Latest Odisha News

BREAKING NEWS

ରାଘବ ଚଡ୍ଡା ହେଲେ ଆପ୍ ରାଜ୍ୟସଭା ମୁଖ୍ୟ 

ନୂଆଦିଲ୍ଲୀ: ଆପ୍ ସାଂସଦ ରାଘବ ଚଡ୍ଡାଙ୍କୁ ମିଳିଲା ନୂଆ ଦାୟିତ୍ୱ। ଆମ୍ ଆଦମୀ ପାର୍ଟିର ରାଜ୍ୟସଭା ମୁଖ୍ୟ ଭାବେ ନିଯୁକ୍ତ ହେଲେ ରାଘବ ଚଡ୍ଡା। ପୂର୍ବରୁ ସଞ୍ଜୟ ସିଂହ ରାଜ୍ୟସଭାରେ ଆମ୍‌ ଆଦମୀ ପାର୍ଟିର ନେତା ଥିଲେ। ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ସଞ୍ଜୟ ସିଂହ ଜେଲରେ ଥିବାରୁ ତାଙ୍କ…

ନୂଆପଡାରେ ବୁଲୁଛି ପୁଣି ଏକ କଲରାପତରିଆ ବାଘ, ଆତଙ୍କିତ ଲୋକେ

ନୂଆପଡା: କିଛିଦିନର ବ୍ୟବଧାନ ପରେ ପୁଣି ଭୟ ଦେଖାଇଲାଣି ବାଘ । ବାଘ ଭୟରେ ଲୋକେ ଦିନ ଦ୍ଵିପହରରେ ଘରେ କବାତ ଦେଇ ପଶିରହୁଛନ୍ତି । ନୂଆପଡା ଜିଲ୍ଲା ସୁନାବେଡା ଅଭୟାରଣ୍ୟର ଗଡ଼ଗଡା ଘାଟିରେ ଏକ କଲରାପତରିଆ ବାଘ ବୁଲୁଥିବାର ଚିତ୍ର କ୍ୟାମେରାରେ କଏଦ ହୋଇଛି  l ବାଘ ଦେଖିବା ପରେ ସୁନାବେଡାକୁ…

ଝିଅ ପାଇଁ ଏକ ହେଲେ ବଚ୍ଚନ ପରିବାର: ଆରାଧ୍ୟାଙ୍କୁ କଲେ ଚିଅର ଅପ୍

ମୁମ୍ବାଇ: ଐଶ୍ୱର୍ଯ୍ୟା-ଅଭିଷେକ ପାରିବାରିକ ବିବାଦକୁ ନେଇ ନୂଆ ଟୁଇଷ୍ଟ । ମିଶି ଗଲା କି ମନ ? ଏକାଠି ହେଲେ କି ଅଭିଷେକ-ଐଶ୍ୱର୍ଯ୍ୟା ? ନା ପାରିବାରିକ ବିବାଦ ଖାଲି ଏକ ରିଉମର ଥିଲା ? ଏ ଦୃଶ୍ୟ ତ ସମ୍ପୂର୍ଣ୍ଣ ଅଲଗା କଥା କହୁଛି । ବେଶ ମସ୍ତି କରୁଛନ୍ତି ବଚ୍ଚନ ପରିବାର ? ନା କୁନି…

ରତନ ଟାଟାଙ୍କୁ ହତ୍ୟା ଧମକ: ଧମକ ଦେଇଥିବା ବ୍ୟକ୍ତିଙ୍କୁ ଟ୍ରାକ୍‌ କଲା ପୋଲିସ

ମୁମ୍ବାଇ: ଦେଶର ଶ୍ରେଷ୍ଠ ଉଦ୍ଦ୍ୟୋଗପତି ଟାଟା ସନ୍ସର ପୂର୍ବତନ ଚେୟାରମ୍ୟାନ ରତନ ଟାଟାଙ୍କୁ ହତ୍ୟା ଧମକ। ମୁମ୍ବାଇ ପୋଲିସକୁ ଆସିଥିବା ଏକ ଫୋନ୍ କଲ ମାଧ୍ୟମରେ ଏହି ଧମକ ଦିଆଯାଇଛି । ତେବେ ଧମକ ଦେଇଥିବା ବ୍ୟକ୍ତିଙ୍କୁ ଟ୍ରାକ୍ କରିଛି ପୋଲିସ। ଫୋନ କରିଥିବା ବ୍ୟକ୍ତି ମାନସିକ ରୋଗ…

ଏହି ରାଜ୍ୟର ଅଧିକାଂଶ ଲୋକ ମାଂସାହାରୀ, ଜାଣନ୍ତୁ କେଉଁ ରାଜ୍ୟ ପ୍ରଥମ

ନୂଆଦିଲ୍ଲୀ: ଆମ ଦେଶରେ ପ୍ରୟ ସବୁବେଳେ ମାଂସାହାରୀ ଓ ଶାକାହାରୀ ଲୋକଙ୍କ ମଧ୍ୟରେ ବିତର୍କ ଲାଗି ରହିଥାଏ | ନିକଟରେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଡକ୍ଟର ମୋହନ ଯାଦବ ଖୋଲା ସ୍ଥାନରେ ମାଂସ ବିକ୍ରି ଉପରେ ପ୍ରତିବନ୍ଧକ ଲଗାଇଛନ୍ତି । ଏହି ନିର୍ଦ୍ଦେଶକୁ ନେଇ ବର୍ତ୍ତମାନ ସେ ସବୁଆଡେ ଚର୍ଚ୍ଚାରେ…

ବାପା କ୍ଷମତାରେ ଥିବାରୁ ପୁଅର ନାହିଁ ଡର, ରାସ୍ତା ମଝିରେ ଘଟାଇଲା ଉନ୍ମୁକ୍ତ କାଣ୍ଡ, ପ୍ରେମିକା ଉପରେ ଚଢାଇଦେଲା କାର

ମୁମ୍ବାଇ: ‘ପ୍ରେମିକର ସତ ଜାଣିଦେଲି ବୋଲି ପ୍ରଥମେ ମୋତେ ମାଡ ମାରିଲା । ପରେ ମୋ ଉପରେ କାର୍ ଚଢ଼ାଇ ଦେଲା ଆଉ ମୋତେ ରାସ୍ତା ଉପରେ ମରିବାକୁ ଛାଡ଼ି ଦେଲା ’। ଇଏ ହେଉଛି ହସ୍ପିଟାଲ ବେଡରେ ପଡି ରହିଥିବା ୨୬ ବର୍ଷୀୟା ବ୍ୟୁଟିସିଆନ ପ୍ରିୟା ଉମେନ୍ଦ୍ର ସିଂହଙ୍କ ବୟାନ । ମହାରାଷ୍ଟ୍ର ଠାଣେର…

ସଂସଦ ଭବନ ସୁରକ୍ଷା ମାମଲା: ୬ଷ୍ଠ ଅଭିଯୁକ୍ତ ଗିରଫ, ଇନଷ୍ଟା ଭିଡିଓ କରି ଯୁବଗାେଷ୍ଠୀଙ୍କ ବ୍ରେନୱାଶ କରୁଥିଲା

ନୂଆଦିଲ୍ଲୀ:ସଂସଦ ସୁରକ୍ଷା ମାମଲାରେ ଦିଲ୍ଲୀ ପୋଲିସକୁ ମିଳିଛି ବଡ ସଫଳତା । ପୋଲିସ ମାଷ୍ଟର ମାଇଣ୍ଡ ଲଳିତ ଝାଙ୍କ ସାଥୀ ମହେଶ କୁମାବତଙ୍କୁ ଗରିଫ କରିଛି । ଏହାକୁ ମିଶଇ ଏହି ମାମଲାରେ ମୋଟ ୬ ଜଣ ଗିରଫ ହେଲେଣି । ମହେଶ ଲଳିତଙ୍କ ସହ ଥାନାକୁ ଆସିଥିଲା । ପୋଲିସ ମହେଶଙ୍କୁ ଥାନାକୁ ଆଣି…

ରାଉରକେଲାରେ ଡାଇରିଆ ଆତଙ୍କ, ଗଲାଣି ୪ ମୁଣ୍ଡ

ରାଉରକେଲା: ପୁଣି ମୁଣ୍ଡ ଟେକିଲାଣି ଡାଇରିଆ । ରାଉରକେଲାରେ ଆତଙ୍କ ଖେଳାଇଲାଣି ଝାଡାବାନ୍ତି । ଦୁଇ ଦିନରେ ୪ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୦୨ ଜଣ ଆକ୍ରାନ୍ତ ଏବେ ରାଉରକେଲାର ଆଇଜିଏଚ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି । ସେମାନଙ୍କ ମଧ୍ୟରୁ ଦୁଇ ଜଣଙ୍କ ଅବସ୍ଥା ଗୁରୁତର ଅଛନ୍ତି ।…

ଯୁବ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମ ଉଦଯାପିତ

ଜଗତସିଂହପୁର : ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ବ୍ଲକ ଉତ୍କଳ ଭାରତୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ଆମ ଓଡ଼ିଶା ଯୁବ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମ ଉଦଯାପିତ ହୋଇଯାଇଛି। ଉଚ୍ଚବିଦ୍ୟାଳୟର ସଂସ୍କୃତି ବିଭାଗ ସଂଯୋଜକ ଡକ୍ଟର ସୁଧୀର କୁମାର ମହାନ୍ତିଙ୍କ ଅଧ୍ୟକ୍ଷତାରେ ଏହି…

୧୦କୋଟିର ବିଜ୍ଞାପନ ଅଫରକୁ ମନା କଲେ ଅଭିନେତା

ମୁମ୍ବାଇ: ଜାତୀୟ ପୁରସ୍କାର ହାତେଇବା ପରେ ବେଶ୍ ପ୍ରଶଂସା ଓ ଭଲ ପାଇବା ସାଉଁଟିଛନ୍ତି । ଆମେ କହୁଛୁ ତେଲୁଗୁ ସୁପରଷ୍ଟାର୍ ଅଲ୍ଲୁ ଅର୍ଜୁନଙ୍କ କଥା । ତାଙ୍କର ବହୁ ଚର୍ଚ୍ଚିତ ପୁଷ୍ପା ଫିଲ୍ମ ବହୁଳ ମାତ୍ରାରେ ଦର୍ଶକଙ୍କ ମନ ଜିଣିଥିବାବେଳେ ଏବେ ପୁଷ୍ପା-୨ ଚଳଚିତ୍ରକୁ ଦର୍ଶକ ଚାତକ ପରି ଚାହିଁ…