ନିଜ ଭୋଟ ଦେଇ ନ ଥିଲେ ପ୍ରାର୍ଥୀ: ଶେଷରେ ସେଇ ଗୋଟିଏ ଭୋଟ ପାଇଁ ହାରିଗଲେ
ନୂଆଦିଲ୍ଲୀ: ଗୋଟିଏ ଗୋଟିଏ ମିଶିଲେ ହିଁ ଅନେକର ସମାହାର ହୁଏ । ହେଲେ ଅନେକ ସମୟରେ ଆମେ ଏହି ଗୋଟିକର ମୂଲ୍ୟ ବୁଝିପାରି ନ ଥାଉ । ହେଲେ ଯିଏ ଗୋଟିଏ ନମ୍ବର ପାଇଁ ଫେଲ ହୋଇଯାଏ, ଗୋଟିଏ ଭୋଟ ପାଇଁ ହାରିଯାଏ ସେ ହିଁ ଅନୁଭବ କରିପାରେ ଗୋଟିକର ମୂଲ୍ୟ । ନିର୍ବଚନ କ୍ଷେତ୍ରରେ ଦେଖା…