Latest Odisha News

BREAKING NEWS

ବାରମ୍ବାର ଥଣ୍ଡା ହେଉଛି କି? କେମିତି ବଢିବ ରୋଗ ପ୍ରତିରୋଧ ଶକ୍ତି , ଆସନ୍ତୁ ଜାଣିବା…

ନୂଆଦିଲ୍ଲୀ : ଶୀତଦିନେ ସୁସ୍ଥ ରହିବାକୁ କିଏ କେତେ ପ୍ରକାର ଉପାୟ ଅବଲମ୍ବନ କରନ୍ତି  । କିନ୍ତୁ ଶରୀର ସୁସ୍ଥ ରଖିବାକୁ ହେଲେ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ମଜବୁତ୍ ହେବା ନିହାତି ଆବଶ୍ୟକ  । ଯଦି ଆପଣଙ୍କୁ ବାରମ୍ବାର ଥଣ୍ଡା ଲାଗୁ ରହୁଛି  ।  ତେବେ ଏହାର ମୁଖ୍ୟ କାରଣ ହେଉଛି ରୋଗ…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ : ଅବତାରୀ ଶ୍ରୀଜଗନ୍ନାଥ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା  ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ । ଅବତାରୀ ଶ୍ରୀଜଗନ୍ନାଥଙ୍କ ପୂର୍ଣ୍ଣ ଅବତାର ଶ୍ରୀକୃଷ୍ଣ ପ୍ରଥମେ ବିଭିନ୍ନ ଭାବର ପରିପ୍ରକାଶ ଘଟାଇ ନିଜର ମାଧୁର୍ଯ୍ୟ ଲୀଳାରେ ଅବତୀର୍ଣ ହୋଇଥିଲେ । ଏହି ଭାବ ଗୁଡିକ ମଧ୍ୟରେ, ସlଖ୍ୟଭାବ, ଦାସ୍ୟଭାବ,…

କେରଳ ପରେ ଆଉ ଦୁଇ ରାଜ୍ୟରେ ମିଳିଲା ଜେଏନ-୧ ଭାରିଏଣ୍ଟ; ୯ ଦିନରେ ଆକ୍ରାନ୍ତଙ୍କ ସଂଖ୍ୟା ୨ ଗୁଣ ବୃଦ୍ଧି

ନୂଆଦିଲ୍ଲୀ: ପୁଣି କଡ ଲେଉଟାଇଲାଣି କରୋନା  । ଡିସେମ୍ବର ୧୧ ତାରିଖରେ ଦେଶରେ କରୋନା ଆକ୍ଟିଭ କେସ ୯୩୮ ଥିବାବେଳେ  ମଙ୍ଗଳବାର ଅର୍ଥାତ ଡିସେମ୍ବର ୧୯ ତାରିଖରେ ଏହି ସଂଖ୍ୟା ବୃଦ୍ଧି ପାଇ ୨ ହଜାରରେ ପହଞ୍ଚି ଯାଇଛି । ଅର୍ଥାତ ୯ ଦିନରେ ଏହାର ସଂଖ୍ୟା ୨ ଗୁଣ ବୃଦ୍ଧି ପାଇଛି । କେରଳରେ ଜେଏନ୧…

ସାବଧାନ ! ଯଦି ଏସବୁ ଜିନିଷ ନବବର୍ଷରେ ଉପହାର ଦେଉଛନ୍ତି…

ନୂଆଦିଲ୍ଲୀ : ବର୍ଷ ସରିବାକୁ ଆଉ ମାତ୍ର ହାତରେ କିଛିଟା ଦିନ  । କିଛି ଦିନ ମଧ୍ୟରେ ବିଦାୟ ନେବାକୁ ଯାଉଛି ୨୦୨୩  । ପାଦ ଥାପିବ ୨୦୨୪। ଆମେ ସାଧାରଣତଃ ଦେଖିଥାଉ ନୂଆବର୍ଷରେ କିଛି ଲୋକ ଶୁଭେଚ୍ଛା ଜଣାଇବା ସହ ନିଜର ବନ୍ଧୁ ଓ ପ୍ରିୟଜନଙ୍କୁ କିଛିଟା ଉପହାର ଦେଇ ଥାଆନ୍ତି। ଉପହାର ଦେବା…

ରାଉରକେଲାରେ ହଇଜା ଆତଙ୍କ: ମୃତ୍ୟୁ ସଂଖ୍ୟା ୧୦ ଛୁଇଁଲା, ହଜାରେରୁ ଅଧିକ ଆକ୍ରାନ୍ତ

ରାଉରକେଲା: ରାଉରକେଲାରେ ଝାଡାବାନ୍ତି ଉପର ମୁହାଁ । କମିବାର ନାଁ ଧରୁନି । ଆରଜିଏଚରେ ଝାଡାବାନ୍ତି ଆକ୍ରାନ୍ତ ରୋଗୀଙ୍କ ମଳ ନମୂନା ପରୀକ୍ଷା ରିପୋର୍ଟରେ ହଇଜା ଭୂତାଣୁ ଚିହ୍ନଟ ହୋଇଛି । ବର୍ତ୍ତମାନ ସୁଦ୍ଧା ଝାଡାବାନ୍ତିରେ ୧୦ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ଏକ ହଜାରରୁ ଅଧିକ ଆକ୍ରାନ୍ତ…

ଆରମ୍ଭ ହେବ ଭାରତ ଯୋଡୋ ଯାତ୍ରାର ୨ୟ ଚରଣ: ଏଥର ଉତ୍ତର ଭାରତ ଉପରେ ଫୋକସ

ନୂଆଦିଲ୍ଲୀ:ଲୋକସଭା ନିର୍ବାଚନ ପୂର୍ବରୁ ବିରୋଧୀ ଦଳ ବିଜେପିକୁ ମାତ ଦେବାପାଇଁ ସଜବାଜ ହେଲାଣି  । ଏହିକ୍ରମରେ ଇଣ୍ଡିଆ ମେଣ୍ଟ ସବୁ ରାଜ୍ୟରେ ନିର୍ବାଚନ ଲଢିବା ପାଇଁ ପ୍ରସ୍ତୁତି କରିଛି । ଏପଟେ କଂଗ୍ରେସ ୨୦୨୪ ଜାନୁଆରୀ ପ୍ରଥମ ସପ୍ତାହରୁ ଭାରତ ଯୋଡୋ ଯାତ୍ରାର ୨ୟ ପର୍ଯ୍ୟାୟ ଆରମ୍ଭ…

ନିର୍ବାଚନ ପୂର୍ବରୁ ଡୋନାଲ୍ଡ ଟ୍ରମ୍ପଙ୍କୁ ବଡ ଝଟକା: ରାଷ୍ଟ୍ରପତି ପଦ ପାଇଁ ଅଯୋଗ୍ୟ ଘୋଷିତ, ଭୋଟ ବି ଦେଇ…

ୱାଶିଂଟନ:ଆମେରିକାରେ ଆସନ୍ତା ବର୍ଷ ହେବ ରାଷ୍ଟ୍ରପତି ନିର୍ବାଚନ । ହେଲେ ତା ପୂର୍ବରୁ ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ବଡ ଝଟକା ।  କ୍ୟାପିଟାଲ ହିଂସା ମାମଲାରେ ଆମେରିକାର କୋଲୋରାଡୋ କାର୍ଟ ତାଙ୍କର ରାୟ ଶୁଣାଇଛନ୍ତି । ଏହି ରାୟ ଅନୁସାରେ କୋର୍ଟ ଡୋନାଲ୍ଡ ଟ୍ରମ୍ପଙ୍କୁ…

ମହାପ୍ରଭୁଙ୍କୁ ସ୍ୱର୍ଣ୍ଣାଳଙ୍କାର ଅର୍ପଣ କଲେ ଗୁଜୁରାଟର ଭକ୍ତ

ପୁରୀ: ମହାପ୍ରଭୁଙ୍କୁ ସ୍ୱର୍ଣ୍ଣାଳଙ୍କାର ଅର୍ପଣ କରିଛନ୍ତି ଗୁଜୁରାଟ ଅହମଦାବାଦର ଭକ୍ତ ଚିରାଗ ଚିନୁଭାଇ ପଟେଲ । ଦୈନନ୍ଦିନ ବେଶରେ ଲାଗୁଥିବା ସୁବର୍ଣ୍ଣ ଚିତା ବା ତିଲକ ଦୁଇଟି ଆଜି ଶ୍ରୀମନ୍ଦିର ପ୍ରଶାସନକୁ ଅର୍ପଣ କରିଛନ୍ତି । ଏହା ପ୍ରାୟ ଏକ କିଲୋ ୭୫ଗ୍ରାମ ଓଜନର । ଆଉ ଏହି ସୁନାର ମୂଲ୍ୟ…

ଥଣ୍ଡା, ଜ୍ୱର ହେଲେ କରାନ୍ତୁ କରୋନା ଟେଷ୍ଟ

ଭୁବନେଶ୍ୱର: ପୁଣି ଚିନ୍ତା ବଢାଇଲାଣିି କରୋନା । ଥଣ୍ଡା, ଜ୍ୱର ଓ କାଶ ହେଲେ ତୁରନ୍ତ କରୋନା ଟେଷ୍ଟ କରାନ୍ତୁ । କରୋନାର ସବ୍‌ଭ୍ୟାରିଏଣ୍ଟ ଜେଏନ୍ ୧ କର୍ନାଟକ ଓ କେରଳରେ ଚିହ୍ନଟ ହେବା ପରେ ପୁଣି ଭୟ ବଢ଼ିଛି । ଏହାକୁ ନେଇ ଲୋକେ ଭୟଭୀତ ମଧ୍ୟ ହୋଇପଡ଼ିଛନ୍ତି । ଏହାକୁ ଦୃଷ୍ଟିରେ ରଖି କେନ୍ଦ୍ର…

ନିର୍ବାଚନ ଲଢ଼ିବେ କଙ୍ଗନା; ସ୍ପଷ୍ଟ କଲେ ବାପା

ନୂଆଦିଲ୍ଲୀ: ନିର୍ବାଚନ ଲଢିବେ ବଲିଉଡ ଅଭିନେତ୍ରୀ କଙ୍ଗନା ରାନାୱତ । ଏହାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି । ଏବେ ତାଙ୍କ ବାପା ଅମରଦୀପ ଏହି ଚର୍ଚ୍ଚା ଉପରେ ପୁନଃଚ୍ଛେଦ ପକାଇ ଦେଇଛନ୍ତି । କଙ୍ଗନାଙ୍କ ବାପା ଝିଅ ଲୋକସଭା ନିର୍ବାଚନ ଲଢ଼ିବା କଥା ସ୍ପଷ୍ଟ କରିଛନ୍ତି । ତେବେ ଝିଅ କଙ୍ଗନା କେଉଁ…