ସାଂସ୍କୃତିକ ନୃତ୍ୟର ତାଳେ ତାଳେ ଝୁମୁଛନ୍ତି ଗୁଣୁପୁରବାସୀ, ଚଇତି ଇଡିତାଲର ପ୍ରଥମ ଦିନରେ ଯୋଗ ଦେଲେ ଆଦିବାସୀ ମନ୍ତ୍ରୀ…
ରାୟଗଡା: ଗୁଣୁପୁର ସଦର ଚଇତି ମଣ୍ଡପରେ ଚାଲିଛି ରାୟଗଡା ଜିଲ୍ଲାର ଲୋକ ମହୋତ୍ସବ ଚଇତି ଇଡିତାଲ । ମନ ମୋହୁଛି ରଙ୍ଗ ବେରଙ୍ଗର ଆଲୋକମାଳା ସହ ସାଂସ୍କୃତିକ କାର୍ଯ୍ୟକ୍ରମ । ସାଂସ୍କୃତିକ ନୃତ୍ୟର ତାଳେ ତାଳେ ଝୁମୁଛନ୍ତି ଗୁଣୁପୁରବାସୀ । ଲୋକମହୋତ୍ସବ ଚଇତି ଇଡିତାଲର ପ୍ରଥମ ଦିନରେ ଯୋଗ ଦେଇଥିଲେ…