Latest Odisha News

BREAKING NEWS

କମିସନରେଟ୍ ପୁଲିସର ସଡ଼କ ସୁରକ୍ଷା ସପ୍ତାହ ଆରମ୍ଭ

ଭୁବନେଶ୍ଵର ; କମିସନରେଟ୍ ପୁଲିସ ପକ୍ଷରୁ ସଡ଼କ ସୁରକ୍ଷା ସପ୍ତାହ ଆରମ୍ଭ ହୋଇଯାଇଛି। ସଡ଼କ ସୁରକ୍ଷା ପରିବାର ରକ୍ଷା ବିଷୟବସ୍ତୁକୁ ନେଇ ଏହି କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ୧ ତାରିଖରୁ ୭ ତାରିଖ ପର୍ଯ୍ୟନ୍ତ ଏକ ସପ୍ତାହ ବ୍ୟାପୀ ଏହି କାର୍ଯ୍ୟକ୍ରମ ଚାଲିବ। ଏଥିପାଇଁ ପୁଲିସ କମିସନର…

ଦକ୍ଷିଣ କୋରିଆରେ ବିରୋଧୀ ଦଳର ନେତାଙ୍କୁ ଛୁରୀରେ ଆକ୍ରମଣ

ବୁସାନ: ଦକ୍ଷିଣ କୋରିଆରେ ବିରୋଧୀ ଦଳର ନେତା ଲି ଜେ ମ୍ୟୁଙ୍ଗଙ୍କ ଉପରେ ଛୁରୀରେ ଆକ୍ରମଣ ହୋଇଛି । ପୋର୍ଟ ସିଟି ବୁସାନ ଗସ୍ତରେ ସେ ଏକ ପ୍ରେସ ସମ୍ମିଳନୀରେ କହୁଥିବା ବେଳେ ହଠାତ ଜଣେ ଅଜ୍ଞାତ ଲୋକ ଅଟୋଗ୍ରାଫ ନେବା ବାହାନା କରି ପାଖକୁ ଆସିବା ସହ ତାଙ୍କ ବେକରେ ଛୁରୀ ଲଗାଇ ଦେଇଥିଲେ । ସେ…

କିଏ ଏହି ଅରୁଣ ଯୋଗୀରାଜ, ଯିଏ ତିଆରି କରିଛନ୍ତି ଅଯୋଧ୍ୟାର ରାମଲାଲାଙ୍କ ମୂର୍ତ୍ତି

ନୂଆଦିଲ୍ଲୀ: ଚଳଚଞ୍ଚଳ ହୋଇ ଉଠିଛି ପୁରା ଦେଶ । ପୁରା ପରିବେଶ ଏବେ ରାମମୟ । ଆଉ ମାତ୍ର କିଛି ଦିନର ଅପେକ୍ଷା । ଜାନୁଆରୀ ୨୨ରେ ଅଯୋଧ୍ୟାରେ ପ୍ରତିଷ୍ଠା ହେବା ପ୍ରଭୁ ରାମଙ୍କ ଦିବ୍ୟ ମନ୍ଦିର । ଭବ୍ୟ ମନ୍ଦିରରେ ପ୍ରଭୁ ରାମଙ୍କ ପ୍ରାଣ ପ୍ରତିଷ୍ଠା ପାଇଁ ଭଗବାନଙ୍କର ଶୀଶୁ ବେଳର ମୂର୍ତ୍ତି ମଧ୍ୟ…

ନକ୍ସଲ ଦମନ: ଓଡ଼ିଶାରୁ ୩ ହଜାର ବିଏସଏଫ ଯବାନ ଛତିଶଗଡ଼ ଯିବେ

ଭୁବନେଶ୍ୱର: ମାଓ ବିରୋଧୀ ଅଭିଯାନକୁ ଜୋରଦାର କରିବା ପାଇଁ ସୀମା ସୁରକ୍ଷା ବଳ (ବିଏସଏଫ)ର ୩ଟି ବାଟାଲିୟନ ଏବଂ ସମାନ ସଂଖ୍ୟକ ଭାରତ-ତିବ୍ଦତ ସୀମା ପୁଲିସ (ଆଇଟିବିପି) ୟୁନିଟ୍ ଛତିଶଗଡ଼ରେ ମୁତୟନ ହେବେ। କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଘୋଷଣା କରିଥିବା ଏହି ଅଞ୍ଚଳରୁ ବାମପନ୍ଥୀ ଉଗ୍ରବାଦ…

ଦି ବୁଲ ଫିଲ୍ମ ପାଇଁ ଲୁକ ବଦଳାଇବେ ସଲମାନ

ମୁମ୍ବାଇ: ବଲିଉଡର ଲୋକପ୍ରିୟ ଅଭିନେତା ସଲମାନ ଖାଁ ତାଙ୍କର ଆଗାମୀ ଫିଲ୍ମ ପାଇଁ ଜୋରଦାର ପ୍ରସ୍ତୁତି ଆରମ୍ଭ କରି ଦେଇଛନ୍ତି । ଧର୍ମା ପ୍ରଡକ୍ସନର ଦି ବୁଲ ଫିଲ୍ମରେ କରନ ଜୋହର ଓ ସଲମାନଙ୍କ କମ୍ବିନେଶନ ନେଇ ଚର୍ଚ୍ଚା ଜୋର ଧରିଛି । ଏପରିକି ଏଥିପାଇଁ ସଲମାନ ତାଙ୍କ ଲୁକ ବଦଳାଇବା ପାଇଁ…

ଓଡ଼ିଶାରେ ଘନ କୁହୁଡ଼ି, ଜନଜୀବନ ଅସ୍ତବ୍ୟସ୍ତ

ଭୁବନେଶ୍ୱର: ମଙ୍ଗଳବାର ସକାଳେ ଓଡ଼ିଶାର ବିଭିନ୍ନ ସ୍ଥାନରେ ଘନରୁ ଅତି ଘନ କୁହୁଡ଼ି ଯୋଗୁଁ ଜନଜୀବନ ବ୍ୟାପକ ବାଧାପ୍ରାପ୍ତ ହୋଇଛି। ସମଗ୍ର ରାଜ୍ୟରେ ଶୀତ ଲହରୀ କମିବାରେ ଲାଗିଥିବା ବେଳେ ଏଭଳି ପରିସ୍ଥିତି ଉପୁଜିଛି। ଭୁବନେଶ୍ୱର ସ୍ଥିତ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁଯାୟୀ,…

ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ପ୍ରସଙ୍ଗରେ କେନ୍ଦ୍ରମନ୍ତ୍ରୀ ଟାଣିଲେ ପୂର୍ଣ୍ଣଛେଦ?

ଭୁବନେଶ୍ୱର: ପଶ୍ଚିମ ଓଡ଼ିଶାରେ ହାଇକୋର୍ଟର ଏକ ସ୍ଥାୟୀ ବେଞ୍ଚ ଦାବି ହୋଇଆସୁଛି। ଦୀର୍ଘ ଦିନ ଧରି ଏହି ଦାବି ହୋଇ ଆସୁଥିଲେ ମଧ୍ୟ ଏବେ ଏଥିରେ କେନ୍ଦ୍ର ସରକାର ଏକ ପ୍ରକାର ପୂର୍ଣ୍ଣଛେଦ ଟାଣିଛନ୍ତି ବୋଲି କୁହାଯାଉଛି। କେନ୍ଦ୍ର ଆଇନ୍ ମନ୍ତ୍ରୀ ଅର୍ଜୁନ ମେଘାଓ୍ବାଲ ଓଡ଼ିଶା ଗସ୍ତରେ ଥିବା…

ବଡ଼ ଭାଇର ଗୁଳିମାଡ଼ରେ ସାନ ଭାଇର ମୃତ୍ୟୁ

ରାଉରକେଲା: ନୂଆବର୍ଷ ଅବସରରେ ସୁନ୍ଦରଗଡ଼ ଜିଲ୍ଲା ବିଶ୍ରାରେ ଏକ ଦୁଃଖଦ ଘଟଣା ଘଟିଛି, ଯେଉଁଥିରେ କ୍ଷୀରୋଧର ସିଂହ (୨୬) ନାମକ ଜଣେ ବ୍ୟକ୍ତି ତାଙ୍କ ବଡ଼ ଭାଇ ଉମେଶ ସିଂହଙ୍କ ହାତରେ ଅକାଳ ମୃତ୍ୟୁ ବରଣ କରିଛନ୍ତି। ମିଳିଥିବା ସୂଚନା ଅନୁଯାୟୀ, କ୍ଷୀରୋଧର ଓ ତାଙ୍କ ସାଙ୍ଗମାନେ ତେତେରକେଲା…

ପଏଁରୀ ତିହାରରେ ମନ ମୋହିଲା ବିହୁ ନାଚ

ସୋନପୁର: ସୁବର୍ଣ୍ଣପୁରର ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ ‘ପଏଁରି’ର ଜାତୀୟ ପାରମ୍ପରିକ ଲୋକ ନୃତ୍ୟ ଓ ସଙ୍ଗୀତ ମହୋତ୍ସବ ଗତକାଲି ମହା ସମାରୋହରେ ଉଦଘାଟିତ ହୋଇଯାଇଛି l ସନ୍ଧ୍ୟା ସାଂସ୍କୃତିକ କାର୍ଯ୍ୟକ୍ରମରେ ମୂଖ୍ୟ ଅତିଥି ଭାବେ ସୁବର୍ଣ୍ଣପୁର ଜିଲ୍ଲାପାଳ ଶ୍ରୀ ବିମଳେନ୍ଦୁ ରାୟ ଯୋଗଦେଇଥିଲେ…

କ’ଣ ଆପଣ ମଧ୍ୟ ପ୍ରେସର କୁକରରେ ଡାଲି ରାନ୍ଧୁଛନ୍ତି କି? ତେବେ ହୋଇଯାଆନ୍ତୁ ସାବଧାନ, ଜାଣି ରଖନ୍ତୁ ଏହି କଥା…

ଭୁବନେଶ୍ଵର: ଆମ ଭାରତୀୟ ସଂସ୍କୃତିରେ କିଛି ଜିନିଷ ଖାଇବାର ପ୍ରଥା ଦୀର୍ଘ ଦିନ ଧରି ରହିଆସିଛି | ଉଦାହରଣ ସ୍ଵରୁପ ଡାଲି । ଭାରତୀୟ ମାନଙ୍କ ମଧ୍ୟାହ୍ନ ଭୋଜନରେ ଡାଲି ବିଶେଷ ଗୁରୁତ୍ଵ ବହନ କରିଥାଏ । ଭାରତର ବିଭିନ୍ନ ସ୍ଥାନରେ ଏହି ଡାଲିକୁ ବିଭିନ୍ନ ଉପାୟରେ ପ୍ରସ୍ତୁତ କରାଯାଏ | କିନ୍ତୁ…