର ପ୍ରଚାରକୁ ଜୋରଦାର କରିବାକୁ ଲକ୍ଷ୍ୟ ରଖି କେନ୍ଦ୍ରର…

ଏହି ଦିନ କକ୍ଷପଥରେ ସ୍ଥାପିତ ହେବ ଆଦିତ୍ୟ, ସୂଚନା ଦେଲା ଇସ୍ରୋ

ନୂଆଦିଲ୍ଲୀ: ଭାରତର ସୂର୍ଯ୍ୟ ମିଶନ ଧିରେ ଧିରେ ସଫଳ ହେବାକୁ ଯାଉଛି। ଆସନ୍ତା କାଲି ସୂର୍ଯ୍ୟ ମିଶନ ପାଇଁ ଧାର୍ଯ୍ୟ କକ୍ଷ ପଥରେ ସ୍ଥାପିତ ହେବ ଆଦିତ୍ୟ। ଏନେଇ ସୂଚନା ପ୍ରଦାନ କରିଛି ଇସ୍ରୋ। ଚନ୍ଦ୍ରର ଦକ୍ଷିଣ ମେରୁ ଅଞ୍ଚଳରେ ଚନ୍ଦ୍ରାୟଣ-୩ର ସଫଳ ଅବତରଣ ପରେ ଭାରତ ବର୍ତ୍ତମାନ ସୂର୍ଯ୍ୟଙ୍କ…

କଟକରେ ମହିଳାଙ୍କୁ ୯ ଲକ୍ଷ ୭୦ ହଜାର ଟଙ୍କାର ଚୂନ ଲଗେଇ ଦେଲା ଫେସବୁକ ଫ୍ରେଣ୍ଡ

କଟକ: ତୁଳସୀପୁର ମଠ ସାହିର ଜଣେ ୬୧ ବର୍ଷୀୟା ବୃଦ୍ଧାଙ୍କୁ ଫେସ୍ ବୁକ୍ ରେ ବନ୍ଧୁତା କରିଥିବା ଜଣେ ବ୍ୟକ୍ତି ପ୍ରାୟ ୯ ଲକ୍ଷ ୭୦ ହଜାର ଟଙ୍କା ଠକି ନେଇଥିବା ଅଭିଯୋଗ ହୋଇଛି। ନିଜ ନାମ ଗୋପନ ରଖିବା ସର୍ତ୍ତରେ ଅଭିଯୋଗକାରୀ କହିଛନ୍ତି ଯେ ମହାନଦୀ ବିହାରର ସତ୍ୟ ରଞ୍ଜନ ସାମଲ ନାମକ ଜଣେ…

ଭାଷା ଭାଗବତ : ସ୍ରଷ୍ଟା, ସୃଷ୍ଟି ସମରୂପୀ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ପ୍ରଭୁଂକ ନିବାସ ଆସ୍ଥାନ ଯେହେତୁ ମଣିଷର ମନ ସେଠାରେ କରି ଅବସ୍ଥାନ ଚଳାଂତି ସଂସାରେ ଜୀବନ ପ୍ରଭୁ ନୁହଂତି ଜଣେ ବ୍ୟକ୍ତି ସବୁଠି ଉପସ୍ଥିତ ଶକ୍ତି ସେ ଶକ୍ତି ପ୍ରତି ଥିଲେ ପ୍ରୀତି ମନରେ ଜାଗିଉଠେ ଭକ୍ତି…

୭ ବର୍ଷର ବାଳକ ବଲକୁ ବୋମା ଭାବି କାନ୍ଥରେ ଫିଙ୍ଗିବା ମାତ୍ରେ ହେଲା ବିସ୍ଫୋରଣ

କୋଲକାତା: ପଶ୍ଚିମବଙ୍ଗର ମୁର୍ଶିଦାବାଦରେ ବୋମା ବିସ୍ଫୋରଣରେ ଜଣେ ୭ ବର୍ଷର ବାଳକର ମୃତ୍ୟୁ ଘଟିଛି। ଏହି ଘଟଣା ପରେ ସେହି ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ତୁରନ୍ତ ଲୋକେ ସ୍ଥାନୀୟ ପୁଲିସକୁ ଘଟଣା ସମ୍ପର୍କରେ ଜଣାଇଥିଲେ। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ…

ବଲାଙ୍ଗୀରରେ ଚାଞ୍ଚଲ୍ୟ, ନାବାଳିକାକୁ ଦୁଷ୍କର୍ମ ପରେ ହତ୍ୟା ଅଭିଯୋଗ

ବଲାଙ୍ଗୀର: ସଇଁତଳା ବ୍ଲକ ତୁସ୍ତାପାଲି ଗ୍ରାମର ଜଣେ ନାବାଳିକାଙ୍କୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ନାବାଳିକାଙ୍କ ବାପା ସେହି ଗାଁର ୩ ଜଣ ଯୁବକଙ୍କ ବିରୋଧରେ ତାଙ୍କ ଝିଅକୁ ଦୁଷ୍କର୍ମ ପରେ ହତ୍ୟା କରିଥିବା ଅଭିଯୋଗ ଆଣିଛନ୍ତି। ମିଳିଥିବା ସୂଚନା ଅନୁଯାୟୀ, ପୀଡ଼ିତା…

ଚଢ଼ାଉ କରିବାକୁ ଯିବା ବେଳେ ଇଡି ଟିମକୁ ଆକ୍ରମଣ, ଆଗକୁ ବଢ଼ିବାକୁ ଦେଲେନି ୧୦୦ରୁ ୨୦୦ ଗ୍ରାମବାସୀ

କୋଲକାତା: ପଶ୍ଚିମବଙ୍ଗର ଉତ୍ତର ୨୪ ପ୍ରଗଣା ଜିଲ୍ଲାର ସନ୍ଦେଶଖାଲିରେ ଶୁକ୍ରବାର ସକାଳେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)ର ଏକ ଟିମ୍ ଉପରେ ଚଢ଼ାଉ ବେଳେ ଆକ୍ରମଣ ହୋଇଛି। ଟିଏମସି ନେତା ଶାହାଜାହାନ ଶେଖଙ୍କ ଗାଁରେ ଏହି ଘଟଣା ଘଟିଛି। ଯେଉଁଠାରେ ୧୦୦-୨୦୦ ଗ୍ରାମବାସୀଙ୍କ ଏକ ଗୋଷ୍ଠୀ ଏହି…

କେପଟାଉନ ବିଜୟ ପରେ ଦ୍ରାବିଡଙ୍କୁ ଆଲିଙ୍ଗନ କଲେ ବିରାଟ; କାହିଁକି ଭାରତ ପାଇଁ ଏହା ବଡ଼ ବିଜୟ ଜାଣିଛନ୍ତି…

ନୂଆଦିଲ୍ଲୀ: ନୂଆବର୍ଷରେ ମ୍ୟାନ ଇନ୍ ବ୍ଲୁର ପ୍ରଥମ ସିରିଜ ବିଜୟ, ତା'ପୁଣି ବିଦେଶ ମାଟିରେ। ଯେଉଁଭଳି ଭାବେ ଭାରତୀୟ ବୋଲିର ବୋଲିଂ କରିଛନ୍ତି ତାହା ସମସ୍ତଙ୍କୁ ଆମୋଦିତ କରିଛି। କେବଳ ଯେ ପ୍ଲେଇିଂ ଇଲେଭନରେ ଥିବା ଖେଳାଳି ତାହା ନୁହେଁ ବରଂ କୋଚ, ଟିମର ଅନ୍ୟ ସଦସ୍ୟ ମଧ୍ୟ ଏହି ବିଜୟ ପରେ…

ଜମିଜମା ଠକେଇ ମାମଲା: ସିନେ ପ୍ରଯୋଜକ ସଚ୍ଚିକାନ୍ତ ଜେନା ଗିରଫ

ଭୁବନେଶ୍ବର: ଓଡ଼ିଶା ଫିଲ୍ମ ପ୍ରଯୋଜକ ସଚ୍ଚିକାନ୍ତ ଜେନା ଗିରଫ । ଜମିଜମା ଠକେଇ ଅଭିଯୋଗ ମାମଲାରେ ସଚ୍ଚିକାନ୍ତ ଙ୍କୁ ଗିରଫ କଲା ନୟାପଲ୍ଲୀ ପୋଲିସ । ପୂର୍ବରୁ ଏହି ମାମଲାରେ ଅନ୍ୟ ତିନି ଜଣଙ୍କୁ ଗିରଫ କରାଯାଇଥିବାବେଳେ, ଏବେ ସଚ୍ଚିକାନ୍ତ ଜେନା ଗିରଫ ହୋଇଛନ୍ତି । ଅନ୍ୟ ଅଭିଯୁକ୍ତମାନେ ହେଲେ…

ନିିର୍ବାଚନ ବେଳେ ଡିପଫେକ୍ ଭିଡିଓ, ପୋଲିସର ତଦନ୍ତ ପ୍ରଭାବଶାଳୀ ଗୋଷ୍ଠୀ ସମର୍ଥନରେ ହେବନି ତ?

ଭୁବନେଶ୍ୱର:  ଆଗାମୀ ସାଧାରଣ ନିର୍ବାଚନ ସମୟରେ ଡିପଫେକ୍ ଭିଡିଓକୁ ନେଇ ଚିନ୍ତା ବଢ଼ୁଥିବା ବେଳେ ଏହାର ମୁକାବିଲା ପାଇଁ ଭୁବନେଶ୍ୱର-କଟକ କମିସନରେଟ୍ ପୁଲିସ ସକ୍ରିୟ ପଦକ୍ଷେପ ଗ୍ରହଣ କରିଛି। ଏହି ଭିଡିଓର ବିପଦର ମୁକାବିଲା ପାଇଁ ପୋଲିସ ବିଭାଗ ଅଧିକାରୀଙ୍କ ଏକ ସ୍ୱତନ୍ତ୍ର ଟିମ୍କୁ ତାଲିମ…