Latest Odisha News

BREAKING NEWS

ପୂରଣ ହେଲା ମାଆଙ୍କ ଶେଷ ଇଚ୍ଛା , ଆକାଶରୁ ଓହ୍ଲାଇଲେ ବୋହୂ

ନୂଆଦିଲ୍ଲୀ : ସାରା ଦେଶରେ ଏବେ ବିବାହ ସିଜନ୍ ଚାଲିଛି  । ବିବାହକୁ ନେଇ ସବୁ ପୁଅ , ଝିଅଙ୍କର ଏକ ସ୍ବପ୍ନ ରହିଥାଏ  । ସମସ୍ତେ ନିଜ ନିଜର ବାହାଘରକୁ ନିଆରା ବନାଇବାକୁ ଚେଷ୍ଟା କରିଥାନ୍ତି । ସେଭଳି କିଛି ବାହାଘର ଦେଖିବାକୁ ମିଳିଛି ସାହରନପୁରର ବିଳାସପୁର ଗାଁରେ  । ଯାହା ଏକ ଆଲୋଚନାର ବିଷୟ…

କେମିତି ହେବ ଓଡ଼ିଶା ବିଜେପିର ରଣନୀତି: କେନ୍ଦ୍ରୀୟ ନେତାଙ୍କ ସହ କଥା ହୋଇ ଫେରିଲେ ମନମୋହନ

ଭୁବନେଶ୍ୱର: ହିନ୍ଦୀ ହାର୍ଟଲ୍ଯାଣ୍ଡ ବିଜୟ ହେବା ପରେ ଖୁସିରେ ଗଦ ଗଦ ଥିବା ସମାନ ସଫଳତାକୁ ଅନ୍ୟ ରାଜ୍ୟରେ ଆଗାମୀ ଦିନରେ ହେବାକୁ ଥିବା ବିଧାନସଭା ନିର୍ବାଚନ ଏବଂ ଲୋକସଭା ନିର୍ବାଚନରେ ଦୋହରାଇବାକୁ ଲକ୍ଷ୍ଯ ରଖିଛି। ଏଥିପାଇଁ ଦିଲ୍ଲୀରେ ବିଜେପି ନେତା ବୈଠକ କରୁଥିବା ବେଳେ ରାଜ୍ୟ ବିଜେପି…

ରେକର୍ଡ କଲା ଫାଇଟର, ଖୁବଶିଘ୍ର ପରଦାକୁ ଆସିବ ବାୟୁବୀରଙ୍କ କାହାଣୀ

ମୁମ୍ବାଇ: ଭାରତୀୟ ବାୟୁସେନାର ବୀରତ୍ୱର କାହାଣୀ କହିବ ସିନେମା ଫାଇଟର । ବଲିଉଡ଼ ଅଭିନେତା ହ୍ରିତିକ୍‌ ରୋଶନ ଓ ଅଭିନେତ୍ରୀ ଦୀପିକା ପାଦୁକୋନ ଅଭିନୀତ ବହୁପ୍ରତୀକ୍ଷିତ ଚଳଚ୍ଚିତ୍ର ‘ଫାଇଟର’ର ଟିଜର ଶୁକ୍ରବାର ରିଲିଜ୍‌ ହୋଇଛି। ପ୍ରଥମ ଥର ପାଇଁ ଏକାଠି ବଡ ପରଦାରେ ନଜର ଆସିବେ ବଲିଉଡର ଏହି…

ଅପରାଜିତାଙ୍କ ଟାର୍ଗେଟରେ ବିଏମସି, କହିଲେ ଆଗାମୀ ଦିନରେ ଶଙ୍ଖ ଚି଼ହ୍ନକୁ ଲିଭାଇଦେବେ

ଭୁବନେଶ୍ୱର: ପୂର୍ବତନ ବିଏମସି କମିସନର ତଥା ଏବେର ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ଟାର୍ଗେଟରେ ଭୁବନେଶ୍ବର ମହାନଗରମ ନିଗମ (ବିଏମସି)। ବିଭିନ୍ନ କାନ୍ଥରେ କେହି କିଛି ଲେଖିପାରିବେ ନାହିଁ ବୋଲି ବିଏମସି ନୟମ କରିଛି। ଏପରି ନକରି ସହରକୁ ସୌନ୍ଦର୍ଯ୍ୟକରଣ ଉପରେ ଗୁରୁତ୍ବ ଦେଇଛି…

‘ଲାଡଲି ଭଉଣୀଙ୍କ ଜୀବନ ବଦଳାଇବା ଭାଇର ମିଶନ’-ମୁଖ୍ୟମନ୍ତ୍ରୀ ପଦ ପାଇଁ ଶିବରାଜ ଖେଳିଲେ ଇମୋଶନାଲ କାର୍ଡ

ନୂଆଦିଲ୍ଲୀ: ମୁଖ୍ୟମନ୍ତ୍ରୀ ପଦ ହାତେଇବା ପାଇଁ ଖେଳିଲେ ଭାଇ-ଭଉଣୀ କାର୍ଡ । ମାମୁ-ଭଣଜା ସମ୍ପର୍କ ଯୋଡି ଜନତାଙ୍କୁ କରିଲେ ଇମୋସନାଲ ।  ତଥାପି ଫଳ କ’ଣ ହେବ କିଛି ସ୍ପଷ୍ଟ ଜଣାପଡୁନି । କାହା ମୁଣ୍ଡରେ ଦଳର ସୁପ୍ରିମୋ ବାନ୍ଧିବେ ମୁକୁଟ ?   ସୋମବାରକୁ ସ୍ପଷ୍ଟ ହୋଇପାରେ ଚିତ୍ର । ତା…

ପୁଟିନ୍ ହେଲେ ମୋଦୀଙ୍କ ଗ୍ୟାରେଣ୍ଟିର ପ୍ରଶଂସକ

ନୂଆଦିଲ୍ଲୀ: ହିନ୍ଦୀ ହାର୍ଟଲ୍ୟାଣ୍ଡବାସୀ ତଥା ଛତିଶଗଡ, ମଧ୍ୟପ୍ରଦେଶ ଏବଂ ରାଜସ୍ଥାନର ଲୋକେ ମୋଦୀ କି ଗ୍ୟାରେଣ୍ଟିର ନାରାକୁ ସମର୍ଥନ କରି ବିଜେପି ପ୍ରତି ସମସ୍ତ ସମର୍ଥନ ବିଧାନସଭା ନିର୍ବାଚନରେ ଅଜାଡି ଦେଇଛନ୍ତି ବୋଲି କୁହାଯାଉଛି। ଆଉ ଏହି ନାରାକୁ ନେଇ ୨୦୨୪ ବେଳକୁ ବିଜେପି ଯିବ ବୋଲି…

ଚାଲିଛି ରେଡ୍, ଥକିଗଲାଣି ମେସିନ, ପୁଣି ମିଳିଲା ୨୦ ପେଟି ଟଙ୍କା

ବଲାଙ୍ଗିର: ଚତୁର୍ଥ ଦିନରେ ଚାଲିଛି ଆୟକର ବିଭାଗର ରେଡ୍ । ଏତେ ପରିମାଣର ଟଙ୍କା ଗଣି ଗଣି ଥକିଗଲାଣି ମେସିନ । ଏହାରି ଭିତରେ ଆଉ ଜଣେ ମଦଭାଟି ମ୍ୟାନେଜରଙ୍କ ଘରୁ ପୁଣି ମିଳିଛି ୨୦ ପେଟି ଟଙ୍କା । ଜବତ ଟଙ୍କା ସ୍ଥାନୀୟ ଏସବିଆଇ ମୁଖ୍ୟ କାର୍ଯ୍ୟାଳୟକୁ ଗଣତି ପାଇଁ ନିଆଯାଇଛି । ବ୍ୟାଗ ଓ…

ମୋଦୀ ପୁଣିଥରେ ବିଶ୍ବର ସବୁଠାରୁ ଲୋକପ୍ରିୟ ନେତା, ଆଖାପାଖରେ ନାହାନ୍ତି ବାଇଡେନ, ପୁଟିନ

ନୂଆଦିଲ୍ଲୀ: ମର୍ଣ୍ଣିଂ କନସଲଟ୍ ପକ୍ଷରୁ ପ୍ରକାଶ ପାଇଥିବା ସଦ୍ୟତମ ତଥ୍ୟ ଅନୁସାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୁଣି ଥରେ ବିଶ୍ବର ସବୁଠାରୁ ଲୋକପ୍ରିୟ ନେତାର ମାନ୍ୟତା ପାଇଛନ୍ତି। ୭୬% ଅନୁମୋଦନ ରେଟିଂ ସହିତ ମୋଦୀ ଶୀର୍ଷ ସ୍ଥାନ ବଜାୟ ରଖିଛନ୍ତି, ଯାହା ସେ ଅନେକ ମାସ ଧରି କ୍ରମାଗତ…

ରାଜସ୍ଥାନ ମୁଖ୍ୟମନ୍ତ୍ରୀ ରେସରେ ଓଡ଼ିଶା ବିଜେପି ପ୍ରଭାରୀ ସୁନୀଲ ବଂଶଲ!

ଜୟପୁର: ରାଜସ୍ଥାନ ବିଧାନସଭା ନିର୍ବାଚନରେ ଭାରତୀୟ ଜନତା ପାର୍ଟି (ବିଜେପି) ବହୁମତ ହାସଲ କରିଥିଲେ ମଧ୍ୟ ଫଳାଫଳକୁ ସପ୍ତାହେ ପୂରଣ ହେବାକୁ ଥିବା ବେଳେ ମୁଖ୍ୟମନ୍ତ୍ରୀ ଚୟନ ଓ ସରକାର ଗଠନ ନେଇ ରାଜ୍ୟର ପ୍ରମୁଖ ନେତାମାନେ ଚୂଡ଼ାନ୍ତ ରୂପରେଖ ଦେଉଥିବାରୁ ବିଳମ୍ବ ହେଉଥିବାରୁ ଦଳ ଭିତରେ ଯେ ଅନେକ…

ଟିଏମସି ମହିଳା କାର୍ଡ ଖେଳିବା ପୂର୍ବରୁ ବିଜେପି ଦେଇଦେଲା ସ୍ପଷ୍ଚୀକରଣ

ନୂଆଦିଲ୍ଲୀ: ତୃଣମୂଳ କଂଗ୍ରେସର ସାଂସଦ ମହୁଆ ମୈତ୍ରାଙ୍କୁ 'କ୍ୟାଶ ଫର୍ କ୍ୟୁରି' ଅଭିଯୋଗରେ ଲୋକସଭାରୁ ବହିଷ୍କାର ହେବା ପରେ ଆଗାମୀ ଦିନରେ ଦଳ ଏହାକୁ ପଶ୍ଚିମବଙ୍ଗରେ ଗୋଟିଏ ମୁଦ୍ଦା କରି ମହିଳା ଭିକ୍ଟିମ୍ କାର୍ଡ ଖେଳିବା ଆଶଙ୍କା କରାଯାଉଛି। ଏହାରି ଭିତରେ କେନ୍ଦ୍ର ସରକାର ସଂସଦୀୟ…