Latest Odisha News

BREAKING NEWS

ବାରାଣସୀରେ ଦୁଇ ପୁଅଙ୍କ ସହ ଝୁଲି ପଡିଲେ ଦମ୍ପତି

ବାରାଣସୀ: ଉତ୍ତର ପ୍ରଦେଶର ବାରାଣସୀରୁ ଗୋଟିଏ ପରିବାରର ୪ ଜଣଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର। ବାପା, ମା' ଓ ଦୁଇ ପୁଅଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। ପାରିପାର୍ଶ୍ବିକ ଦୃଷ୍ଟିରୁ ଏହା ଆତ୍ମହତ୍ୟା ହୋଇଥିବା ସନ୍ଦେହ କରାଯାଉଛି। ଆଜି ଅପରାହ୍ନରେ ବାରାଣସୀର କୈଳାସ ଭବନର ତୃତୀୟ…

ଫିଲ୍ମ ‘ଆନିମଲ’ ଦେଖି ଭାବବିହ୍ୱଳ ହେଲେ ମା’ ପ୍ରକାଶ କୌର, ପୁଅ ବବିଙ୍କୁ କହିଲେ ଏପରି କିଛି…

ମୁମ୍ବାଇ: ନିକଟରେ ରିଲିଜ୍ ହୋଇଥିବା ବଲିଉଡ ଅଭିନେତା ରଣବୀର କପୁରଙ୍କ ଫିଲ୍ମ 'ଆନିମଲ' ବର୍ତ୍ତମାନ ବକ୍ସ ଅଫିସରେ ଧୁମ୍ ମଚଉଛି । ଏହି ଫିଲ୍ମ ରିଲିଜ ହେବାର 6 ଦିନ ମଧ୍ୟରେ ୩ ଶହ କୋଟି ଟଙ୍କା ପାର କରିଛି । ଲୋକମାନେ ଫିଲ୍ମ ଆନିମଲ କୁ ବହୁତ ପସନ୍ଦ କରିଛନ୍ତି । ରଣବୀର କପୁରଙ୍କ ଦମଦାର…

ଦ୍ଵିତୀୟ ବିଳାଶୁଣୀ ମହୋତ୍ସବ ଉଦଯାପିତ

କଟକ : ଭଲ୍ୟୁଣ୍ଟାରୀ ଏମ୍ପ୍ପୱାରମେଣ୍ଟ ଡେଭେଲପମେଣ୍ଟ ଏଣ୍ଡ ଆକ୍ସନ(ବେଦା) ଦ୍ବାରା ପ୍ରତିଷ୍ଠିତ ସାମାଜିକ ଉନ୍ନୟନ ପରିଷଦ, ବିଳାଶୁଣୀ ଆନୁକୂଲ୍ୟରେ କଟକ ଜିଲ୍ଲାର ନିଆଳି ବ୍ଲକ ଅନ୍ତର୍ଗତ ବିଳାଶୁଣୀ ଗ୍ରାମରେ ତିନିଦିନିଆ ଦ୍ବିତୀୟ ବିଳାଶୁଣୀ ମହୋତ୍ସବ ମହା ସମାରୋହରେ ସମାପ୍ତ ହୋଇଯାଇଛି।ଏହି…

କଳାର ପ୍ରଚାର ପ୍ରସାର ପାଇଁ ସୁଭଦ୍ରା ଆର୍ଟ ଗ୍ୟାଲେରୀର ଅଭିନବ ପ୍ରୟାସ

ନୂଆଦିଲ୍ଲୀ : ପୂର୍ବ ଭାରତର ଅଗ୍ରଣୀ ଚିତ୍ରକଳା ଅନୁଷ୍ଠାନ ସୁଭଦ୍ରା ଆର୍ଟ ଗ୍ୟାଲେରୀ, ଭୁବନେଶ୍ଵର ଆନୁକୂଲ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ରାଜନୈତିକ ଜୀବନ ଓ ଦର୍ଶନ ଉପରେ ଆଧାରିତ ତିନି ଦିନିଆ ଜାତୀୟ ଚିତ୍ରକଳା ପ୍ରଦର୍ଶନୀ ମୋଦି @୨୦ ତାରିଖ ସନ୍ଧ୍ୟାରେ  ଉଦ‌ଯାପିତ ହୋଇଯାଇଛି।…

ଲୋନ ଦେଉଥିବା ୧୭ ଆପକୁ ହଟାଇଲା ଗୁଗଲ ପ୍ଲେ ଷ୍ଟୋର

ନୂଆଦିଲ୍ଲୀ: ଟେକ ଜ୍ୟାଂଟ ଗୁଗଲ ପ୍ଲେ ଷ୍ଟୋର ଲୋନ ପ୍ରଦାନ କରୁଥିବା ୧୭ ଆପକୁ ରିମୁଭ କରିଛି । ଏହି ଆପଗୁଡିକରେ ସ୍ପାୟ ମାଲୱେର ମିଳିଥିଲା । ଏହି କମ୍ପାନୀଗୁଡିକ ଲୋନ ଦେବା ଆଳରେ ଗ୍ରାହକଙ୍କୁ ଠକୁଥିଲେ । ଓଭରାଲ ୧୮ରୁ ୧୭ ରିମୁଭ ହୋଇଥିବା ବେଳେ ଆଉ ଗୋଟିଏ ଆପ ଗୁଗଲ ନର୍ମ ଅନୁସାରେ କାର୍ଯ୍ୟ…

ଆକସ୍ମିକ ମୃତ୍ୟୁ ସଂଖ୍ୟା ୧୨% ବୃଦ୍ଧି, ଅଧିକାଂଶ ମୃତ୍ୟୁର କାରଣ ହୃଦଘାତ

ନୂଆଦିଲ୍ଲୀ: ଦେଶରେ ଆକସ୍ମିକ ମୃତ୍ୟୁ ସଂଖ୍ୟା ଯଥେଷ୍ଟ ବୃଦ୍ଧି ପାଇଛି । ଅନେକ ଜିମରେ ୱାର୍କ ଆଉଟ କରୁଥିବା ବେଳେ ପ୍ରାଣ ହରାଇଛନ୍ତି । ସେହିଭଳି ଅନେକ ବିନା କାରଣରେ ହଠାତ୍ ମୃତ୍ୟୁବରଣ କରିଛନ୍ତି । ଏହିପରି ଭାବରେ ଆକସ୍ମିକ ମୃତ୍ୟୁକୁ ନେଇ ଜାତୀୟ କ୍ରାଇମ୍ ରେକର୍ଡ ବ୍ୟୁରୋ ବା ଏନସିଆରବିର…

ପେନକିଲର ମେଫଟାଲ ବ୍ୟବହାର କରୁଥିଲେ ସାବଧାନ ! 

ନୂଆଦିଲ୍ଲୀ: ପେନକିଲର ପ୍ରତି ସାବଧାନ ରୁହନ୍ତୁ । ପେନକିଲର ମେଫଟାଲର ରହିଛି ବ୍ୟାପକ ପାର୍ଶ୍ୱ ପ୍ରତିକ୍ରିୟା । ଏନେଇ ଉଦବେଗ ପ୍ରକାଶ କରିଛି ଇଣ୍ଡିଆନ ଫାର୍ମାକୋପିଆ କମିଶନ । ଡାକ୍ତର ଓ ରୋଗୀଙ୍କ ଲାଗି ଆଇପିସି ଜାରି କରିଛି ଡ୍ରଗ ସେଫଟି ଆଲର୍ଟ । ମୁଣ୍ଡବ୍ୟଥା, ମାଂସପେଶୀ ଯନ୍ତ୍ରଣା,…

‘ନକ୍ଷତ୍ରର ନାମ ସ୍ୱାତୀ’ ଓ ‘ଅଖିଳ ରସ ଚିନ୍ତାମଣି’ ପୁସ୍ତକ ଉନ୍ମୋଚିତ

ଭୁବନେଶ୍ୱର : ଓଡ଼ିଆ ଅଧ୍ୟୟନ ଗବେଷଣା ସଂସ୍ଥା ପକ୍ଷରୁ କବି ତଥା ରାଜନେତ୍ରୀ ସିପ୍ରା ମଲ୍ଲିକଙ୍କ ଦ୍ୱିତୀୟ କବିତା ସଙ୍କଳନ “ନକ୍ଷତ୍ରର ନାମ ସ୍ୱାତୀ” ଏବଂ ମଧ୍ୟଯୁଗୀୟ କବି ପିତାମ୍ବର ଦାସଙ୍କ ଅଳଙ୍କାର କାବ୍ୟକୁ ସମ୍ପାଦନା କରିଥିବା ହରେକୃଷ୍ଣ ପାତ୍ରଙ୍କ “ଅଖିଳ ରସ ଚିନ୍ତାମଣି”ପୁସ୍ତକ…

୫୦ ବର୍ଷ ହେବ ଖାଦ୍ୟ ନ ଖାଇ ପାନୀୟରେ ବଂଚି ରହିଛନ୍ତି ୭୫ ବର୍ଷୀୟା ବୃଦ୍ଧା

ନୂଆଦିଲ୍ଲୀ: ବିଶ୍ୱାସ ନ ହେଲେ ବି ଏହା ସତ୍ୟ । ଖାଦ୍ୟ ନ ଖାଇ ଜଣେ ୭୫ ବର୍ଷୀୟା ବୃଦ୍ଧା କେବଳ ପାନୀୟ ସେବନ କରି ବଂଚି ରହିଛନ୍ତି । ଭିଏତନାମାର ବୁଇ ଥି ଲୋଇ ଦୃଢ଼ତା ସହକାରେ କହିଛନ୍ତି ମୁଁ ୫୦ ବର୍ଷ ହେବ କୌଣସି ପ୍ରକାରର କଠିନ ଖାଦ୍ୟ ଖାଇ ନାହିଁ । କେବଳ ପାଣି ଓ ଶର୍କରା ଜାତୀୟ ପାନୀୟ…

ବିବିସିର ଚେୟାରମ୍ୟାନ୍ ହେବେ ସମୀର ଶାହା, ବାର୍ଷିକ ଦରମା ୧.୬୭କୋଟି

ନୂଆଦିଲ୍ଲୀ: ଭାରତୀୟ ବଂଶୋଦ୍ଭବ ସମୀର ଶାହା ବ୍ରିଟିଶ ମିଡିଆ ବିବିସିର ଚେୟାରମ୍ୟାନ୍ ଭାବରେ ନିଯୁକ୍ତ ହୋଇଛନ୍ତି। ବ୍ରିଟେନ ସରକାର ଏହି ନିଷ୍ପତ୍ତି ନେଇଛନ୍ତି। ମହାରାଷ୍ଟ୍ରର ଔରଙ୍ଗାବାଦରେ ଜନ୍ମ ହୋଇଥିବା ୭୧ବର୍ଷିୟ ସମୀର ବର୍ତ୍ତମାନ ଜୁନିପର କମ୍ୟୁନିକେସନର ସିଇଓ ଅଛନ୍ତି। ବିବିସି…