କପୁରଥାଲା ଗୁରୁଦ୍ୱାରରେ ଗୁଳିକାଣ୍ଡ: ଜଣେ ପୋଲିସ କର୍ମୀ ମୃତ, ୩ ଗୁରୁତର
କପୁରଥାଲା: ପଞ୍ଜାବର କପୁରଥାଲା ଗୁରୁଦ୍ୱାରରେ ସକାଳୁ ସକାଳୁ ଗୁଳିକାଣ୍ଡ ଘଟିଛି । ଏଥିରେ ଜଣେ ପୋଲିସ କର୍ମୀଙ୍କର ମୃତ୍ୟୁ ଘଟିଛି । ଏକାଧିକ ପୋଲିସ କର୍ମୀ ଆହତ ହୋଇଥିବା ସୂଚନା ମିଳିଛି । ଏହି ଘଟଣା ସକାଳ ସାଢେ ୭ଟାରେ ଘଟିଥିବା କୁହଯାଉଛି ।
ଗୁରୁଦ୍ୱାରରେ ନିହଙ୍ଗ ଶିଖ ପକ୍ଷରୁ…