Latest Odisha News

BREAKING NEWS

ଆଇପିଏଲ ୨୪ ମିନି ଅକ୍ସନ ପାଇଁ ଫ୍ରାଂଚାଇଜ ପ୍ରସ୍ତୁତ: ଜାରୀ ହେଲା ରିଟେନ, ରିଲିଜ ଖେଳାଳିଙ୍କ ତାଲିକା

ନୂଆଦିଲ୍ଲୀ: ଆଇପିଏଲ ୨୦୨୪ ମିନି ଅକ୍ସନ ପାଇଁ ଫ୍ରାଂଚାଇଜମାନେ ପ୍ରସ୍ତୁତ ହୋଇଛନ୍ତି । ରବିବାର ସେମାନେ ରିଟେନ ଓ ରିଲିଜ ଖେଳାଳିଙ୍କ ତାଲିକା ଜାରୀ କରିଛନ୍ତି । ଚେନ୍ନାଇ ବେନ ଷ୍ଟୋକ୍ସଙ୍କୁ ବାହାର କରିଥିବା ବେଳେ ଦିଲ୍ଲୀ ୧୧ ଖେଳାଳିଙ୍କୁ ରିଲିଜ କରିଛି ।
ଚେନ୍ନାଇ ସୁପର କିଙ୍ଗସ
ରିଟେନ କରାଯାଇଥିବା ଖେଳାଳି: ମହେନ୍ଦ୍ର ସିଂ ଧୋନୀ (ଅଧିନାୟକ), ଡେଭନ କନୱେ, ରିତୁରାଜ ଗାଏକ୍ୱାଡ, ଅଜିଙ୍କ୍ୟ ରାହାଣେ, ଶେଖ ରଶିଦ, ରବୀନ୍ଦ୍ର ଜାଡେଜା, ମିଚେଲ ସାଂଟେନର, ମୋଇନ ଅଲୀ, ଶିବମ ଦୁବେ, ନିଶାନ୍ତ ସିନ୍ଧୁ, ଅଜୟ ମଣ୍ଡଳ, ରାଜବର୍ଦ୍ଧନ ହଙ୍ଗେରକର, ଦୀପକ ଚହର, ମହୀଶ ତିକ୍ଷଣା, ମୁକେଶ ଚୌଧୁରୀ, ପ୍ରଶାନ୍ତ ସୋଲାଙ୍କି, ସିମରଜିତ ସିଂ, ତୁଷାର ଦେଶପାଣ୍ଡେ, ମଥୀଷା ପଥିରାନା ।
ରିଲିଜ କରାଯାଇଥିବା ଖେଳାଳି: ବେନ ଷ୍ଟୋକ୍ସ, ଅମ୍ବାତି ରାୟୁଡୁ, ଡ୍ୱେନ ପ୍ରିଟୋରିୟସ, ଭଗତ ବର୍ମା, ଶୁଭ୍ରାଂଶୁ ସେନାପତି, ଆକାଶ ସିଂ, କାଇଲ ଜେମିସନ, ସିସନ୍ଦା ମିଗଲ

ଦିଲ୍ଲୀ କ୍ୟାପିଟାଲ୍ସ:
ରିଟେନ କରାଯାଇଥିବା ଖେଳାଳି: ରିଷଭ ପନ୍ତ, ଡେଭିଡ ୱାର୍ଣ୍ଣର, ପୃଥ୍ୱୀ ଶ, ଅଭିଷେକ ପୋରେଲ, ଅକ୍ଷର ପଟେଲ, ଲଳିତ ଯାଦବ, ମିଚେଲ ମାର୍ଶ, ୟଶ ଢ଼ୁଲ, ପ୍ରବୀଣ ଦୁବେ, ଭିକ୍କି ଓସ୍ତୱେଲ, ଏନରିକ ନୋର୍ଜେ, କୂଲଦୀପ ଯାଦବ, ଲୁଙ୍ଗି ଏନଗିଡି, ଖଲୀଲ ଅହମ୍ମଦ, ଈଶାନ୍ତ ଶର୍ମା, ମୁକେଶ କୁମାର ।
ରିଲିଜ ହୋଇଥିବା ଖେଳାଳି: ରାଇଲୋ ରୁସୀ, ଚେତନ ସାକାରିଆ, ଆର.ପାୱେଲ, ମନୀଷ ପାଣ୍ଡେ, ଫ୍ଲିପ ସାଲ୍ଟ, ମୁସ୍ତାଫିଜୁର ରହେମାନ, କମଲେଶ ନାଗରକୋଟି, ରିପଲ ପଟେଲ, ସର୍ଫରାଜ ଖାଁ, ଅମନ ଖାଁ, ପ୍ରିୟମ ଗର୍ଗ ।
ରାଜସ୍ଥାନ ରୟାଲ୍ସ:
ରିଟେନ କରାଯାଇଥିବା ଖେଳାଳି: ସଞ୍ଜୁ ସାମସନ(ଅଧିନାୟକ), ଜୋସ ବଟଲର, ଶିମରେନ ହେଟମେୟର, ଯଶସ୍ୱୀ ଜୈସୱାଲ, ଧ୍ରୁବ ଜୁରେଲ, ରିୟାନ ପରାଗ, ଡୋନୋବନ ଫେରାରିୟା, କୃଣାଳ ରାଠୋର, ରବିଚନ୍ଦ୍ରନ ଅଶ୍ୱୀନ, କୂଲଦୀପ ସେନ, ନବଦୀପ ସୈନୀ, ପ୍ରସିଦ୍ଧ କ୍ରିଷ୍ଣା, ସନ୍ଦୀପ ଶର୍ମା, ଟ୍ରେଂଟ ବୋଲ୍ଟ, ୟୁଜଭେନ୍ଦ୍ର ଚହଲ, ଆଡାମ ଜାମ୍ପା, ଆଭେଶ ଖାଁ ।
ରିଲିଜ ହୋଇଥିବା ଖେଳାଳି: ଜୋ ରୁଟ, ଅବଦୁଲ ରଶିଦ, ଜାସନ ହୋଲ୍ଡର, ଆକାଶ ବଶିଷ୍ଠ, କୂଲଦୀପ ଯାଦବ, ଓଭେଡ ମେକାୟ, ମୁରୁଗୁନ ଅଶ୍ୱୀନ, କେସି କାରିଆପ୍ପା, କେଏଲ ଅସିଫ ।

ପଞ୍ଜାବ କିଙ୍ଗସ
ରିଟେନ କରାଯାଇଥିବା ଖେଳାଳି: ଶିଖର ଧାୱନ, ଜନୀ ବେୟାରଷ୍ଟୋ, ଜିତେଶ ଶର୍ମା, ପ୍ରଭାସିମ୍ରନ ସିଂ, ମାଥ୍ୟୁ ଶର୍ଟ, ହରପ୍ରୀତ ଭାଟିଆ, ଅଥର୍ବ ତାଇଦେ, ରିଷି ଧାୱନ, ସାମ କରନ, ସିକନ୍ଦର ରାଜା, ଲିୟାମ ଲିଭିଂଷ୍ଟୋନ, ଗୁରୁନ୍ନର ସିଂ, ଶିବମ ସିଂ, ରାହୁଲ ଚହର, ଅର୍ଶଦୀପ ସିଂ, ହରପ୍ରୀତ ବରାର, କାଗିସୋ ରାବାଡା, ନାଥାନ ଏଲିସ ।
ରିଲିଜ ହୋଇଥିବା ଖେଳାଳି: ଭାନୁକା ରାଜପାକ୍ଷେ, ମୋହିତ ରାଠୀ, ବଲତେଜ ଢ଼ାଣ୍ଡା, ରାଜା ଅଙ୍ଗଦ ବାବା, ଶାହାରୁଖ ଖାଁ ।
କୋଲକାତା ନାଇଟ ରାଇଡର୍ସ
ରିଟେନ କରାଯାଇଥିବା ଖେଳାଳି: ଶ୍ରେୟାଶ ଆୟାର (ଅଧିନାୟକ), ରିଙ୍କୁ ସିଂ, ରହମୁନାଲ୍ଲା ଗୁରବାଜ, ଆନ୍ଦ୍ରେ ରସେଲ, ନୀତିଶ ରାଣା, ଭେଙ୍କେଟେଶ ଆୟାର, ଜାସନ ରାୟ, ଅନୁକୂଲ ରାୟ, ସୁନୀଲ ନାରିନ, ବୈଭବ ଆରୋରା, ହର୍ଷିତ ରାଣା, ସୁୟଶ ଶର୍ମା, ବରୁଣ ଚକ୍ରବର୍ତିୀ ।
ରିଲିଜ ହୋଇଥିବା ଖେଳାଳି: ଶାକିବ ଉଲ ହାସନ, ଲିଟନ ଦାସ, ଆର୍ଯ୍ୟ ଦେଶାଇ, ଡେଭିଡ ୱିଜ, ଏନ.ଜଗଦୀଶନ, ମନଦୀପ ସିଂ, କୂଲୱନ୍ତ ଖଜୋରଲିୟା, ଶାର୍ଦ୍ଦୁଳ ଠାକୁର, ଲୋକି ଫର୍ଗୁଶନ, ଉମେଶ ଯାଦବ, ଜନଶନ ଚାର୍ଲସ, ଟିମ ସୌଥୀ ।

ସନରାଇଜର୍ସ ହାଇଦ୍ରାବାଦ:
ରିଟେନ କରାଯାଇଥିବା ଖେଳାଳି: ଆଡେନ ମାର୍କରାମ (ଅଧିନାୟକ), ରାହୁଲ ତ୍ରିପାଠୀ, ମୟଙ୍କ ଅଗୱାଲ, ହେନରିକ କ୍ଲାସେନ, ଗ୍ଲେନ ଫିଲିପ୍ସ, ଉପେନ୍ଦ୍ର ଯାଦବ, ନୀତିଶ କୁମାର, ଅନମୋଲପ୍ରୀତ ସିଂ, ରଣବୀର ସିଂ, ଅବଦୁଲ ସମଦ, ମାର୍କୋ ୟାନସେନ, ଅଭିଷେକ ଶର୍ମା, ୱାଶିଂଟନ ସୁନ୍ଦର, ଭୁବନେଶ୍ୱର କୁମାର, ଉମରାନ ମଲିକ, ଟି.ନଟରାଜନ, ମୟଙ୍କ ମାର୍କଣ୍ଡ ।
ରିିଲିଜ ହୋଇଥିବା ଖେଳାଳି: ହ୍ୟାରୀ ବ୍ରୁକ, ସମର୍ଥ ବ୍ୟାସ, କାର୍ତିକ ତ୍ୟାଗୀ, ଭିଭ୍ରାନ୍ତ ଶର୍ମା, ଅକୀଲ ହୁସେନ, ଅଦିଲ ରଶିଦ ।
ଲକ୍ଷ୍ନୌ ସୁପର ଜ୍ୟାଂଟସ
ରିଟେନ ହୋଇଥିବା ଖେଳାଳି: ଲୋକେଶ ରାହୁଲ (ଅଧିନାୟକ), କ୍ୱିଂଟନ ଡିକକ, ନିକୋଲସ ପୂରନ, ଆୟୂଶ ବଦାନୀ, କାଇଲ ମେୟର୍ସ, ମାର୍କସ ଷ୍ଟୋଇନିସ, ଦୀପକ ହୁଡା, ଦେବୀଦତ ପାଡିକଲ, ରବି ବିଶ୍ନୋଇ, ନବୀନ ଉଲ ହକ, କୃଣାଳ ଯାଦବ, ଯୁଦ୍ଧବୀର ସିଂ, ପ୍ରେରକ ମାକଣ୍ଡ, ୟଶ ଠାକୁର, ଅମିତ ମିଶ୍ର, ମାର୍କ ଉଡ, ମୟଙ୍କ ଯାଦବ, ମୋହିସିନ ଖାଁ
ରିଲିଜ ହୋଇଥିବା ଖେଳାଳି: ଜୟଦେବ ଉନାଡକଟ, ଡେନିୟଲ ସମ୍ସ, ମନନ ବୋରା, ସ୍ୱପ୍ନିଳ ସିଂ, କର୍ଣ୍ଣ ଶର୍ମା, ଅର୍ପିତ ଗୁଲେରିୟା, ସୁୟାସ ସେଡଗେ, କରୁଣ ନାୟାର ।

ଗୁଜରାଟ ଟାଇଟନ୍ସ
ରିଟେନ କରାଯାଇଥିବା ଖେଳାଳି: ଡେଭିଡ ମିଲର, ଶୁଭମନ ଗିଲ, ମାଥ୍ୟୁ ଶର୍ଟ, ରିଦ୍ଧିମାନ ଶାହ, କେନ ୱିଲିୟମସନ, ହାର୍ଦ୍ଦିକ ପାଣ୍ଡ୍ୟା (ଅଧିନାୟକ), ଅଭିନବ ମନୋହର, ସାଇ ସୁଦର୍ଶନ, ଦର୍ଶନ ନଲକଣ୍ଡ, ବିଜୟ ଶଙ୍କର, ଜୟନ୍ତ ଯାଦବ, ରାହୁଲ ତେୱାଟିଆ, ମହମ୍ମଦ ସାମୀ, ନୂର ଅହମ୍ମଦ, ସାଇ କିଶୋର, ରଶିଦ ଖାଁ, ଜୋଶୁଆ ଲିଟିଲ, ମୋହିତ ଶର୍ମା ।
ରିଲିଜ ହୋଇଥିବା ଖେଳାଳି: ୟଶ ଦୟାଲ, କେଏସ ଭରତ, ଶିବମା ମାବୀ, ପ୍ରଦୀପ ସାଙ୍ଗୱାନ, ଓଡିୟନ ସ୍ମିଥ, ଅଲଜାରୀ ଜୋସେଫ, ଦଶୁନା ସାନକା ।ମୁମ୍ବାଇ ଇଣ୍ଡିଆନ୍ସ
ରିଟେନ କରାଯାଇଥିବା ଖେଳାଳି: ରୋହିତ ଶର୍ମା (ଅଧିନାୟକ), ଡେଭାଲ୍ଡ ବ୍ରେବିସ, ସୂର୍ଯ୍ୟକୁମାର ଯାଦବ, ଈଶାନ କିଶାନ, ତିଳକ ବର୍ମା, ଟିମ ଡେଭିଡ, ବିଷ୍ଣୁ ବିନୋଦ, ଅର୍ଜୁନ ତେନ୍ଦୁଲକର, କ୍ୟାମେରୁନ ଗ୍ରୀନ, ଶମ୍ସ ମୁଲାନୀ, ନେହଲ ବଧେରା, ଯଶପ୍ରୀତ ବୁମରାହ, କୁମାର କାର୍ତିକେୟ, ପୀୟୂଷ ଚାୱଲା, ଆକାଶ ମାଧୱଲ, ଜେସନ ବେହନରଡେର୍ଫ, ରୋମାରିଆ ଶେଫର୍ଡ ।
ରିଲିଜ ହୋଇଥିବା ଖେଳାଳି: ମହମ୍ମଦ ଅର୍ଶଦ ଖାଁ, ରମନଦୀପ ସିଂ, ହ୍ରିତିକ ଶୌକୀନ, ରାଘବ ଗୋୟଲ, ଜୋଫ୍ରା ଆର୍ଚ୍ଚର, ସନ୍ଦୀପ ୱାରିୟର, କ୍ରିସ ଜୋର୍ଡାନ ।ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର
ରିଟେନ କରାଯାଇଥିବା ଖେଳାଳି: ଫାଫ ଡୁ ପ୍ଲେସି, ଗ୍ଲେନ ମ୍ୟାକ୍ସୱେଲ, ବିରାଟ କୋହଲି, ରଜତ ପାଟୀଦାର, ଅନୁଜ ରାୱତ, ଦୀନେଶ କାର୍ତିକ, ସୁୟଶ ପ୍ରଭୂଦେଶାଇ, ୱିଲ ଜ୍ୟାକ୍ସ, ମହୀପାଲ ଲୋମରାର, କର୍ଣ୍ଣ ଶର୍ମା, ମନୋଜ ଭାଡଗେ, ମୟଙ୍କ ଡଗର, ବିଜୟ କୁମାର, ମହମ୍ମଦ ସିରାଜ, ରିସ ଟପଲେ, ହିଂମାଶୁ ଶର୍ମା, ରାଜନ କୁମାର ।
ରିଲିଜ କରାଯାଇଥିବା ଖେଳାଳି: ୱାନିନ୍ଦୁ ହସରଙ୍ଗା, ହର୍ଷଲ ପଟେଲ, ଜୋଶ ହାଜେଲଉଡ, ଫିନ ଏଲେନ, ମାଇକେଲ ବ୍ରେସୱେଲ, ସୋନୁ ଯାଦବ, ଡେଭିଡ ୱିଲି, ୱେନ ପାର୍ଣ୍ଣେଲ, ସୋନୁ ଯାଦବ, ଅବିନାଶ ସିଂ, ସିଦ୍ଧାର୍ଥ କୌଲ ଓ କେଦାର ଯାଦବ ।

Leave A Reply

Your email address will not be published.