Latest Odisha News

BREAKING NEWS

ରାଜନୀତିରେ ଏଣ୍ଟ୍ରି କରିବା ନେଇ କ’ଣ କହିଲେ ପରିଣୀତି…

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ପରିଣିତି ଚୋପ୍ରା । ଚଳିତ ବର୍ଷ ସେପ୍ଟେମ୍ବରରେ ରାଜନେତା ରାଘବ ଚଢାଙ୍କ ସହ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି  । ଦୁହିଁଙ୍କ ଜୋଡି ସୋସିଆଲ ମିଡ଼ିଆରେ ବହୁତ ଲୋକପ୍ରିୟ ଏବଂ ଆକ୍ଟିଭ୍ । ଦୁହେଁ ପରସ୍ପରର ଫଟୋ ସୋସିଆଲ ମିଡିଆରେ ପୋଷ୍ଟ କରି ସେମାନଙ୍କର…

ପଞ୍ଜାବ ମୁଖ୍ୟମନ୍ତ୍ରୀ ଭାଗବତ ମାନଙ୍କ ନାଁରେ ନିର୍ଯାତନା ଅଭିଯୋଗ ଆଣିଲେ ତାଙ୍କ ଝିଅ

ଚଣ୍ଡିଗଡ: ପଞ୍ଜାବ ମୁଖ୍ୟମନ୍ତ୍ରୀ ଭାଗବତ ମାନଙ୍କ ଝିଅ ସୀରତ କୌର ମାନ ଏକ ଭିଡିଓ ଜାରି କରି ତାଙ୍କ ବାପାଙ୍କ ବିରୋଧରେ ଶାରୀରିକ ଓ ମାନସିକ ନିର୍ଯାତନା ଅଭିଯୋଗ ଆଣିଛନ୍ତି। ଭିଡିଓରେ ସୀରତ ଅଭିଯୋଗ କରିଛନ୍ତି ଯେ ମୁଖ୍ୟମନ୍ତ୍ରୀ ତଥା ତାଙ୍କ ବାପା ମାନ ତାଙ୍କୁ ଏବଂ ତାଙ୍କ ଭାଇଙ୍କୁ ଅଣଦେଖା…

କଂଗ୍ରେସ ସାଂସଦ ଧୀରଜ ସାହୁଙ୍କର ୩୫୩.୫ କୋଟି ଟଙ୍କା ଜବତ କଲା ଆୟକର ଟିମ୍

ବଲାଙ୍ଗୀର: କଂଗ୍ରେସ ରାଜ୍ୟସଭା ସାଂସଦ ଧୀରଜ ପ୍ରସାଦ ସାହୁ ଓ ତାଙ୍କ ପରିବାର ନିକଟରୁ ୩୫୩.୫ କୋଟି ଟଙ୍କା ଜବତ କରିଛି ଆୟକର ବିଭାଗ। ୫୦ ବ୍ୟାଙ୍କ ଅଧିକାରୀ ଏବଂ ୪୦ ନୋଟ୍ ଗଣତି ମେସିନ୍ ଦ୍ୱାରା ପାଞ୍ଚ ଦିନ ଧରି କରାଯାଇଥିବା ଏହି ଅଭୂତପୂର୍ବ କାରବାର ଭାରତର କୌଣସି ଅନୁସନ୍ଧାନକାରୀ ସଂସ୍ଥା…

ବିନା ପୋଷାକରେ ଜଙ୍ଗଲରେ ୧୦ ଦିନ, ଇଣ୍ଟରନେଟରେ ନିଆଁ ଲଗାଉଛି ଫଟୋ

ମୁମ୍ବାଇ: ତାଙ୍କ ନିଖୁଣ ଅଭିନୟ ଓ ଫିଟନେସ୍ ଏବଂ ଷ୍ଟଣ୍ଟ ପାଇଁ ସେ ଦର୍ଶକଙ୍କ ପାଖରେ ବେଶ୍ ପରିଚିତ  । ଆମେ କହୁଛୁ ବିଦ୍ୟୁତ୍ ଜାମଓ୍ବାଲ୍ ଙ୍କ କଥା  । ଦୈନଦିନ ଜୀବନର ଅଏସ ଆରାମ ଛାଡି ସେ ଜଙ୍ଗଲରେ ଗୋଟିଏ ସପ୍ତାହ ବିତାଇଛନ୍ତି। ଗତକାଲି ତାଙ୍କ ଜନ୍ମଦିନକୁ ସେ ଏକାକୀ ଜଙ୍ଗଲରେ ପାଳନ…

ଚୋପା ସହ ଖାଇଲେ ମିଳେ ଫାଇଦା

ନୂଆଦିଲ୍ଲୀ : ଶୀତଦିନେ ଲୋକ ନିଜ ସ୍ବାସ୍ଥ୍ୟ ପ୍ରତି ବେଶ୍ ସଚେତନ  । କିଏ ସକାଳୁ ଉଠି ବ୍ୟାୟାମ କରି ନିଜକୁ ଫିଟ୍ ରଖୁଛି ତ ଆଉ କିଏ ଜିମରେ ସମୟ ବିତାଉଛି  । ଆଉ କିଏ ଉତ୍ତମ ସ୍ବାସ୍ଥ୍ୟ ଖାଇବାକୁ ପ୍ରୟାସ କରୁଛି  । ହଁ ଆଜ୍ଞା ନିଜକୁ ସୁନ୍ଦର ଓ ଫିଟ୍ ରଖିବାକୁ ହେଲେ ନିଜ ଖାଦ୍ୟ ପ୍ରଣାଳୀରେ…

ଆସନ୍ତାକାଲି ଶ୍ରୀମନ୍ଦିରରେ ପାଳନ ହେବ ଦେବ ଦୀପାବଳି, ପ୍ରଜ୍ବଳିତ ହେବ ୧ ଲକ୍ଷ ଦୀପ

ପୁରୀ: ଆସନ୍ତାକାଲି (ମଙ୍ଗଳବାର) ଶ୍ରୀମନ୍ଦିରରେ ପାଳନ ହେବ ଦେବ ଦୀପାବଳି । ପବିତ୍ର ଦେବ ଦୀପାବଳିରେ ଶ୍ରୀମନ୍ଦିର ସିଂହଦ୍ଵାରଠାରୁ ଗୁଣ୍ଡିଚା ମନ୍ଦିର ପର୍ଯ୍ୟନ୍ତ ଏକ ଲକ୍ଷ ଦୀପ ପ୍ରଜ୍ବଳନ କରାଯିବ । ବିଶ୍ୱର ମଙ୍ଗଳ କାମନା କରି ମହାପ୍ରଭୁଙ୍କ ଉଦ୍ଦେଶ୍ୟରେ ଆସନ୍ତାକାଲି ପବିତ୍ର ଦେବ…

କବିତା : ଜୀବନ

ସ୍ଵାଗତିକା ସାହୁ ସ୍ଵାଗତିକା ସାହୁ ଜୀବନ ଗୋଟିଏ ଅଙ୍କା ବଙ୍କା ନଈ ବହିଯାଏ ତା ବାଟରେ କେବେ ସୁଖ ପୁଣି ଦୁଃଖର ପରଶ ଛାଡିଦିଏ ତା ଶଯ୍ୟାରେ । ଅଭିନୟ ମଞ୍ଚ ଏ ସାରା ଦୁନିଆ ଆମେ ସବୁ ଅଭିନେତା ନିଜ ନିଜ କାର୍ଯ୍ୟ ଅଭିନୟ ସାରି ବାହୁଡ଼ିବା ଏ ସମତା । ଜୀବନ କେବେ ଖୋଲା ବହି…

ସରିଲା ଅଯୋଧ୍ୟା ରାମଲାଲାଙ୍କ ପୂଜାରୀ ଚୟନ ପ୍ରକ୍ରିୟା, ଜାଣନ୍ତୁ କିଏ ହେବ ମୁଖ୍ୟ ପୂଜାରୀ

mohit pandey selected for priest of ayodhya ram mandir ଲକ୍ଷ୍ନୌ: ଜାନୁଆରୀ ୨୨ ରେ ଅଯୋଧ୍ୟାରେ ଆୟୋଜିତ ହେବାକୁ ଥିବା ରାମଲାଲାଙ୍କର ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମ ପାଇଁ ପ୍ରସ୍ତୁତି ଜୋରଦାର ଚାଲିଛି । ସବୁଆଡେ ଏହି କାର୍ଯ୍ୟକ୍ରମ ବିଷୟରେ ଆଲୋଚନା ଜୋର ଧରିଛି ।…

ଭାଷା ଭାଗବତ : ପରିବର୍ତିତ ସତ୍ୟ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ସଭିଏଁ ଯେଣୁ ସର୍ବଜ୍ଞାନୀ କେହି ବି କାହାକୁ ନ ଶୁଣି ନିଅଂତି ନିଜସ୍ୱ ନିର୍ଣୟ ମତକୁ ମିଳେ ପରାଜୟ ଅନେକ ବୁଦ୍ଧିଆଳ ଲୋକ ହୁଅଂତି କ୍ଷମତା ସ୍ତାବକ ମନରେ ରଖି ଯଶ-ଭୋକ ତଡ଼ଂତି ମନରୁ ବିବେକ ବିବେକ-ଶୂନ୍ୟ ଏକ ମନ କରେ ଯେପରି…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ : ଗଜବେଶ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ । ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ସ୍ନାନ ଯାତ୍ରା ବିଷୟରେ ଅଳ୍ପ କିଛି ଆଲୋଚନା କରିଥିଲେ । ଆଜି ସ୍ନାନ ପରେ ଅନୁଷ୍ଠିତ ହେଉଥିବା ଗଜବେଶ ବା ଗଜାନନ ବେଶ ସମ୍ପର୍କରେ ଜାଣିବା । ଇତିହାସ କହେ ଗଙ୍ଗବଂଶର ଶେଷ…