Latest Odisha News

BREAKING NEWS

ସ୍ମରଣୀୟ କରିବାକୁ ବିମାନ ଭିତରେ ବାହାଘର

ଦୁବାଇ: ସାଧାରଣତଃ ଅଧିକାଂଶ ଲୋକ ନିଜ ବିବାହକୁ ସ୍ୱତନ୍ତ୍ର କରିବାକୁ ଚାହାଁନ୍ତି । ଏହାକୁ ସ୍ମରଣୀୟ କରିବା ପାଇଁ ବିଭିନ୍ନ ଉପାୟ ଆପଣାଇଥାନ୍ତି । ସେ ସାଜ୍ଜସଜ୍ଜା ହେଉ ବା ମେକ୍‌?ଅପ୍‌?, ବା ଭୋଜି ସବୁକିଛି ନୂଆ କରିବାକୁ ଚାହାଁନ୍ତି ସସସ୍ତେ । ସେହିପରି ବିବାହ ସମୟରେ ବର କାର, ଘୋଡ଼ାଗାଡ଼ି,…

ରାତି ପାହିଲେ ଐତିହାସିକ କଟକ ବାଲିଯାତ୍ରା; ମୁଖ୍ୟ ଆକର୍ଷଣ ସାଜିବ ଅଣ୍ଡର ୱାଟର୍‌‌ ଫିସ୍‌‌ ଟନେଲ

କଟକ: ରାତି ପାହିଲେ ମହାନଦୀର ବିସ୍ତିର୍ଣ୍ଣ ବାଲି ଶଯ୍ୟାରେ ଆରମ୍ଭ ହେଵ ଐତିହାସିକ କଟକ ବିଲିଯାତ୍ରା । ଏହି ବିଶ୍ବ ପ୍ରସିଦ୍ଧ ବାଲିଯାତ୍ରାକୁ ଚାତକ ଭାବେ ଚାହିଁ ରହିଛନ୍ତି ଲୋକେ । କାରଣ ଏହି ମେଳାରେ ସମସ୍ତ ପ୍ରକାରର ଖାଦ୍ୟ, ପାନୀୟ, ନୃତ୍ୟ, ଗୀତ ଓ ମନୋରଞ୍ଜନର ଭରପୁର ମଜାନେଇଥାନ୍ତି ଲୋକେ…

ବାଲୁକା ଚିତ୍ରକଳାରେ କାର୍ତ୍ତିକ ପୂର୍ଣ୍ଣିମା ଶୁଭେଚ୍ଛା ଜଣାଇଲେ ବାଲୁକା ଶିଳ୍ପୀ

ପୁରୀ: ରାତି ପାହିଲେ ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା। କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ଓଡ଼ିଶାବାସୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି ବାଲୁକା ଚିତ୍ରଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ। ବାଲିରେ ଏକ ସୁନ୍ଦର ନୌକା ନିର୍ମାଣ ସହ ମହାପ୍ରଭୁଙ୍କ ପ୍ରତିକୃତି ତିଆରି କରି ପ୍ରତ୍ୟେକ ଓଡିଆଙ୍କୁ…

ସାତକୋଶିଆକୁ ଫେରିବେ ହଳେ ମହାବଳ, ଅଭୟାରଣ୍ୟରେ ଶୁଭିବ ବାଘ-ବାଘୁଣୀର ଗର୍ଜନ

ଅନୁଗୁଳ: ପଶୁ ପ୍ରେମୀଙ୍କ ପାଇଁ ଖୁସି ଖବର। ଅନୁଗୁଳ ଜିଲ୍ଲାର ସାତକୋଶିଆରେ ପୁଣି ଫେରିବ ମହାବଳ। ଅଭାୟରଣ୍ୟରେ ଶୁଭିବ ବାଘ-ବାଘୁଣୀର ଗର୍ଜନ। ପ୍ରୋଜେକ୍ଟ ଟାଇଗରର ବିଫଳତା ପରେ ସାତକୋଶିଆ କର୍ତ୍ତୃପକ୍ଷଙ୍କୁ ଉପଯୁକ୍ତ କ୍ଷତିପୂରଣ ସହିବାକୁ ପଡିଥିଲା। ଏହା ପରେ ସାତକୋଶିଆରେ ଆରମ୍ଭ ହୋଇଥିଲା…

ଗୁଣୁପୁରରେ ଦୁଇ ଦିନିଆ ଜିଲ୍ଲାସ୍ତରୀୟ କୃଷି ଯନ୍ତ୍ରପାତି ମେଳା ଅନୁଷ୍ଠିତ

ରାୟଗଡା: ଗୁଣୁପୁର ସଦର ଚଇତି ମଣ୍ଡପରେ ଆୟୋଜିତ ହୋଇଯାଇଛି ଦୁଇ ଦିନିଆ ଜିଲ୍ଲାସ୍ତରୀୟ କୃଷି ଯନ୍ତ୍ରପାତି ମେଳା । ଗତକାଲି ୨୫ ତାରିଖରୁ ଆରମ୍ଭ ହୋଇ ଏହି ମେଳା ଆଜି ଦୁଇ ଦିନ ଧରି ଗୁଣୁପୁର ଚଇତି ମଣ୍ଡପରେ ଅନୁଷ୍ଠିତ ହୋଇଯାଇଛି । ଏହି ମେଳାକୁ ପ୍ରଥମ ଦିନ ଗୁଣୁପୁର ଉପଜିଲ୍ଲାପାଳ ଲଳିତ…

ଆଇପିଏଲ ୨୪ ମିନି ଅକ୍ସନ ପାଇଁ ଫ୍ରାଂଚାଇଜ ପ୍ରସ୍ତୁତ: ଜାରୀ ହେଲା ରିଟେନ, ରିଲିଜ ଖେଳାଳିଙ୍କ ତାଲିକା

ନୂଆଦିଲ୍ଲୀ: ଆଇପିଏଲ ୨୦୨୪ ମିନି ଅକ୍ସନ ପାଇଁ ଫ୍ରାଂଚାଇଜମାନେ ପ୍ରସ୍ତୁତ ହୋଇଛନ୍ତି । ରବିବାର ସେମାନେ ରିଟେନ ଓ ରିଲିଜ ଖେଳାଳିଙ୍କ ତାଲିକା ଜାରୀ କରିଛନ୍ତି । ଚେନ୍ନାଇ ବେନ ଷ୍ଟୋକ୍ସଙ୍କୁ ବାହାର କରିଥିବା ବେଳେ ଦିଲ୍ଲୀ ୧୧ ଖେଳାଳିଙ୍କୁ ରିଲିଜ କରିଛି । ଚେନ୍ନାଇ ସୁପର କିଙ୍ଗସ ରିଟେନ…

ମିଶନ ଶକ୍ତି ଗୋଷ୍ଠୀକୁ ବ୍ୟାଙ୍କ ଲିଙ୍କ୍ କରିବାକୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ

ଭୁବନେଶ୍ୱର: ମୁକ୍ତ (MUKTA) ପ୍ରକଳ୍ପର କାର୍ଯ୍ୟକାରିତାକୁ ଶୃଙ୍ଖଳିତ କରିବା ପାଇଁ ମିଶନ ଶକ୍ତି ଗୋଷ୍ଠୀକୁ ବ୍ୟାଙ୍କ ଲିଙ୍କ୍ କରିବାକୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ। ମିଶନ ଶକ୍ତି ଗୋଷ୍ଠୀ ପାଇଁ ୫ଲକ୍ଷ ପର୍ଯ୍ୟନ୍ତ ସୁଧମୁକ୍ତ ଋଣ ମାଧ୍ୟମରେ ରାଜ୍ୟ ସରକାର ମହିଳା ଏସଏଚଜିର…

ପୋଲିସକୁ ଚକମା ଦେଇ ଥାନାରୁ ଫେରାର ହେଲା ଅଭିଯୁକ୍ତ

ବଲାଙ୍ଗିର: ଥାନାରୁ ଚମ୍ପଟ ମାରିଲା ଗିରଫ ଅଭିଯୁକ୍ତ । ଏଭଳି ଘଟଣା ଦେଖିବାକୁ ମିଳିଛି ବଲାଙ୍ଗିର ଜିଲ୍ଲା ସଇଁତଳା ଥାନା ଅଧୀନ ଟିକ୍ରାପାଡା ଫାଣ୍ଡିରେ । ଫେରାର ଅଭିଯୁକ୍ତ ଜଣଙ୍କ ହେଉଛି ଟିକ୍ରାପଡ଼ା ଗ୍ରାମର ବୁଲୁ ରାଜପାଲିଆ । ମୋବାଇଲ ଚୋରି ମାମଲାରେ ଉକ୍ତ ଅଭିଯୁକ୍ତ କୁ ଗିରଫ କରିଥିଲା…

ହରିଣ ଶିକାର ବେଳେ ୫ ତସ୍କର ଗିରଫ, ବିପୁଳ ପରିମାଣର ମାଂସ ଜବତ

ସୁନ୍ଦରଗଡ: ସୁନ୍ଦରଗଡ ଜିଲ୍ଲାରେ ଗୋଟିଏ ହରିଣକୁ ହତ୍ୟା କରୁଥିବା ସମୟରେ ମାଡିବସିଲା ବନବିଭାଗ । ଘଟଣାସ୍ଥଳରୁ ୫ ଜଣଙ୍କୁ ଗିରଫ କରିବା ସହ ସେମାନଙ୍କ ନିକଟରୁ ବିପୁଳ ପରିମାଣର ହରିଣ ମାଂସ ଜବତ କରିଛି ବିଭାଗ । ସୂଚନାନୁସାରେ, ଶନିବାର ରାତିରେ ଝାଡଖଣ୍ଡ ସୀମାବର୍ତତ୍ତୀ ଜିଲ୍ଲାର କୋଇଡା…

ଟଲିଉଡ଼ରେ ଓଡ଼ିଆ ଝିଅ; ମାଲକାଲନଗିରିର ମୋନିକା ତେଲୁଗୁ ଫିଲ୍ମର ମୁଖ୍ୟ ନାୟିକା

ମାଲକାନଗିରି: ତେଲୁଗୁ ସିନେମାର ନାୟିକା ହେବେ ମାଲକାନଗିରି ଝିଅ ମୋନିକା ସମାଦ୍ଦାର। ‘ଗାରାଗା’ ଫିଲ୍ମରେ ଲିଡ୍ ରୋଲରେ ନଜର ଆସିବେ କାଲିମେଳା ଏମଭି-୭୫ ଗାଁର ମୋନିକା। ଜୋରସୋରରେ ଚାଲିଛି ଫିଲ୍ମର ସୁଟିଂ। ତେଲୁଗୁ ସିନେମାରେ ମୁଖ୍ୟ ନାୟିକା ଭାବେ ଅଭିନୟ କରି ଜିଲ୍ଲା ପାଇଁ ଆଣିଛନ୍ତି ଗର୍ବ।…