Latest Odisha News

BREAKING NEWS

ଫୋନ୍ ପେ’ରେ ନେଉଥିଲେ ଲାଞ୍ଚ, ପୋଲିସକୁ ଧରିଲା ପୋଲିସ

ବୌଦ୍ଧ: କୋର୍ଟଙ୍କ ନିର୍ଦ୍ଦେଶ ସତ୍ତ୍ବେ ଜିଲ୍ଲାରେ ମଙ୍ଗଳବାର ଏକ ଜବତ ଗାଡ଼ିକୁ ଛାଡ଼ିବା ପାଇଁ 15 ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଅଧିକାରୀମାନେ ଜଣେ ପୁଲିସ ସବ୍ଇନ୍ସପେକ୍ଟରଙ୍କୁ କାବୁ କରିଛନ୍ତି। ବିକ୍ରମ ଦେହୁରୀ ନାମକ ଏହି ସବ୍-ଇନ୍ସପେକ୍ଟର ଜଣକ ବାଉଁଶୁଣି ଥାନାରେ…

ଯାହା ବାହାଘରରେ ସାକ୍ଷୀ ତାଙ୍କୁ ବିବାହ କରୁଛନ୍ତି ବିଧାୟକ: ସୋମାଲିକା

କଟକ : ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କର ଦାସଙ୍କ ପୂର୍ବତନ ପ୍ରେମିକା ସୋମାଲିକା ଦାଶ ମଙ୍ଗଳବାର କଟକ ଜିଲ୍ଲା ସବ୍ ରେଜିଷ୍ଟ୍ରାର (ଡିଏସ୍ଆର୍)ଙ୍କ ଅଫିସରେ ଏକ ସତ୍ୟପାଠ ଦାଖଲ କରିଛନ୍ତି। ଯେଉଁଥିରେ ସେ ଦାବି କରିଛନ୍ତି, ବିଧାୟକ ବିଜୟ ଶଙ୍କର ଯାହାଙ୍କ ବାହାଘରରେ ସାକ୍ଷୀ ଥିଲେ ତାଙ୍କୁ ସେ…

ଉତ୍ତରକାଶୀ ଟନେଲରେ ଶ୍ରମିକଙ୍କ ୧୧ ଦିନ: ଗତକାଲି ରାତ୍ରିଭୋଜନରେ ଖାଇଥିଲେ ପଲାଉ-ପନୀର, ଉଦ୍ଧାର ପାଇଁ ଆହୁରି ୩୦…

ଉତ୍ତରକାଶୀ:୧୧ ଦିନ ଧରି ଉତ୍ତରକାଶୀ ଟନେଲରେ ଫସି ରହିଥିବା ଶ୍ରମିକଙ୍କୁ ଉଦ୍ଧାର କରିବାର ଆଶା ଉଜ୍ଜ୍ୱଳ ହେଉଛି । ଗତକାଲି ସୁଡଙ୍ଗ ଭିତରର ପ୍ରଥମ ଭିଜୁଆଲ ସାମ୍ନାକୁ ଆସିଥିଲା । ସମସ୍ତ ଶ୍ରମିକ ସୁସ୍ଥ ଥିବା ଦେଖିବାକୁ ମିଳିଥିଲା । ୯ ଦିନ ପରେ ପାଇପ ଯୋଗେ ସେମାନଙ୍କୁ ରନ୍ଧାଖାଦ୍ୟ ପଠା…

ଚୋର ଭାବି ପ୍ରାଣାନ୍ତକ ଆକ୍ରମଣ, ଜଣଙ୍କର ମୃତ୍ୟୁ ଅନ୍ୟ ଜଣେ ଗୁରୁତର

ବରଗଡ: ବରଗଡ଼ ଜିଲ୍ଲା ସାହୁଟିକ୍ରାରେ ଚୋରି ସନ୍ଦେହରେ ଚାରି ଜଣ ଯୁବକଙ୍କୁ ନିସ୍ତୁକ ମାଡ଼ ମାରିଛନ୍ତି ଗ୍ରାମବାସୀ। ଏହି ଆକ୍ରମଣରେ ଦୁଇ ଜଣ ଯୁବକଙ୍କ ମୃତ୍ୟୁ ଘଟିଥିବା ବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି। ମଙ୍ଗଳବାର ଦିନ 4 ଜଣ ଯୁବକ ସାହୁଟିକ୍ରା ଗାଁ ଦେଇ ଯାଉଥିବା ବେଳେ ଏହି ଘଟଣା…

କମିସନରେଟ ପୋଲିସର ‘ସେଫ୍ ସିଟି’ ନାରାର ଧଜିଆ ଉଡାଇଲେ ଦୁର୍ବୃତ୍ତ, ଦୋକାନୀଙ୍କୁ ମରଣାନ୍ତକ ଆକ୍ରମଣ

ଭୁବନେଶ୍ୱର: ରାଜଧାନୀକୁ ଅପରାଧମୁକ୍ତ ଏବଂ ସେଫ୍ ସିଟିରେ ପରିଣତ କରିବାକୁ ନାରା ଦେଇଥିବା କମିସନରେଟ ପୋଲିସର ପାଟ୍ରୋଲିଂ ବ୍ୟବସ୍ଥାକୁ ନେଇ ପ୍ରଶ୍ନ ଉଠିଛି। ରାଜଧାନୀ ସ୍ଥିତ ନୟାପଲ୍ଲୀ ଡିଏଭି ସ୍କୁଲ ନିକଟରେ ମଙ୍ଗଳବାର ଜଣେ ଦୋକାନୀଙ୍କୁ ୬ରୁ ୭ ଜଣ ଦୁର୍ବୃତ୍ତ ନିର୍ଧୁମ ମାଡ଼ ମାରିଛନ୍ତି।…

ବିବାହ ପରେ ବଦଳିଯାଇଛି ଜୀବନ: ଏମିତି କିଛି କହିଲେ ସିଦ୍ଧାର୍ଥ

ମୁମ୍ବାଇ: ବିବାହ ପରେ ବଦଳି ଯାଇଛନ୍ତିି ବଲିଉଡ ଅଭିନେତା ସିଦ୍ଧାର୍ଥ ମଲହୋତ୍ରା । ଏକଥା ଆମେ ନୁହେଁ, ସିଦ୍ଧାର୍ଥ ନିଜେ କହିଛନ୍ତି । ଲୋକପ୍ରିୟ ଚାଟ୍ ଶୋ’ ‘କଫି ଉଇଥ୍ କରନ୍ ୮’ରେ ଅତିଥି ଭାବେ ଯୋଗଦେଇ ସିଦ୍ଧାର୍ଥ ଏପରି କିଛି କହିଛନ୍ତି । ଶୋ’ର ଆଗାମୀ ଏପିସୋଡରେ ଅଭିନେତା ବରୁଣ…

ପ୍ରେମିକ ଆକାଶଙ୍କ ସହ କେଦାରନାଥ ଦର୍ଶନ କଲେ ଅଞ୍ଜଳି

ମୁମ୍ବାଇ: ପ୍ରେମିକ ଆକାଶଙ୍କ ସହ କେଦାରନାଥ ଦର୍ଶନ କଲେ ବଲିଉଡ଼ ଅଭିନେତ୍ରୀ ଅଞ୍ଜଳି ଆରୋରା । ସେ ଏବେ ଚାରିଧାମ ଦର୍ଶନରେ ଯାଇଛନ୍ତି । କେଦାରନାଥ, ବଦ୍ରିନାଥଙ୍କ ବ୍ୟତୀତ ସେ ଗଙ୍ଗୋତ୍ରୀ ଏବଂ ଯମୁନୋତ୍ରୀ ଦର୍ଶନ କରିଥିଲେ । ସେହି ସବୁ ସ୍ଥାନରୁ ଅନେକ ଫଟୋ ସୋସିଆଲ୍ ମିଡିଆରେ ସେୟାର ବି…

ବିମାନରେ ରାଉରକେଲାରୁ ଉତ୍ତରକାଶୀ ଗଲା ୨୪ ପାଇପ୍‌; ସୁଡ଼ଙ୍ଗରେ ଫସିଥିବା ଶ୍ରମିକଙ୍କ ଉଦ୍ଧାରରେ ଲାଗିବ

ରାଉରକେଲା: ଉତ୍ତରାଖଣ୍ଡର ଉତ୍ତରକାଶୀର ସୁଡ଼ଙ୍ଗ ଭିତରେ ଫସି ରହିଥିବା ଶ୍ରମିକଙ୍କୁ ଉଦ୍ଧାର କରିବାକୁ ମଙ୍ଗଲବାର ପୁଣି ଆରଏସପି ଉତ୍ପାଦିତ ପାଇପ୍ ପଠାଯାଇଛି । ବାୟୁସେନାର ଦୁଇଟି ସି-୧୩୦ ଜେ ସୁପର ହର୍କ୍ୟୁଲସ୍ ବିମାନରେ ସ୍ପାଇରାଲ୍ ୱେଲ୍‌ଡ ପାଇପ୍ ପଠାଯାଇଥିଲା । ଗତ ଦୁଇ ଦିନରେ ପାଖାପାଖି…

ସୁଶାନ୍ତଙ୍କ ଅନୁପସ୍ଥିତି କଷ୍ଟ ଦେଉଛି, ବିଗ୍ ବସ୍ ଘରେ ମନ କଥା କହିଲେ ଅଙ୍କିତା

ମୁମ୍ବାଇ: ବିଗ ବସ ହାଉସରେ ଏଣ୍ଟ୍ରି କରିବା ଦିନଠୁ ହିଁ ପୂର୍ବ ପ୍ରେମିକ ସୁଶାନ୍ତଙ୍କୁ ମନେ ପକାଉଛନ୍ତି ଅଙ୍କିତା । ସୁଶାନ୍ତଙ୍କ ଅନୁପସ୍ଥିତି ତାଙ୍କୁ ଯନ୍ତ୍ରଣା ଦେଉଥିବା ଅନୁଭବ କରିପାରୁଛନ୍ତି ଅଙ୍କିତା । କାରଣ ସୁଶାନ୍ତଙ୍କ ସହ ବିତାଇଥିବା ସମୟ ଠାରୁ ଆରମ୍ଭ କରି କାହିଁ ଶେଷ ସମୟରେ…

ମାତ୍ର ୬ ଯାତ୍ରୀ ଥିବାରୁ ନେଲାନି ଇଣ୍ଡିଗୋ

ବେଙ୍ଗାଲୁରୁ: ଧୋକା ଦେଲା ଇଣ୍ଡିଗୋ । କମ ଯାତ୍ରୀ ଥିବାରୁ ନେଲାନି ଇଣ୍ଡିଗୋ । ଯାତ୍ରୀଙ୍କ ସଂଖ୍ୟା କମ ଥିଲା ବୋଲି ଗନ୍ତବ୍ୟସ୍ଥଳକୁ ନ ଯାଇ ଯାତ୍ରୀଙ୍କୁ ଓହ୍ଲାଇଦେଲା ଇଣ୍ଡିଗୋ । କିଛି ଯାତ୍ରୀ ଏବେ ଇଣ୍ଡିଗୋ ଏୟାରଲାଇନ୍ସ ବିରୋଧରେ ଏପରି ସଂଗୀନ ଅଭିଯୋଗ କରିଛନ୍ତି । ଯାତ୍ରୀମାନେ କହିଛନ୍ତି…