୨୫ ଡିସେମ୍ବରରେ ହିଁ କାହିଁକି ପାଳନ କରାଯାଏ ଖ୍ରୀଷ୍ଟମାସ୍, ଜାଣନ୍ତୁ କାରଣ
ଭୁବନେଶ୍ଵର: ଅନେକ ପର୍ବ ମଧ୍ୟରୁ ଖ୍ରୀଷ୍ଟମାସ ହେଉଛି ସବୁଠାରୁ ଅନ୍ୟତମ । ଖ୍ରୀଷ୍ଟିଆନ ମାନଙ୍କର ଖ୍ରୀଷ୍ଟମାସ ହେଉଛି ଏକ ପ୍ରମୁଖ ପର୍ବ | ଖ୍ରୀଷ୍ଟମାସ ପର୍ବ ପ୍ରତିବର୍ଷ ୨୫ ଡିସେମ୍ବରରେ ପାଳନ କରାଯାଏ | ତେବେ କଣ ଆପଣ ଜାଣନ୍ତି କି, କାହିଁକି ୨୫ ଡିସେମ୍ବରରେ ହିଁ ଏହି ପର୍ବ ପାଳନ କରାଯାଏ…