Latest Odisha News

BREAKING NEWS

ଡିସେମ୍ବରରେ ୧.୬୫ ଲକ୍ଷ କୋଟିର ଜିଏସଟି ଆଦାୟ 

ନୂଆଦିଲ୍ଲୀ: ଗତବର୍ଷ ଦେଶରେ ମୋଟ ଜିଏସଟି ଆଦାୟ ବୃଦ୍ଧି ପାଇଛି। ଡିସେମ୍ବରରେ ୧.୬୫ ଲକ୍ଷ କୋଟିର ଜିଏସଟି ସଂଗ୍ରହ ହୋଇଛି। ୨୦୨୩ ଏପ୍ରିଲରୁ ଡିସେମ୍ବର ମଧ୍ୟରେ ଜିଏସଟି ଆଦାୟ ୧୨ ପ୍ରତିଶତ ବୃଦ୍ଧି ପାଇ ୧୪.୯୭ ଲକ୍ଷ କୋଟି ଟଙ୍କାରେ ପହଞ୍ଚିଛି। ଏନେଇ ଅର୍ଥ ମନ୍ତ୍ରଣାଳୟ ରିପୋର୍ଟ ପ୍ରକାଶ…

ନୂଆବର୍ଷରେ ଥାନା ଅଧିକାରୀଙ୍କୁ ପୋଲିସ କମିଶନରଙ୍କ ଗୁରୁମନ୍ତ୍ର

ଭୁବନେଶ୍ବର: ଲୋକାଭିମୁଖୀ ହେବାକୁ ଆଇ.ଆଇ.ସି ଓ ଏସିପିଙ୍କୁ ପରାମର୍ଶ ଦେଲେ ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ। । ନୂଆବର୍ଷ ପାଇଁ ପୋଲିସ ସେବା ଭବନରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ଥାନା ଅଧିକାରୀଙ୍କୁ ପୋଲିସ କମିଶନର ଗୁରୁମନ୍ତ୍ର ପ୍ରଦାନ କରିଛନ୍ତି । ନିର୍ବାଚନୀ…

ନବବର୍ଷ ୨୦୨୩: ନୂଆବର୍ଷ ଉପଲକ୍ଷେ ଜନ ସମୁଦ୍ର ତିଖାଲି ପର୍ଯ୍ୟଟନ କ୍ଷେତ୍ର

ନୂଆପଡା: ଇଂରାଜୀ ନବବର୍ଷ ୨୦୨୪କୁ ଆବାଳ ବୃଦ୍ଧବନିତା ହର୍ଷ ଉଲ୍ଲାସ ସ୍ୱାଗତ କରୁଥିବା ବେଳେ ଏହାର ବିଶେଷ ପ୍ରଭାବ ନୂଆପଡ଼ା ଜିଲ୍ଲାର ତିଖାଲି ପର୍ଯ୍ୟଟନ କ୍ଷେତ୍ରରେ ମଧ୍ୟ ଦେଖିବାକୁ ମିଳିଛି । ଭୋଜି ଭାତର ଆସର ସହ ଡ୍ୟାମ ପାଣି, ପାର୍କ ଦେଖିବା ସହ ବୋଟିଂର ମଜା ନେଇ ଧୁମଧାମର ସହ ନାଚଗୀତରେ…

ମୃତ୍ୟୁକୁ ଜୟ କରି ନାଁ ହେଲା ବିଜୟିନି, ହସ୍ପିଟାଲରେ ହେଲା ଏକୋଇଶିଆ

ଭୁବନେଶ୍ଵର: କଥାରେ ଅଛି ରଖେ ହରି ତ ମାରେ କିଏ, ମାରେ ହରି ତ ରଖେ କିଏ । ମୃତ୍ୟୁକୁ ଜୟ କରି ବୋରୱେଲ୍ ରୁ ସୁରକ୍ଷିତ ବାହାରିଥିଲା ବୋଲି ଆଜି ତା ନାଁ ହେଲା ବିଜୟିନି । ଆପଣ ଭାବୁଥିବେ ଆମେ ଏପରି କାହା କଥା କହୁଛୁ । ଇଏ ହେଉଛି ସେଇ ଶିଶୁ ଯାହାର ଜନ୍ମର କେଇ ଘଣ୍ଟା ପରେ ପରିତ୍ୟକ୍ତ…

ଆଦିବାସୀ ଓ ବିକାଶ ବିରୋଧୀ ସରକାରକୁ ଓଡ଼ିଶାର ଜନସାଧାରଣ ଆଗାମୀ ଦିନରେ ଉଚିତ ଜବାବ ଦେବେ: ବିଜେପି

ଭୁବନେଶ୍ୱର: ଗତ ୨୧ଡିସେମ୍ବର ୨୦୨୩ରେ ରାୟଗଡା ଜିଲ୍ଲା ଚନ୍ଦ୍ରପୁରର ମା’ଗୃହରେ ଜଣେ ଆଦିବାସୀ ଦିବ୍ୟାଙ୍ଗ ଯୁବତୀ ଲକ୍ଷ୍ମୀ ମାଝୀଙ୍କୁ ମାରି ଦେଇଥିବା ଘଟଣାକୁ ନେଇ ରାଜ୍ୟ ସରକାର ସମ୍ବେଦନଶୀଳତା ହରାଇଥିବା ଏକ ଦୁର୍ଭାଗ୍ୟଜନକ । ହତ୍ୟାକୁ ୧୦ ଦିନ ବିତିଯାଇଥିଲେ ମଧ୍ୟ ବର୍ତ୍ତମାନ ବ୍ୟବଚ୍ଛେଦ…

ନବବର୍ଷ ୨୦୨୪: ଜଗତସିଂହପୁରର ବିଭିନ୍ନ ମନ୍ଦିରରେ ଶ୍ରଦ୍ଧାଳୁଙ୍କ ଭିଡ଼

ଜଗତସିଂହପୁର: ସରିଯାଇଛି ପୁରୁଣା ବର୍ଷ ୨୦୨୩ । ପୁଣି କିଛି ନୂଆ ଆଶା ନୂଆ ଉଦ୍ଧିପନା ନେଇ ପାଦ ଥାପିଛି ନବବର୍ଷ ୨୦୨୪ । ଇଂରାଜୀ ନବବର୍ଷ ୨୦୨୪ର ସ୍ଵାଗତ ନିମନ୍ତେ ଜଗତସିଂହପୁର ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ତଥା ଝଙ୍କଡ଼ ବାସିନୀ ମା'ଶାରଳାଙ୍କ ପୀଠ ଏବଂ ଜିଲ୍ଲାର ପ୍ରସିଦ୍ଧ ବିଭୂତି କ୍ଷେତ୍ର…

ନୂଆବର୍ଷରେ ଗୁଜୁରାଟବାସୀ କଲେ ଗିନିଜ୍ ବିଶ୍ଵ ରେକର୍ଡ, ଏକ ସଙ୍ଗରେ କଲେ ସୂର୍ଯ୍ୟ ନମସ୍କାର

ଗୁଜୁରାଟ: ୨୦୨୩ ଡିସେମ୍ବର ୩୧ତାରିଖ ଅର୍ଥାତ୍ ଗତକାଲି ଲୋକମାନେ ବହୁ ଧୁମଧାମର ସହ ନୂତନବର୍ଷ ୨୦୨୪କୁ ସ୍ଵାଗତ କରିଥିଲେ । ସେହିପରି ଆଜି ନୂଆବର୍ଷରେ ଲୋକମାନେ ସକାଳୁ ସକାଳୁ ବିଭିନ୍ନ ମନ୍ଦିରକୁ ଯାଇ ପୂଜା କରି ନବବର୍ଷର ଆରମ୍ଭ କରିଥିଲେ | କିନ୍ତୁ ଏହି ନୂତନବର୍ଷକୁ ସମ୍ପୁର୍ଣ୍ଣ ଅଲଗା…

ନୂଆବର୍ଷରୁ ନୂଆନିୟମ; ଲିଙ୍ଗରାଜ ମନ୍ଦିରକୁ ପାନ, ଗୁଟଖା ଓ ପ୍ଲାଷ୍ଟିକ ମନା, ଓମଫେଡ୍ ଘିଅ ରେ ରନ୍ଧାହେବ କୋଠଭୋଗ

ଭୁବନେଶ୍ବର: ନୂଆବର୍ଷରୁ ପ୍ରଭୁ ଲିଙ୍ଗରାଜଙ୍କ ମନ୍ଦିରରେ ନୂଆ ନିୟମ । ପ୍ରଥମେ ଶ୍ରୀମନ୍ଦିର ପରେ ଏବେ ଭୁବନେଶ୍ୱରର ଲିଙ୍ଗରାଜ ମନ୍ଦିରରେ ଗୁଟ୍‌ଖା, ପାନ, ସିଗାରେଟ୍‌ ଭଳି ତମାଖୁ ଜାତୀୟ ପଦାର୍ଥ ନେବା ଉପରେ କଟକଣା ଲାଗୁ କରିବ ମନ୍ଦିର ପ୍ରଶାସନ । ଖାଲି ସେତିକି ନୁହେଁ  ଏଣିକି ଓମଫେଡ୍ ଘିଅ…

ବୋଲିଂ କରୁଥିବା ବେଳେ ହୃଦଘାତ, କ୍ରିକେଟର ଇନ୍ଦଲ ସିଂହ ଯାଦବଙ୍କ ମୃତ୍ୟୁ

ଭୋପାଳ: ୨୦୨୩ ମସିହା ଡିସେମ୍ବର ୩୧ ତାରିଖରେ ନିଜ ଗାଁରେ ଏକ ସ୍ଥାନୀୟ ମ୍ୟାଚ୍ ରେ ଭାଗ ନେଉଥିବା ବେଳେ ହୃଦଘାତରେ ୨୨ ବର୍ଷୀୟ ପ୍ରତିଭାବାନ କ୍ରିକେଟର ଇନ୍ଦଲ ସିଂହ ଯାଦବ ବଞ୍ଜାରାଙ୍କର ମୃତ୍ୟୁ ଘଟିଛି। ଯାହାକୁ ନେଇ କ୍ରିକେଟପ୍ରେମୀ ସ୍ବବ୍ଧ ହୋଇଯାଇଛନ୍ତି। ମଧ୍ୟପ୍ରଦେଶର ଖଡ଼ଗୱାନ…

ନୂଆବର୍ଷ ଆରମ୍ଭରୁ ଜାପାନରେ ଶକ୍ତିଶାଳୀ ଭୂକମ୍ପ ଝଟକା, ରିକ୍ଟର ସ୍କେଲରେ ତୀବ୍ରତା ୭.୫

ନୂଆଦିଲ୍ଲୀ: ନୂତନ ବର୍ଷର ପ୍ରଥମ ଦିନରେ ଜାପାନରେ ଶକ୍ତିଶାଳୀ ଭୂକମ୍ପର ଝଟକା । ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୭.୫ ମାପ କରାଯାଇଛି | ଜାପାନର ଇଶିକାଓ୍ବା ଏବଂ ପାର୍ଶ୍ବବର୍ତ୍ତୀ ଅଞ୍ଚଳରେ ଭୂମିକମ୍ପର କେନ୍ଦ୍ରସ୍ଥଳୀ ଥିବା କୁହାଯାଇଛି । ଭୂକମ୍ପ ପରେ ସୁନାମି ଚେତାବନୀ ଜାରି…