Latest Odisha News

BREAKING NEWS

ବେକାରୀ ଯୋଗୁ ଭାଙ୍ଗିଲା ସଂସଦ ସୁରକ୍ଷା: ରାହୁଲ ଗାନ୍ଧୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନୀତି ଯୋଗୁଁ ସୃଷ୍ଟି ହୋଇଛି ବେକାରୀ ସମସ୍ୟା । ଏହା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ତେଣୁ ବେକାରୀ ହିଁ ପାର୍ଲାମେଣ୍ଟ ସୁରକ୍ଷା ଉଲ୍ଲଂଘନ ପାଇଁ ଦାୟୀ ବୋଲି ଆଜି ସାମ୍ବାଦିକମାନଙ୍କୁ କଂଗ୍ରେସ ସାଂସଦ ରାହୁଲ୍ ଗାନ୍ଧୀ କହିଛନ୍ତି ।…

ନୂଆ ବର୍ଷରୁ ଗାଡ଼ିରେ ଲାଗିବ ଭିଏଲଟିଡ଼ି

ଭୁବନେଶ୍ୱର: ଓଭରସ୍ପିଡ୍ ହେଉ ବା ବେପରୁଆ ଗାଡ଼ି ଚାଳନା । ଅଥବା ଗାଡ଼ିରୁ ଯାତ୍ରୀ ଦେଉଥିବା ବିପଦ ସଙ୍କେତ । ଯାନବାହନର ସବୁ ଗତିବିଧି ଉପରେ ରହିବ କଡ଼ା ନଜର । ଦୁଇ ଓ ତିନି ଚକିଆକୁ ଛାଡ଼ି ରାଜ୍ୟର ସବୁ ଯାତ୍ରୀବାହୀ, ମାଲବୁହା ଗାଡ଼ି ଓ ଆମ୍ବୁଲାନ୍ସ ଉପରେ ଥାର୍ଡ ଆଇ ଭଳି କାମ କରିବ ଭୁବନେଶ୍ୱର…

ବିବାହ ସମୟରେ କନ୍ୟା ପିନ୍ଧି ପାରିବେନି ଲେହେଙ୍ଗା

ଚଣ୍ଡିଗଡ଼: ଆଉ ବିବାହ ସମୟରେ କନ୍ୟା ପିନ୍ଧି ପାରିବେନି ଲେହେଙ୍ଗା । କେବଳ ସେତିକି ନୁହେଁ, ବର ମଧ୍ୟ ଓଜନିଆ ପୋଷାକ ପିନ୍ଧିପାରିବେନି । ମହାରାଷ୍ଟ୍ରର ନାନ୍ଦେଡ ନଗରର ଶ୍ରୀ ହଜୁର ସାହିବରେ ବିବାହ ସମୟରେ ପିନ୍ଧାଯାଇଥିବା ପୋଷାକ ଉପରେ କଡା ନିୟମ ଲାଗୁ କରାଯାଇଛି । ବର ଏବଂ କନ୍ୟାମାନେ…

ଏଥର ଭୁବନେଶ୍ବର ଲୋକସଭା ଆସନ ପାଇଁ ଅପରାଜିତା ବନାମ ଶ୍ରୀମୟୀ?

ଭୁବନେଶ୍ୱର: ବିଜୁ ଜନତା ଦଳ (ବିଜେଡି) ବିଧାୟକ ତଥା ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ସୂଚାଇ ଦେଇଛନ୍ତି ଯେ ଆସନ୍ତା ୨୦୨୪ ନିର୍ବାଚନରେ ​​ଭୁବନେଶ୍ୱର ଲୋକସଭା ଆସନ ପାଇଁ ଶ୍ରୀମତୀ ଶ୍ରୀମୟୀ ମିଶ୍ର ଦଳର ପ୍ରାର୍ଥୀ ହୋଇପାରନ୍ତି। ଭୁବନେଶ୍ୱରର ଜନ ସମ୍ପର୍କ ପଦଯାତ୍ରା ସମୟରେ ଅଶୋକ ପଣ୍ଡା…

କାହାକୁ ଲକ୍ଷ୍ୟ କରି କଟକ ବିଜେଡି ସାଂସଦ ‘ଫାଉଲ’ ଶବ୍ଦ ବ୍ୟବହାର କଲେ?

କଟକ: ବିଜୁ ଜନତା ଦଳ (ବିଜେଡି) ସାଂସଦ ଭତ୍ତୃହରୀ ମହତାବଙ୍କ କେନ୍ଦ୍ର ଶିକ୍ଷା ଓ ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଦେଇଥିବା ପରାମର୍ଶ ଏବେ ରାଜନୈତିକ ମହଲରେ ଚର୍ଚ୍ଚାର ବିଷୟ ପାଲଟିଛି। ରେଭେନ୍ସା ବାଳିକା ଉଚ୍ଚ ବିଦ୍ୟାଳୟର ୧୫୦ ତମ ବାର୍ଷିକୀ ପାଳନ ଅବସରରେ ଏକ ସମାବେଶକୁ…

ଶୋଇବା ବେଳେ ମଶା ଘଉଡାଇବା ଧୂପ ହେଲା କାଳ, ଚିରନିଦ୍ରାରେ ସୁରକ୍ଷାକର୍ମୀ!

କେନ୍ଦୁଝର: ମଶା ଘୋଉଡାଇବାକୁ ବ୍ୟବହାର କରୁଥିବା ଧୂପ ନେଲା ଜୀବନ। ଏକ ଘରୋଇ କମ୍ପାନୀର ଜଣେ କାର ଚାଳକ ଏବଂ ଅନ୍ୟ ଜଣେ ସୁରକ୍ଷା କର୍ମୀ ଏକ ଘରେ ମଶା ଧୂପ ଲଗାଇ ଶୋଇଥିଲେ। ଏହି ସମୟରେ ଅଣନିଶ୍ବାସୀ ହୋଇ ସୁରକ୍ଷାକର୍ମୀଙ୍କ ମୃତ୍ୟୁ ଘଟିଥିବାବେଳେ କାର ଚାଳକ ଜଣଙ୍କ ଗୁରୁତର ହୋଇ…

ମଧ୍ୟପ୍ରଦେଶରେ କମଲନାଥଙ୍କୁ ପିସିସି ସଭାପତି ପଦରୁ ଛୁଟି ଦେଲା କଂଗ୍ରେସ

ଭୋପାଳ: ମଧ୍ଯ଼ପ୍ରଦେଶ ଏବଂ ଛତିଶଗଡ଼ରେ ପରାଜୟ ପରେ କଂଗ୍ରେସ ସଂଗଠନରେ ବଡ଼ ପରିବର୍ତ୍ତନ ଆଣିଛି। କଂଗ୍ରେସ ମଧ୍ଯ଼ପ୍ରଦେଶ କଂଗ୍ରେସ ସଭାପତି ପଦରୁ କମଲନାଥଙ୍କୁ ହଟାଇ ନୂଆ ଅଧ୍ଯ଼କ୍ଷ ଭାବେ ଜିତୁ ପଟୱାରୀଙ୍କୁ ନିଯୁକ୍ତ କରିଛି। ହେମନ୍ତ କଟାରେ ବିରୋଧୀ ଦଳ ଉପନେତା ଏବଂ ଉମଙ୍ଗ ସିଂଘର ବିରୋଧୀ…

ଚେନ୍ନାଇ ସୁପର କିଙ୍ଗସରେ ଧୋନିଙ୍କ ଉତ୍ତରାଧିକାରୀ କିଏ ହେବେ?

ଚେନ୍ନାଇ: ହାର୍ଦ୍ଦିକ ପାଣ୍ଡ୍ଯ଼ା ରୋହିତ ଶର୍ମାଙ୍କ ସ୍ଥାନରେ ମୁମ୍ବାଇ ଇଣ୍ଡିଆନ୍ସ (ଏମଆଇ) ଫ୍ରାଞ୍ଚାଇଜିର ଅଧିନାୟକ ଭାବରେ ସ୍ଥାନ ପାଇଛନ୍ତି। ଏପରି ପରିବର୍ତ୍ତନ ପଛରେ ମୁମ୍ବାଇ ଇଣ୍ଡିଆନ୍ସ ଯୁକ୍ତି ରଖିଛି ଯେ ସେମାନେ ଭବିଷ୍ଯ଼ତକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତ୍ତି ନେଇଛନ୍ତି। ତେବେ…

ରାଜଧାନୀରେ ବୁଲା କୁକୁର ଆତଙ୍କ: କ୍ୟାପିଟାଲ ହସ୍ପିଟାଲରେ ବଢୁଛି କୁକୁର କାମୁଡା ରୋଗୀଙ୍କ ସଂଖ୍ୟା

ଭୁବନେଶ୍ୱର: ରାଜଧାନୀରେ ବୁଲା କୁକୁରଙ୍କ ଉତ୍ପାତ। ରାସ୍ତାଘାଟ ଗଳିକନ୍ଦିରେ ରାଜ୍‌ ଚଳାଇଛନ୍ତି ବୁଲା କୁକୁର । ଗୋଡେଇ ଗୋଡେଇ କରୁଛନ୍ତି ଆକ୍ରମଣ। ହଠାତ୍‌ ଗାଡ଼ି ଆଗକୁ ଆସିଯିବାରୁ ଅନେକ ସମୟରେ ଦୁର୍ଘଟଣା ମଧ୍ୟ ଘଟୁଛି। ଗତ କିଛିଦିନ ହେବ କୁକୁରଙ୍କ ଉପଦ୍ରବ କ୍ରମାଗତ ଭାବେ ବୃଦ୍ଧି ପାଇଛି।…

କଲେଜ ଛାତ୍ର ହତ୍ୟା ଘଟଣାର ପର୍ଦ୍ଦାଫାସ, ୩ ଅଭିଯୁକ୍ତଙ୍କୁ ଗିରଫ କଲା ରାୟଗଡ଼ ପୁଲିସ

ରାୟଗଡ଼ା: ଗତକାଲି ରାୟଗଡ଼ା ସହରରେ ହୋଇଥିବା କଲେଜ ଛାତ୍ର ହତ୍ୟା ଘଟଣାର ଆଜି ପର୍ଦ୍ଦାଫାସ କରିଛି ପୁଲିସ। ପ୍ରେମ ବ୍ୟାପାରକୁ କେନ୍ଦ୍ର କରି ଏହି ହତ୍ୟାକାଣ୍ଡ ଘଟିଥିବା ପୁଲିସ ସୂଚନା ଦେଇଛି। ରାୟଗଡ଼ା ଥାନା ପରିସରରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି ଏସଡିପିଓ ରଶ୍ମି…