Latest Odisha News

BREAKING NEWS

ଲୋକସଭାରେ ଲଢ଼ିବା ପାଇଁ ଏନଡିଏରେ ଲାଗିଲାଣି ଯୁଦ୍ଧ !

ଭୁବନେଶ୍ୱର: ମହାରାଷ୍ଟ୍ରର ଶାସକ ମେଣ୍ଟ ସହଯୋଗୀଙ୍କ ମଧ୍ୟରେ ଲଢେ଼ଇ ଆରମ୍ଭ ହୋଇଗଲାଣି। ଗୋଟିଏ ପଟେ ସିନ୍ଦେ ଗୋଷ୍ଠୀ ବିଧାୟକଙ୍କ ଅଯୋଗ୍ୟ ଘୋଷଣା ସମ୍ପର୍କିତ ନିଷ୍ପତ୍ତି ଉପରେ ସମସ୍ତଙ୍କର ନଜର ଥିବାବେଳେ ସିନ୍ଦେ, ବିଜେପି, ଅଜିତ ସରକାରରେ ନିଜ ନିଜ ମଧ୍ୟରେ ଲଢେ଼ଇ ତୀଵ୍ର ହେବାରେ ଲାଗିଛି।…

ସରିଲା ତେଲେଙ୍ଗାନା ପ୍ରଚାର, ‘ବାଏ ବାଏ କେସିଆର’!

ଭୁବନେଶ୍ୱର: ତେଲେଙ୍ଗାନା ବିଧାନସଭା ନିର୍ବାଚନ ମତଦାନକୁ ଆଉ ମାତ୍ର ଅଳ୍ପ କିଛି ସମୟ ବାକି ଥିବାବେଳେ ହେଭିୱେଟ ପ୍ରଚାର ଶେଷ ହୋଇଛି। ବହୁଦିନ ଧରି ଚାଲିଥିବା ପ୍ରଚାର ଶେଷ ହୋଇଥିବା ବେଳେ ମତଦାନ ପାଇଁ କାଉଣ୍ଟଡାଉନ ଆରମ୍ଭ ହୋଇଛି। ପ୍ରଧାନମନ୍ତ୍ରୀ ମୋଦିଙ୍କଠୁ ଆରମ୍ଭ କରି କେନ୍ଦ୍ର…

ଅପେକ୍ଷାର ଅନ୍ତ, ସୁଡଙ୍ଗରୁ ବାହାରିଲେ ପାଞ୍ଚ ଶ୍ରମିକ

ଉତ୍ତରକାଶୀ: ଦୀର୍ଘ ୧୭ ଦିନର କଷ୍ଟସାଧ୍ୟ ଉଦ୍ଧାର କାର୍ଯ୍ଯ ପରେ ଉତ୍ତରାଖଣ୍ଡର ସିଲ୍କିୟାରାରେ ଭୁଶୁଡ଼ି ପଡ଼ିଥିବା ସୁଡଙ୍ଗରୁ ପାଞ୍ଚ ଜଣ ଖଣି ଶ୍ରମିକଙ୍କୁ ସଫଳତାର ସହ ଉଦ୍ଧାର କରାଯାଇଛି। ହାଇ-ଟେକ୍ ଡ୍ରିଲିଂ ଉପକରଣ ଏବଂ ମାନୁଆଲ "ରାଟ୍-ହୋଲ୍" କୌଶଳର ମିଶ୍ରଣରେ ହୋଇଥିବା ଏହି ଉଦ୍ଧାର ସମସ୍ତ…

ତେଲେଙ୍ଗାନା, ଏମପି, ଛତିଶଗଡରେ ଜିତିବ କଂଗ୍ରେସ !

ଭୁବନେଶ୍ୱର: ଦେଶର ପାଞ୍ଚୋଟି ରାଜ୍ୟର ବିଧାନସଭା ନିର୍ବାଚନ ପ୍ରକ୍ରିୟା ଚାଲିଥିବା ବେଳେ ଚାରୋଟି ରାଜ୍ୟର ମତଦାନ ଶେଷ ହୋଇଛି। କେବଳ ଦକ୍ଷିଣୀ ରାଜ୍ୟ ତେଲେଙ୍ଗାନାର ମତଦାନ ବାକି ରହିଛି। ସେପଟେ ଆସନ୍ତା ମାସ ତିନି ତାରିଖରେ ଗଣତି ହେବା ସହ ସବୁ ରାଜ୍ୟର ଫଳାଫଳ ପ୍ରକାଶ ପାଇବ। କିନ୍ତୁ ତା…

ବ୍ୟାଙ୍କ ନ ଥିବା ପଞ୍ଚାୟତରେ ‘ଆମ ବ୍ୟାଙ୍କ’ ଯୋଜନା ଆରମ୍ଭ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ରାଜ୍ୟର ବ୍ୟାଙ୍କ ସୁବିଧା ନ ଥିବା ଅଞ୍ଚଳ ପାଇଁ ଯୁଗାନ୍ତକାରୀ ‘ଆମ ବ୍ୟାଙ୍କ’ ଯୋଜନା ଆରମ୍ଭ କରିଛନ୍ତି। ଏହାଦ୍ବାରା ବ୍ୟାଙ୍କ ସୁବିଧା ନ ଥିବା ୪୩୭୩ ପଞ୍ଚାୟତରେ ଲୋକମାନେ ବ୍ୟାଙ୍କିଙ୍ଗ ସୁବିଧା ପାଇବେ। ୨୦୨୪ ମାର୍ଚ୍ଚ ସୁଦ୍ଧା ଏହି ସମସ୍ତ…

ସଚିନ ଷ୍ଟେସନରେ ସୁନୀଲ ଗାଭାସ୍କର, କେଉଁଠି ରହିଛି?

ଅହମଦାବାଦ: ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ ସୁନୀଲ ଗାଭାସ୍କର ଗୁଜୁରାଟର ସୁରଟ ସ୍ଥିତ 'ସଚିନ୍' ରେଳ ଷ୍ଟେସନ୍ ବୁଲିବା ବେଳେ କ୍ରିକେଟର ସଚିନ ତେନ୍ଦୁଲକରଙ୍କୁ ପ୍ରଶଂସା କରିଛନ୍ତି। ଗାଭାସ୍କର ଷ୍ଟେସନର ଏକ ଫଟୋ ସୋସିଆଲ ମିଡିଆରେ ସେୟାର କରି ଏହି ମହାନ କ୍ରିକେଟରଙ୍କ ନାଁରେ…

ସିରିଜ ଅଧାରୁ ବିବାହ ପାଇଁ ଗଲେ ମୁକେଶ

ଗୌହାଟୀ: ଭାରତ-ଅଷ୍ଟ୍ରେଲିଆ ୫ ମ୍ୟାଚ ବିଶିଷ୍ଟ ସିରିଜ ଅଧାରୁ ପେସ ବୋଲର ମୁକେଶ କୁମାର ଘରକୁ ଫେରିଛନ୍ତି । ସେ ହଠାତ କାହିଁକି ସିରିଜ ଅଧାରୁ ପଳାଇଗଲେ ତାହାର ଖୁଲାସା ଏବେ ହୋଇଛି । ତୃତୀୟ ମ୍ୟାଚ ପୂର୍ବରୁ ମୁକେଶ ତାଙ୍କ ବିବାହ ପାଇଁ ବିସିସିଆଇ ନିକଟରୁ ଅନୁମତି ଆଣିଥିଲେ । ସେ ୪ର୍ଥ ଟି୨୦…

ଅଯୋଧ୍ୟାରୁ ରାୟଗଡ଼ାରେ ପହଞ୍ଚିଲା ପ୍ରଭୁ ଶ୍ରୀରାମଙ୍କ ପବିତ୍ର ଅକ୍ଷତ କଳସ

ରାୟଗଡା: ଆସନ୍ତା ୨୦୨୪ ଜାନୁଆରୀ ୨୨ ତାରିଖ ଦିନ ଅଯୋଧ୍ୟାରେ ହେବାକୁ ଯାଉଛି ପ୍ରଭୁ ଶ୍ରୀରାମଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବ । ଏହି ଅବସରରେ ଶ୍ରୀରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଅଯୋଧ୍ୟା ପକ୍ଷରୁ ଗତ ୫ ନଭେମ୍ବରରେ ଅଯୋଧ୍ୟା ଠାରେ ଅକ୍ଷତ ପୂଜା ଅନୁଷ୍ଠିତ ହୋଇଥିଲା । ଏହି ପୁଜାରେ…

ସମ୍ଭାବ୍ୟ ବାତ୍ୟା ‘ମିଚାଉଙ୍ଗ୍‌’କୁ ନେଇ ମତ୍ସ୍ୟଜୀବୀଙ୍କୁ ସତର୍କତା, ଆସନ୍ତା ୧ ରୁ ସମୁଦ୍ର ଯିବାକୁ ମନା

ଭୁବନେଶ୍ୱର: ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ଉପରେ ଆଇଏମଡିର ପୂର୍ବାନୁମାନ ପରେ ସ୍ୱତନ୍ତ୍ର ରିଲିଫ୍ କମିଶନର (SRC) ଓଡିଶା ଉପକୂଳରେ ଥିବା ମତ୍ସ୍ୟଜୀବୀଙ୍କ ପାଇଁ ହାଇ ଆଲର୍ଟ ଜାରି କରିଛି। ଏସଆରସି କହିବା ଅନୁସାରେ ବାତ୍ୟା ମିଚାଉଙ୍ଗ୍‌ ପଶ୍ଚିମ ଓ ଉତ୍ତର-ପଶ୍ଚିମ ଦିଗକୁ ଗତି କରିବ ଏବଂ…

‘ସେଲ୍ୟୁଟ ଟୁ ଆୱାର ରେସକ୍ୟୁ ଟିମ’ର ବାର୍ତ୍ତା ଦେଇ ବାଲୁକା କଳାରେ ଶୁଭେଚ୍ଛା ଜଣାଇଲେ ସୁଦର୍ଶନ

ପୁରୀ: ଉତ୍ତରକାଶୀର ଟନେଲ ରେସକ୍ୟୁ ଟିମକୁ ବାଲୁକାକଳାରେ ଶୁଭେଚ୍ଛା ଜଣାଇଲେ ବାଲୁକାଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ। ଟନେଲର ଏକ ବାଲୁକା ଚିତ୍ର ଆଙ୍କି ପୁରୀ ବେଳାଭୂମିରେ ସେଲ୍ୟୁଟ ଟୁ ଆୱାର ରେସକ୍ୟୁ ଟିମର ବାର୍ତ୍ତା ଦେଇଛନ୍ତି ସୁଦର୍ଶନ। ଉତ୍ତରକାଶୀର ଟନେଲରେ ୪୧ ଜଣ ଶ୍ରମିକ ଫସି…