Latest Odisha News

BREAKING NEWS

ଆଲିଆଙ୍କୁ ପ୍ରଶଂସା କରି ତାଙ୍କ ଆଦର୍ଶ ବୋଲି କହିଲେ ସୁହାନା

ମୁମ୍ବାଇ: ବଲିଉଡ଼ର କିଙ୍ଗ ଶାହାରୁଖ ଖାନଙ୍କ ଝିଅ ସୁହାନା ଖାନ ଖୁବଶୀଘ୍ର ବଲିଉଡରେ ଡେବ୍ୟୁ କରିବାକୁ ଯାଉଛନ୍ତି । ତାଙ୍କ ଫିଲ୍ମ ‘ଦି ଆର୍ଚିଜ’ ଆସନ୍ତା ମାସରେ ରିଲିଜ୍ ହେବ । ସୁହାନା ଏବେ ତାଙ୍କ ନୂଆ ଫିଲ୍ମର ପ୍ରମୋଶନରେ ବ୍ୟସ୍ତ ଅଛନ୍ତି । କିନ୍ତୁ ମଝିରେ ମଝିରେ ସେ ଏପରି କିଛି…

ଓଡ଼ିଶା ସରକାରଙ୍କ ଅସହଯୋଗ ପାଇଁ ମେଗା ଟେକ୍ସଟାଇଲ୍ ପାର୍କ ପ୍ରତିଷ୍ଠା ମଉଳିଛି: କେନ୍ଦ୍ରମନ୍ତ୍ରୀ

ଭୁବନେଶ୍ୱର: ରାଜ୍ୟ ସରକାର ପ୍ରସ୍ତାବ ନଦେବାରୁ ମେଗା ଟେକ୍ସଟାଇଲ୍ ପାର୍କ ପ୍ରତିଷ୍ଠା ନେଇ ଓଡ଼ିଶାର ଆଶା ମଉଳି ଯାଇଛି। କେନ୍ଦ୍ର ବୟନଶିଳ୍ପ ରାଷ୍ଟ୍ରମନ୍ତ୍ରୀ ଦର୍ଶନା ଜରଦୋଶ ଓଡ଼ିଶା ଗସ୍ତରେ ଆସି ଏହି ସୂଚନା ଦେଇଛନ୍ତି। ବୁଧବାର ଭୁବନେଶ୍ୱରରେ ଗଣମାଧ୍ୟମକୁ କହିଛନ୍ତି, ପ୍ରକଳ୍ପକୁ ଆଗକୁ…

ଖାକି ପିନ୍ଧିବା ସହିତ ସିନେମା ପ୍ରତି ଥିଲା ଦୁର୍ବଳତା, ଗିରଫ ଥାନାଧିକାରୀ ସୁଶାନ୍ତଙ୍କୁ ନେଇ ବିଜେପି ଉଠାଇଲା ପ୍ରଶ୍ନ

ଭୁବନେଶ୍ୱର: ବୈପାରିଗୁଡା ଥାନା ଆଇଆଇସି ସୁଶାନ୍ତ ଶତପଥୀଙ୍କ ନିକଟରୁ ୩୭ ଲକ୍ଷ ଟଙ୍କାର ବେଆଇନ ଟଙ୍କା ଜବତ ହେବା ପରେ ଗିରଫ ଅଧିକାରୀଙ୍କ ଓଲିଉଡ ସହ ସମ୍ପର୍କ ଥିବା ସ୍ପଷ୍ଟ ହୋଇଛି। ସୂଚନା ଅନୁସାରେ ସୁଶାନ୍ତ ଶତପଥୀ ଅନେକ ଓଡ଼ିଆ ଚଳଚ୍ଚିତ୍ର ଓ ଟିଭି ଧାରାବାହିକରେ ଅଭିନୟ କରିଛନ୍ତି। ତେବେ…

ବିବାହ ବନ୍ଧନରେ ବାନ୍ଧିହେଲେ ରଣଦୀପ

ମୁମ୍ବାଇ: ଆଜି ବିବାହ ବନ୍ଧନରେ ବାନ୍ଧିହେଲେ ବଲିଉଡର ଲୋକପ୍ରିୟ ଅଭିନେତା ରଣଦୀପ ହୁଡ୍ଡା । ସେ ତାଙ୍କର ଦୀର୍ଘ ଦିନର ପ୍ରେମିକା ଲିନ୍ ଲାଇଶ୍ରମଙ୍କୁ ବିବାହ କରିଛନ୍ତି । ଏହି ବିବାହ ଉତ୍ସବ ମଣିପୁରରେ ଆୟୋଜିତ ହୋଇଥିଲା । ଇମ୍ଫାଲରେ ପାରମ୍ପରିକ ମଣିପୁରୀ ରୀତିନୀତିରେ ଉଭୟ ବିବାହ ବନ୍ଧନରେ…

ଛଅ ଦଶନ୍ଧି ଧରି ଚାଲିଥିବା ସଶସ୍ତ୍ର ଆନ୍ଦୋଳନର ଅନ୍ତ, ମଣିପୁରର ୟୁଏନ୍ଏଲ୍ଏଫ୍ ଶାନ୍ତି ରାଜିନାମା ସ୍ୱାକ୍ଷର

ନୂଆଦିଲ୍ଲୀ: ମଣିପୁରର ସର୍ବପୁରାତନ ଉପତ୍ୟକା ଭିତ୍ତିକ ସଶସ୍ତ୍ର ସଙ୍ଗଠନ ୟୁନାଇଟେଡ୍ ନ୍ୟାସନାଲ୍ ଲିବରେସନ୍ ଫ୍ରଣ୍ଟ୍ (ୟୁଏନ୍ଏଲ୍ଏଫ୍) ଏକ ଗୁରୁତ୍ୱପୂର୍ଣ୍ଣ ସଫଳତା ହାସଲ କରି ଭାରତ ସରକାରଙ୍କ ସହ ଶାନ୍ତି ଚୁକ୍ତି ସ୍ୱାକ୍ଷର କରିଛି। ଏହି ଐତିହାସିକ ମାଇଲଖୁଣ୍ଟ ଛଅ ଦଶନ୍ଧି ଧରି ଚାଲିଥିବା…

ମମତାଙ୍କ ବିରୋଧ ସତ୍ୱେ ଗୃହମନ୍ତ୍ରୀ କହିଲେ ସିଏଏ ଲାଗୁ କରିବାକୁ କେହି ଅଟକାଇପାରିବେ ନାହିଁ

କୋଲକାତା: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ କଡ଼ା ସମାଲୋଚନା କରି କହିଛନ୍ତି ଯେ ନାଗରିକତା ସଂଶୋଧନ ଆଇନ (ସିଏଏ) ଲାଗୁ କରାଯିବ ଏବଂ ଏହାକୁ କେହି ଅଟକାଇ ପାରିବେ ନାହିଁ। ସେ ଅଭିଯୋଗ କରିଛନ୍ତି ଯେ ଭୋଟ ବ୍ୟାଙ୍କ ରାଜନୀତି କାରଣରୁ ମମତା…

ଓଡ଼ିଶା ଜଙ୍ଗଲରେ ପୁଣି ଦେଖାଦେଲା କଳା ବାଘ

ଭୁବନେଶ୍ୱର: ବନ୍ୟଜନ୍ତୁ ପ୍ରେମୀଙ୍କ ପାଇଁ ଖୁସି ଖବର। ରାଜ୍ୟ ଜଙ୍ଗଲରେ ପୁଣି ଦେଖିବାକୁ ମିଳିଲା କଳା ବାଘ। କଲରା ପତରିଆ ବାଘ ମିଳିଥିବା ଟୁଇଟ୍ କଲେ ପିସିସିଏଫ୍‌ ସୁଶାନ୍ତ ନନ୍ଦ। କ୍ୟାମେରା ଟ୍ରାପ୍‌ରେ କଏଦ୍‌ ହେଲା କଳା ରଙ୍ଗର କଲରା ପତରିଆ ବାଘ। ପୂର୍ବରୁ ଶିମିଳିପାଳରେ କଳା ଦାଗ ଥିବା…

ସୁଡଙ୍ଗରୁ ଉଦ୍ଧାର ପରେ ଓଡିଶାର ୫ ଶ୍ରମିକଙ୍କୁ ଭେଟିଲେ ଶ୍ରମମନ୍ତ୍ରୀ ସାରଦା ନାୟକ

ଭୁବନେଶ୍ୱର: ୧୭ ଦିନ ଧରି ସୁଡଙ୍ଗ ଭିତରେ ଫସି ରହିଥିବା ଓଡିଶାର ୫ ଜଣ ଶ୍ରମିକଙ୍କୁ ଉଦ୍ଧାର ପରେ ଭେଟିଛନ୍ତି ଶ୍ରମମନ୍ତ୍ରୀ ସାରଦା ପ୍ରସାଦ ନାୟକ। ଆଜି ଉତ୍ତରକାଶୀ ସ୍ଥିତ ଚିନିଆଲିସୌର ହସ୍ପିଟାଲ ପରିଦର୍ଶନ କରିଛନ୍ତି ମନ୍ତ୍ରୀ। ପ୍ରଭାବିତ ଶ୍ରମିକ ଓ ସେମାନଙ୍କ ପରିବାରକୁ ସହାୟତା ଯୋଗାଇ…

ଟାଇଗର ୩, ଗଦର ୨ ରେକର୍ଡ ଭାଙ୍ଗିପାରେ ଆନିମଲ

ମୁମ୍ବାଇ: ରଣବୀର କାପୁର, ଅନୀଲ କାପୁର ଓ ବବି ଦେଓଲ ଅଭିନୀତ ଆନିମଲ ଫିଲ୍ମ ଡିସେମ୍ବର ୧ରେ ରିଲିଜ ହେବ । ରିପୋର୍ଟ ମୁତାବକ ଏହାର ଆଡଭାନ୍ସ ବୁକିଂ ବେଶ ପ୍ରଶଂସନୀୟ ରହିଛି । ଏ ପର୍ଯ୍ୟନ୍ତ ୫ ଲକ୍ଷରୁ ଅଧିକ ଟିକେଟ ବୁକ ହୋଇ ସାରିଛି । ଏପରିକି ଆନିମଲ ସଲମାନ ଖାଁଙ୍କ ଟାଇଗର ୩ ଓ ସନୀ ଦେଓଲଙ୍କ…

ସ୍ୱାସ୍ଥ୍ୟ ସେବାରେ ଯୋଗ ଦେଲେ ୩୭୩୨ ନର୍ସିଂ ଅଫିସର, ନିଷ୍ଠାର ସହ କାମ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ

ଭୁବନେଶ୍ୱର: ଆଜି ରାଜ୍ୟର ସ୍ବାସ୍ଥ୍ୟ ସେବା କ୍ଷେତ୍ରରେ ରାଜ୍ୟର ବିଭିନ୍ନ ମେଡିକାଲ କଲେଜ ଓ ଡାକ୍ତରଖାନାରେ ୩୭୩୨ ଜଣ ନର୍ସିଂ ଅଫିସର ଯୋଗ ଦେଇଛନ୍ତି। ଏଥିପାଇଁ ସ୍ଥାନୀୟ କଳିଙ୍ଗ ଷ୍ଟାଡିଅମଠାରେ ଏକ ନିଯୁକ୍ତି ପର୍ବର ଆୟୋଜନ କରାଯାଇଥିଲା। ଏହି ଅବସରରେ କାର୍ଯ୍ୟକ୍ରମରେ ଯୋଗ ଦେଇ…