ଅଭିନୟ ଛାଡିବାକୁ ଚାହୁଁଛନ୍ତି ରଣବୀର କପୁର
ମୁମ୍ବାଇ: ବଲିଉଡ ଅଭିନେତା ରଣବୀର କପୁର ତାଙ୍କର ଆଗାମୀ ଫିଲ୍ମ ‘ଆନିମଲ’ ର ପ୍ରମୋସନକୁ ନେଇ ବ୍ୟସ୍ତ ଅଛନ୍ତି । ଏସବୁ ଭିତରେ ଆଗକୁ ସେ ଫିଲ୍ମ ଦୁନିଆ ଛାଡ଼ିବାକୁ ଚାହୁଁଛନ୍ତି ବୋଲି ଜଣାଇଛନ୍ତିି । କାରଣ ସେ ତାଙ୍କର ଝିଅ ରାହାଙ୍କ ସହ ମୂଲ୍ୟବାନ ମୁହୂର୍ତ୍ତ ବିତାଇବାକୁ ଚାହୁଁଛନ୍ତି ।…