Latest Odisha News

BREAKING NEWS

ହାପି ବାର୍ଥ ଡେ ଟ୍ଵିଙ୍କିଲ: ପିତା ଦେଇଥିଲେ ଏକା ସାଙ୍ଗରେ ୪ଟି ପୁଅଙ୍କୁ ବୟଫ୍ରେଣ୍ଡ କରିବାର ପରାମର୍ଶ

ଭୁବନେଶ୍ଵର: ଆଜି ଏକା ସାଙ୍ଗରେ ବଲିଉଡ ସୁପରଷ୍ଟାର ରାଜେଶ ଖାନ୍ନା ଓ ତାଙ୍କ ଝିଅ ଟ୍ୱିଙ୍କଲ ଖାନ୍ନାଙ୍କ ଜନ୍ମଦିନ । ଗୋଟାଏ ତାରିଖରେ ଜନ୍ମ ଗ୍ରହଣ କରିଥିଲେ ଏହି ଦୁଇ ଚର୍ଚ୍ଚିତ ଚେହେରା । ବଲିଉଡ ସୁପରଷ୍ଟାର ରାଜେଶ ଖାନ୍ନାଙ୍କ ପରି ତାଙ୍କ ଝିଅ ମଧ୍ୟ ଅଭିନୟ ଜଗତରେ ପ୍ରବେଶ କରିଥିଲେ କିନ୍ତୁ…

ଶ୍ରୀକ୍ଷେତ୍ରରେ ଶୌଚାଳୟ ସମସ୍ୟା !

ପୁରୀ : ଶୌଚାଳୟ ପାଇଁ ହନ୍ତସନ୍ତ ପର୍ଯ୍ୟଟକ  । ସକାଳ ପାହିଲେ ଯେଉଁଠାକୁ ଦେଶର କୋଣ ଅନୁକୋଣରୁ ଲକ୍ଷାଧିକ ଭକ୍ତଙ୍କ ସୁଅ ଛୁଟେ  । ସେଠି ଶୌଚାଳୟର ଅବ୍ୟବସ୍ଥା ।  ଦିଗବାରେଣି ଠାରୁ ସ୍ଵର୍ଗଦ୍ଵାର ପର୍ଯ୍ୟନ୍ତ ମାତ୍ର ଗୋଟିଏ ସ୍ଥାନରେ ଶୌଚାଳୟ କୁ ଭରସିଛନ୍ତି ପର୍ଯ୍ୟଟକ । ଲାଇଟ୍ ହାଉସ ପାଖ…

ତୀବ୍ର ହେଉଛି ଭୀମଭୋଇ ହାଉସ୍ ସର୍ଜନ ଛାତ୍ରଙ୍କ ଆନ୍ଦୋଳନ: ମୁଣ୍ଡରେ ବ୍ୟାଣ୍ଡେଜ୍ ବାନ୍ଧି ପ୍ରତିବାଦ

ବଲାଙ୍ଗୀର: ବଲାଙ୍ଗୀରରେ ଡାକ୍ତରଙ୍କୁ ରାସ୍ତାରେ ଅଟକାଇ ରୋଗୀଙ୍କ ସମ୍ପର୍କୀୟ ମାଡ ମାରିବା ଘଟଣା I ତୀବ୍ର ହେଲା ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜ ଛାତ୍ରଙ୍କ ଆନ୍ଦୋଳନ । ଶହେରୁ ଅଧିକ ହାଉସ ସର୍ଜନ ଓ ଡାକ୍ତରୀ ଛାତ୍ର ମୁଣ୍ଡରେ ବ୍ୟାଣ୍ଡେଜ୍ ବାନ୍ଧି ଓପିଡି ଆଗରେ ଆନ୍ଦୋଳନ କରିଛନ୍ତି। …

ଏଥର ପାକିସ୍ଥାନରେ ପାଳନ କରାଯିବ ନାହିଁ ନବବର୍ଷ, ଜାଣନ୍ତୁ କଣ ରହିଛି କାରଣ

ନୂଆଦିଲ୍ଲୀ: ସରିଆସିଲାଣି ୨୦୨୩ । କବାଟ ବାଡେଇଲାଣି ବର୍ଷ ୨୦୨୪ । ୨୦୨୪ର ସ୍ଵାଗତ ପାଇଁ ଚାରିଆଡେ ଉତ୍ସବର ମାହୋଲ । ଦେଶର କୋଣ ଅନୁକୋଣରେ ନବବର୍ଷକୁ ଉତ୍ସାହର ସହ ପାଳନ କରିବା ପାଇଁ ପ୍ରସ୍ତୁତି ଏବେ ଶେଷ ପର୍ଯ୍ୟାୟରେ । ସେପଟେ  କିନ୍ତୁ ଭାରତର ପାରମ୍ପରକ ଶତୃ ପାକିସ୍ତାନ ଚଳିତ ବର୍ଷ…

‘BSKY ନବୀନ କାର୍ଡ’ ଶୁଭାରମ୍ଭ : ଉପକୃତ ହେବେ ୯୦ ପ୍ରତିଶତ ଲୋକ

ଭୁବନେଶ୍ବର : ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା –ନବୀନ କାର୍ଡର ଶୁଭାରମ୍ଭ   କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ  । ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ରାଜ୍ୟର ପ୍ରାୟ ୯୦ ପ୍ରତିଶତ ଲୋକ ଉପକୃତ ହେବେ । ପଇସା  ଅଭାବରୁ  ମୋ  ରାଜ୍ୟର  କେହି  କେବେ  ଉତ୍ତମ  ଚିକିତ୍ସା ରୁ…

ଚଳିତବର୍ଷ ପିତାମାତା ହୋଇଛନ୍ତି ଏହି ସେଲିବ୍ରେଟି

ମୁମ୍ବାଇ : ବିଦାୟ ନେବ ୨୦୨୩ ଆଉ ପାଦ ଥାପିବ ୨୦୨୪ । ବର୍ଷ ସରିବାକୁ ହାତରେ ଆଉ ମାତ୍ର କିଛିଟା ଦିନ । ଆସନ୍ତୁ ଆଜି ଆଲୋଚନା କରିବା ଚଳିତବର୍ଷ ପିତାମାତା ହୋଇଥିବା କିଛି ସେଲିବ୍ରେଟିଙ୍କ ସମ୍ପର୍କରେ । ଯଦି ଦେଖିବା ଏହି ତାଲିକାର ପ୍ରଥମରେ ରହିଛନ୍ତି ଗୌହର ଖାନ୍ ଏବଂ ଜୈଦ ଦରବାର ।…

ବିଦେଶରେ ହେବ ହିନ୍ଦୁ ମନ୍ଦିର ପ୍ରତିଷ୍ଠା, ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ: ଅଯୋଧ୍ୟାରେ ପ୍ରଭୁ ଶ୍ରୀ ରାମଚନ୍ଦ୍ରଙ୍କ ମନ୍ଦିର ଲୋକାର୍ପଣ ପାଇଁ ଏବେ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ।  ଜାନୁଆରୀ ୨୨ ରେ ହେବ ଶୁଭ ଉଦଘାଟନ । ଏହି ବିଶେଷ ଉତ୍ସବରେ ଯୋଗ ଦେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ତେବେ ଏହାରି ଭିତରେ ହିନ୍ଦୁଙ୍କ ପାଇଁ ଆସିଛି ଆଉ ଏକ ଖୁସି ଖବର ।…

ମଧୁମେହ ରୋଗୀଙ୍କ ପାଇଁ ମହୌଷଧି

ନୂଆଦିଲ୍ଲୀ: ସାଧାରଣତଃ ଫିଟ୍ ଆଉ ଫାଇନ୍ ରହିବାକୁ କିଏ ବା ନଚାହେଁ  । ନିଜ ଶରୀରକୁ ସୁସ୍ଥ ରଖିବାକୁ କିଏ କେତେ ପ୍ରକାର ଉପାୟ ଅବଲମ୍ବନ କରେ । କିଛି ଲୋକ ସାଧାରଣତଃ ସକାଳୁ ଜୁସ୍ ପିଇବାକୁ ଭଲ ପାଆନ୍ତି  । ତେବେ ଆସନ୍ତୁ ଜାଣିବା ଏମିତି କିଛି ଜୁସ୍ ସମ୍ପର୍କରେ , ଯାହାକୁ ସକାଳେ ପିଇବା…

ବଦଳିଲା କଳାହାଣ୍ଡି ବିଶ୍ୱବିଦ୍ୟାଳୟର ନାଁ, ଅଧିଷ୍ଠାତ୍ରୀ ଦେବୀ ମା’ ମାଣିକେଶ୍ୱରୀଙ୍କ ନାମରେ ହେଲା ନାମିତ

ଭୁବନେଶ୍ବର: ବଦଳିଲା କଳାହାଣ୍ଡି ବିଶ୍ୱବିଦ୍ୟାଳୟର ନାଁ । ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମା’ ମାଣିକେଶ୍ୱରୀଙ୍କ ନାମରେ ହେଲା ନାମିତ । ଏବେ ଏହା ମା’ ମାଣିକେଶ୍ୱରୀ ବିଶ୍ୱବିଦ୍ୟାଳୟ, ଭବାନୀପାଟଣା  ନାମରେ ପରିଚିତ ହେବ । ଏ ସଂକ୍ରାନ୍ତରେ ଉଚ୍ଚଶିକ୍ଷା ବିଭାଗର ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ…

ଶେଷ ଥର ପାଇଁ ନିର୍ବାଚନ ଲଢ଼ିବେ କି କଂଗ୍ରେସର ପ୍ରମୁଖ ନେତା ଶଶୀ ଥରୁର?

ନୂଆଦିଲ୍ଲୀ: କଂଗ୍ରେସ କାର୍ଯ୍ୟକାରିଣୀ କମିଟି ସଦସ୍ୟ ତଥା ଲୋକସଭା ସାଂସଦ ଶଶି ଥରୁର ଶେଷ ଥର ପାଇଁ ଲୋକସଭା ନିର୍ବାଚନ ଲଢ଼ିବାକୁ ଯାଉଛନ୍ତି କି? ଏହି ପ୍ରଶ୍ନର ଉତ୍ତର ସେ ନିଜେ ଦେଇଛନ୍ତି। ଯୁବପିଢ଼ିଙ୍କୁ ନିର୍ବାଚନ ଲଢ଼ିବା ପାଇଁ ସୁଯୋଗ ଦିଆଯିବା ଉଚିତ ବୋଲି ସେ କହିଛନ୍ତି। ସେ ବିଶ୍ୱାସ…