ମୀରା ମାଝୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ଚିଠି
ନୂଆଦିଲ୍ଲୀ: ଗଲା ୩୦ ଡିସେମ୍ବରରେ ଅଯୋଧ୍ୟା ଗସ୍ତ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ହଠାତ୍ ଉଜ୍ଜ୍ଵଳା ଯୋଜନାର ଲାଭାର୍ଥୀ ମୀରା ମାଝୀଙ୍କ ଘରେ ପହଞ୍ଚିଥିଲେ। ମୀରା ମାଝି ହେଉଛନ୍ତି ପ୍ରଧାନମନ୍ତ୍ରୀ ଉଜ୍ଜ୍ଵଳା ଯୋଜନାର ୧୦ କୋଟିତମ ହିତାଧିକାରୀ। ମୀରାଙ୍କ ଘରେ ଚା ପିଇବା ସହ…