Latest Odisha News

BREAKING NEWS

କବିତା : କିଛି କରିବାକୁ ହେବ

ସଞ୍ଜିତା ପ୍ରଧାନ  ଅତୀତର କିଛି ତିକ୍ତତାକୁ କବର ଦେବାକୁ ହେବ ନୂତନତାର ପ୍ରଲେପ ପକେଇ , କିଛି ମିଠା ମିଠା ସ୍ମୃତି ସାଉଁଟିବାକୁ ହବ ବିଗତ ଦିନର ଚିତ୍ରପଟ୍ଟରୁ , ବହୁତ କିଛି ଯୋଜନାର ଶୁଭାରମ୍ଭ କରିବାକୁ ହେବ ବର୍ତ୍ତମାନର ଘଣ୍ଟା କଣ୍ଟା ଟିକ୍ ଟିକ୍ ଶବ୍ଦରେ , ପୁରାତନକୁ…

ଭାଷା ଭାଗବତ : ଲିପି ବ୍ୟବହାର

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ  ସଂସ୍କୃତ ଭାଷା ସଂଶ୍ଳେଷକ ଓଡ଼ିଆ ଭାଷା ସାଂକେତିକ ହେବାରୁ ମୌଳିକ ପାର୍ଥକ୍ଯ ରହିଛି, କରୁଁ ଏବେ ଲକ୍ଷ୍ୟ ସଂଧି ସମାସ ସୂତ୍ରାବଳି ଘଟିତ ବହୁ ଶବ୍ଦ ଚଳି ପଦକୁ କରିଲେ ସଂକ୍ଷିପ୍ତ ସଂସ୍କୃତ ହେଲା ସମାଦୃତ ସଙ୍‌କ୍ଷିପ୍‌ତ ରୂପ…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ : ବିଶୁଦ୍ଧ ସତ୍ୱର ବାସୁଦେବ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ । ପ୍ରଭୁ ଶ୍ରୀ ଜଗନ୍ନାଥଙ୍କୁ ଆମେ କୃଷ୍ଣ ରୂପେ ବିବେଚନା କରି ଆବାହନ କରୁ “ଓଁ କ୍ଲିଂ କୃଷ୍ନାୟ ଗୋବିନ୍ଦାୟ ଗୋପୀଜନବଲଭାୟ ସ୍ୱାହା ।” ଶ୍ରୀ ବଳଭଦ୍ରଙ୍କୁ ବଳରାମ ଭାବରେ ଆବାହନ କରୁ “ଓଁ ନମୋ ଭଗବତେ…

ନନ୍ଦନକାନନରୁ ସମ୍ବଲପୁରକୁ ଗଲେ ୮ କୃଷ୍ଣସାର

ଭୁବନେଶ୍ୱର: ନନ୍ଦନକାନନ ଚିଡ଼ିଆଖାନାରୁ ସମ୍ବଲପୁର ଚିଡ଼ିଆଖାନାକୁ ଗଲେ ୮ କୃଷ୍ଣସାର ମୃଗ । ଏଥିରେ ୪ଟି ମାଈ ଓ ୪ଟି ଅଣ୍ଡିରା କୃ୍‌ଷ୍ଣସାର ମୃଗ ରହିଛନ୍ତି । ଏହି ବିରଳ ପ୍ରଜାତିର କୃଷ୍ଣସାର ଭାରତରେ ବହୁତ କମ୍ ଦେଖାଯାଆନ୍ତି । ଓଡ଼ିଶାରେ କେବଳ ଗଂଜାମ ଜିଲ୍ଲାର କେତେକ ଜଂଗଲରେ ଦେଖିବାକୁ…

ସବୁ ରାଜ୍ୟର ସିଏମଙ୍କ ଦରମା ଭିନ୍ନ ଭିନ୍ନ,ତେଲେଙ୍ଗାନା ସିଏମଙ୍କ ଦରମା ସବୁଠୁ ବେଶୀ

ନୂଆଦିଲ୍ଲୀ: ମଧ୍ୟପ୍ରଦେଶ ଛତିଶଗଡ, ରାଜସ୍ଥାନ, ତେଲେଙ୍ଗାନା ଏବଂ ମିଜୋରାମ ନିର୍ବାଚନର ଫଳାଫଳ ଆସିଛି । ଖୁବ ଶୀଘ୍ର ଏହି ରାଜ୍ୟଗୁଡ଼ିକରେ ନୂତନ ସିଏମ୍ ଦାୟିତ୍ୱ ଗ୍ରହଣ କରିବେ । ତେବେ ଏହି ୫ ଟି ସିଏମ୍ ମଧ୍ୟରେ କିଏ ସର୍ବାଧିକ ବେତନ ପାଇବେ ଓ କେତେ ପାଇବେ ଜାଣନ୍ତୁ । ତେଲେଙ୍ଗାନା ସିଏମ…

୮୦୦ ବର୍ଷର ସୁନା ଗଛ,ଦେଖିବାକୁ ଲୋକଙ୍କ ଭିଡ଼

ଦକ୍ଷିଣ କୋରିଆ: ଗଛ କଟା ହେବା ଯୋଗୁ ଗ୍ଲୋବାଲ ୱାର୍ମିଂ ସମସ୍ୟା ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି । କେଉଁଠି ଜଙ୍ଗଲ କାଟି ସଫା କରି ଦିଆଯାଉଛି । କିନ୍ତୁ ମନୁଷ୍ୟ ଜାଣିବା ଦରକାର ନିଜ ପାଇଁ ଗଛ ଏବଂ ଉଦ୍ଭିଦ ଗୁରୁତ୍ୱପୂର୍ଣ୍ଣ । ତେବେ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଏପରି ଏକ ଗଛ ରହିଛି ଯାହା…

ମୃତ ବାପାଙ୍କ ଫଟୋ ସହ କୁକୁର ଫିଲଟର ଲଗାଇ ଉଠାଇଲେ ଫଟୋ, ଭିଡିଓ ଭାଇରାଲ

ମୋବାଇଲରେ ଆସୁଥିବା ଫିଲଟର ଫିଚରରେ ୟୁଜର୍ସ ବିଭିନ୍ନ ପ୍ରକାର ଫିଚର ବ୍ୟବହାର କରୁଛନ୍ତି । ଖାସ୍ କରି ଯୁବତୀମାନେ ପ୍ରତି ଫଟୋ ପାଇଁ ବିଭିନ୍ନ ପ୍ରକାର ଷ୍ଟାଇଲିଶ ଫିଲଟର ବ୍ୟବହାର କରନ୍ତି । ତେବେ ନିକଟରେ ଏକ ଭିଡ଼ିଓ ଭାଇରାଲ ହେଉଛି ଯେଉଁଥିରେ ଜଣେ ଝିଅ ନିଜ ମୃତ ବାପାଙ୍କ ଫଟୋରେ ଫିଲଟର ଲଗାଇ…

ଏମିତି ଗଞ୍ଜା, ଯିଏ କୌଣସି ସେଲିବ୍ରିଟିଙ୍କ ଠାରୁ କମ ନୁହେଁ

ୱାଶିଂଟନ: ମଣିଷ ଘରେ ବିଭିନ୍ନ ପ୍ରକାର ପ୍ରାଣୀ ରଖିବାକୁ ପସନ୍ଦ କରିଥାନ୍ତି । କେହି କେହି କୁକୁର ରଖୁଥିବା ବେଳେ ଆଉ କେହି ଠେକୁଆ, ସାପ,ଶୁଆ ଆଦି ରଖିବାକୁ ଭଲ ପାଇଥାନ୍ତି । ଏବେ ଗଞ୍ଜାକୁ ନେଇ ଏକ ଭିଡ଼ିଓ ଭାଇରାଲ ହେଉଛି, ଯାହାକୁ ଦେଖିଲେ ଆଶ୍ଚର୍ଯ୍ୟ ହୋଇଯିବେ । ଏକ ଗଞ୍ଜା ଜୋତା ପିନ୍ଧି…

ଟୁଥବ୍ରଶକୁ ଖାଇଦେଲେ ମହିଳା,ବିଗିଡ଼ି ଗଲା ଅବସ୍ଥା

ଟୁଥବ୍ରଶକୁ ଆମେ ସାଧାରଣତଃ ଦାନ୍ତ ଘଷିବା ପାଇଁ ବ୍ୟବହାର କରୁଥାଉ । ଟୁଥ୍‌ବ୍ରଶକୁ ନେଇ ନିକଟରେ ଏପରି କିଛି ଘଟଣା ସାମ୍ନାକୁ ଆସିଛି, ଯାହାକୁ ଦେଖି ଲୋକେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି । ଜଣେ ସ୍ପେନୀୟ ମହିଳା ତାଙ୍କ ଟୁଥବ୍ରଶକୁ ଗିଳି ଦେଇଛନ୍ତି ଯାହା ପରେ ତାଙ୍କ ଅବସ୍ଥା ବିଗିଡି ଯାଇଥିଲା ।…

ବାଘଛାଲ ଡିଲ୍ ବେଳେ କାବୁ କଲା ବନବିଭାଗ, ୬ ଅଭିଯୁକ୍ତ ଗିରଫ

କଳାହାଣ୍ଡି: କଳାହାଣ୍ଡି ଜିଲ୍ଲାରେ ପୁଣି ଏକ କଲରାପତରିଆ ବାଘଛାଲ ଜବତ । କଳାହାଣ୍ଡି ଧର୍ମଗଡ ରେଞ୍ଜ ଏବଂ ଛତିଶଗଡ ବନ ବିଭାଗ ପକ୍ଷରୁ ମିଳିତ ଚଢାଉ ବେଳେ ଏକ କଲରାପତରିଆ ବାଘ ଛାଲ ଜବତ ହୋଇଛି । ଡିଲ୍ ଚାଲୁଥିବା ବେଳେ ମାଡ଼ିବସିଲା ବନ ବିଭାଗ । ଘଟଣାରେ ଗୋଟିଏ କଲରାପତରିଆ ବାଘ ଛାଲ ଜବତ ସହ…