Latest Odisha News

BREAKING NEWS

ଶିଶୁ କବିତା : ଆସିଛି ହେମନ୍ତ କାଳ

ରାଜ କିଶୋର ନାୟକ ଭିଜା ସକାଳର ମୁକୁତା ବିନ୍ଦୁରେ ହସୁଛି ନୂଆ ସକାଳ ହେମ ହେମ ଲାଗେ ଦେହ ଆଉ ମନ ଆସିଛି ହେମନ୍ତ କାଳ ।। ନବ ଦୁର୍ବାଦଳ ନବୀନ ପୁଲକେ ଦିଶୁଛନ୍ତି କେଡେ ତୋରା ବାଧା ନାହିଁ କିଛି ଅଧା ରହିବାକୁ ଏଇତ ନୀବନ ଧାରା ସାଧବ ବୋହୁଏ ନାଲି ପାଟ ପିନ୍ଧି ବୁଲିଲେଣି ମାଳ…

କବିତା : ନା’ଟେ କହିହୁଏନି ବୋଲି

ସଂଘମିତ୍ରା ରାଏଗୁରୁ ନା'ଟେ କହିହୁଏନି ବୋଲି ବୁହେଇନିଏ ପାଣି ଉଡେଇନିଏ ପବନ ରାସ୍ତା ରୋକିବସେ ପଥର ଫୁଲ ପାଲଟିଯାଏ କଣ୍ଟା ଉଜୁଡିଯାଏ ଅଯୋଧ୍ୟା ଯୁଗେ ଯୁଗେ ସୀତାଙ୍କୁ ଛଳୁଥାଏ ରାବଣର ଥାଳ ନା' ଟେ କହିହୁଏନି ବୋଲି ଅନ୍ଧ ହୋଇଯାଏ ମୁହୂର୍ତ୍ତ ଚଡକିଯାଏ ଆଇନାର କାଚ ସୁଖରେ…

ଡମ୍ପର ସହ ଧକ୍କା ହେଲା ବରଯାତ୍ରୀ କାର, ଜୀଅନ୍ତା ଜଳିଗଲେ ୮ଜଣ

ୟୁପି: ଭୟଙ୍କର କାର ଦୁର୍ଘଟଣା । ଜୀଅନ୍ତା ଜଳିଗଲେ ୮ଜଣ । ୟୁପିର ବରେଲି-ନୈନିତାଲ ଜାତୀୟ ରାଜପଥରେ ଘଟିଛି ଏହି ଭୟଙ୍କର ଦୁର୍ଘଟଣା । କାରର ଟାୟାର ଫାଟିଯିବା କାରଣରୁ ଭାରସ୍ୟାମ ହରାଇ ଏକ ଡମ୍ପରରେ ଧକ୍କା ହୋଇଥିଲା । ଫଳରେ କାରରେ ଭୟଙ୍କର ନିଆଁ ଲାଗିଯାଇଥିଲା । ଫଳରେ କାରରେ ଥିବା ୮ଜଣ…

ଶୀତ ଦିନେ ପ୍ରଚୁର ପରିମାଣରେ ଖାଆନ୍ତୁ ପିଆଜ ଷଣ୍ଢା, ମିଳିବ ଆଶ୍ଚର୍ଯ୍ୟ ଜନକ ଫାଇଦା

ଭୁବନେଶ୍ଵର: ପିଆଜ ଷଣ୍ଢା ସହିତ ଆମେ ପ୍ରାୟ ସମସ୍ତେ ପରିଚିତ l ଆମେ ତାକୁ ବଜାରରେ ପ୍ରାୟ ଅଧିକାଂଶ ସମୟ ଦେଖିବାକୁ ପାଇଥାଉ l ପିଆଜ ଷଣ୍ଢାକୁ ସାଲାଡ଼ ,ଭଜା ଓ ବିଭିନ୍ନ ପ୍ରକାରର ଖାଦ୍ୟ ସାମଗ୍ରୀରେ ବ୍ୟବହାର କରାଯାଇଥାଏ l ଏହା ପାଟିକୁ ମଧ୍ୟ ସୁସ୍ୱାଦୁ ଲାଗିଥାଏ । ଶୀତଦିନେ ପିଆଜ ଷଣ୍ଢା…

ଭାଷା ଭାଗବତ : ବୟସ ବୃତ୍ତାଂତ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ବୟସ ହୋଇଗଲେ ଦଶ ପିଲାଟି ବିଦ୍ୟାଳୟ ବଶ ହୋଇ କରଇ ସବୁ କର୍ମ ତା ହୁଏ ଶିକ୍ଷାର୍ଥୀର ଧର୍ମ ବୟସ ହୋଇଲେ କୋଡ଼ିଏ ସ୍ବପ୍ନଦେଖା ପ୍ରତ୍ୟହ ହୁଏ ସବୁ ନିରେଖି, ଚାଖି ଜାଣେ ନିଜକୁ ଯୋଗ୍ୟତମ ମଣେ…

ଶ୍ରୀଜଗନ୍ନାଥ ତତ୍ତ୍ଵ ଓ ତଥ୍ଯ : ମହାପ୍ରଭୁଙ୍କ ଯାତ୍ରା

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ । ମହାପ୍ରଭୁ ଜଗନ୍ନାଥଙ୍କ ସ୍ନାନ ଯାତ୍ରା ଅନୁଷ୍ଠିତ ହେଉଛି, ଏଠାରେ ପ୍ରଶ୍ନ ଉଠେ ମହାପ୍ରଭୁ ତ ପ୍ରତିଦିନ ସ୍ନାନ କରନ୍ତି, ତେବେ ଏ ସ୍ୱତନ୍ତ୍ର ସ୍ନାନ ଉତ୍ସବ କଣ ପାଇଁ ? ଏଇଠି ଗୋଟିଏ କଥା…

ନାଟକ ଉତ୍ସବର ଅନ୍ତିମ ସନ୍ଧ୍ୟା, ମଞ୍ଚସ୍ଥ ହେଲା ‘ଆଦିକବି’

ଭୁବନେଶ୍ୱର : ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ଦ୍ୱାରା ସ୍ଥାନୀୟ ରବିନ୍ଦ୍ର ମଣ୍ଡପରେ ଅନୁଷ୍ଠିତ ନାଟକ ଉତ୍ସବର ଅନ୍ତିମ ସନ୍ଧ୍ୟାରେ ସୀତେଶ ତ୍ରିପାଠୀଙ୍କ ରଚିତ ତଥା ଦର୍ପ ନାରାୟଣ ସେଠୀଙ୍କ ନିର୍ଦ୍ଦେଶିତ ନାଟକ ଆଦିକବି ମଞ୍ଚସ୍ଥ…

ଜନ୍ମ ହେଲା ଦୁନିଆର ପ୍ରଥମ ଧଳା କୁମ୍ଭୀର

ଫ୍ଲୋରିଡା: କୁମ୍ଭୀର କହିଲେ ସାଧାରଣତଃ ମନକୁ କଳା ଓ ମାଟିଆ ରଙ୍ଗ, ଗୋଲ ପୃଥୁଳ ଶରୀର ଥିବା ଜୀବ କଥା ଆସିଥାଏ । ହେଲେ କେବେ ଧଳା ରଙ୍ଗର କୁମ୍ଭୀର କଥା ଶୁଣିଛନ୍ତି । ଦୁନିଆରେ ପ୍ରଥମ ଥର ପାଇଁ ଧଳା କୁମ୍ଭୀର ଦେଖାଯାଇଛି । ଆମେରିକା ଫ୍ଲୋରିଡାର ଗ୍ୟାଟୋରଲାଣ୍ଡରେ ଦୁର୍ଲଭ ପ୍ରଜାତିର…

୨ ନାତୁଣୀଙ୍କ ସହ ଚେସ୍ ଖେଳିଲେ ଅମିତ୍ ଶାହା, ଫଟୋ କଲେ ସେୟାର

ନୂଆଦିଲ୍ଲୀ : କେନ୍ଦ୍ର ସ୍ୱରାଷ୍ଟ୍ରମନ୍ତ୍ରୀ ତଥା ଭାଜପା ନେତା ଅମିତ ଶାହା ଏବେ ଖୁବ୍ ଚର୍ଚ୍ଚାରେ । କୌଣସି ରାଜନୈତିକ ଘଟଣାକୁ ନେଇ ନୁହେଁ, ନିଜ ବ୍ୟକ୍ତିଗତ ଏକ ଫଟୋକୁ ନେଇ ଚର୍ଚ୍ଚାକୁ ଆସିଛନ୍ତି । ଅମିତ୍ ଶାହା ପୁଣି ଦୁଇ ନାତୁଣୀଙ୍କ ସହ ଏକ ଫଟୋ ସେୟାର କରିଛନ୍ତି । ଶାହା ଏହି ଫଟୋକୁ…

ଇମ୍ରାନ ଖାନ୍‌ଙ୍କ ପତ୍ନୀଙ୍କୁ ନୋଟିସ୍ : ‘କଙ୍କଣ, ହାର, ମୁଦି ସବୁ ଆଣି ଆସିବ’

ଇସଲାମାବାଦ: ପାକିସ୍ତାନର ଦୁର୍ନୀତି ନିବାରଣ ଏଜେନ୍ସି ତୋସାଖାନା ମାମଲାରେ ଇମ୍ରାନ ଖାନ୍‌ଙ୍କ ସ୍ତ୍ରୀ ବୁଶ୍ରା ବିବିଙ୍କୁ ନୋଟିସ୍ ହୋଇଛି । ଏନ୍‌ଏବି ରାୱଲପିଣ୍ଡି ବୁଶ୍ରାଙ୍କୁ ଏକ ନୋଟିସ୍ ଜାରି କରି ତୋସାଖାନା ମାମଲାରେ ଡିସେମ୍ବର ୧୧ ସକାଳ ୧୧ଟାରେ ହାଜର ହେବାକୁ କହିଛି । ତୋସାଖାନା…