ବାଲୁକା କଳାରେ ନବବର୍ଷ ଶୁଭେଚ୍ଛା ଜଣାଇଲେ ବାଲୁକା ଶିଳ୍ପୀ ମାନସ ସାହୁ
ଭୁବନେଶ୍ବର: ବାଲୁକା କଳାରେ ନବବର୍ଷର ଶୁଭେଚ୍ଛା ଜଣାଇଲେ ଆନ୍ତର୍ଜାତିକ ବାଲୁକା ଶିଳ୍ପୀ ମାନସ କୁମାର ସାହୁ। ୨୦ ଫୁଟ ଓସାର ବିଶିଷ୍ଟ ବାଲୁକା କଳା ପ୍ରସ୍ତୁତ କରି ସାରା ବିଶ୍ୱକୁ ଇଂରାଜୀ ନୂତନବର୍ଷର ଶୁଭେଚ୍ଛା ଜଣାଇଛନ୍ତି।
୧୫ ଟନ୍ ବାଲିରେ ସେ ଗଢ଼ିଛନ୍ତି ସୁନ୍ଦର ବାଲୁକା କଳା। ଯାହାକୁ…