Latest Odisha News

BREAKING NEWS

ସ୍ୱଳ୍ପ ଗଳ୍ପ : ବିଚାର, ନାଟ୍ୟକାର ଏବଂ ଗୋଟିଏ ନାଟକ

ଜ୍ୟୋତି ନନ୍ଦଙ୍କ ନିୟମିତ ବିଭାଗ ସ୍ୱଳ୍ପ ଗଳ୍ପ : ୮୩ ସମସ୍ତ ଅଭିଯୋଗକୁ ପୁଙ୍ଖାନୁପୁଙ୍ଖ ଭାବରେ ଶୁଣି ସାରିବା ପରେ ବିଚାରକ ଜଣକ ଅଭିଯୁକ୍ତଙ୍କ ଆଡକୁ ଚାହିଁଥିଲେ । ସାମ୍ନାରେ କାଠଗଡାରେ ଛିଡା ଅଭିଯୁକ୍ତଙ୍କର ମୁହଁରେ କୌଣସି ଭାବାନ୍ତର ନାହିଁ । ବିଚାରକଙ୍କ ସାମ୍ନାରେ ତାଙ୍କ ବିରୁଦ୍ଧରେ…

ପ୍ରେମିକର ଛୁରାମାଡ଼ରେ ପ୍ରେମିକା ଗୁରୁତର, ଡ୍ୟାନ୍ସ ଗାର୍ଲ ହସ୍ପିଟାଲରେ ଭର୍ତ୍ତି

ନବରଙ୍ଗପୁର: ଏକ ଡ୍ୟାନ୍ସ ଗ୍ରୁପ ଆସିଥିବା ଜଣେ ଡ୍ୟାନ୍ସରକୁ ଛୁରା ମାଡ଼। ନୃତ୍ୟ କଳାକାରଙ୍କୁ ଛୁରା ମାଡ଼ କରି ଚାଲିଗଲା ତା ପ୍ରେମିକ। ଏଭଳି ଅଭାବନୀୟ ଘଟଣା ଘଟିଛି ନବରଙ୍ଗପୁର ଜିଲ୍ଲା ଉମରକୋଟ ୟୁ.ଭି-୫୨ (UV 52) ନମ୍ବର ଗ୍ରାମରେ। ସୂଚନା ଅନୁସାରେ ଉକ୍ତ ଗ୍ରାମରେ ଚାଲିଥିବା କାଳୀ ପୂଜାରେ…

ବଡ଼ ପରଦାରେ ଏକାଠି ନଜର ଆସିବେ ବାପା-ଝିଅ, ଫିଲ୍ମ ପ୍ରମୋସନରେ ବ୍ୟସ୍ତ ଶାହାରୁଖ-ସୁହାନା

ମୁମ୍ବାଇ: ଶାହରୁଖ ଖାଁ ପ୍ରଥମଥର ପାଇଁ ତାଙ୍କ ଝିଅ ସହ ବଡ଼ ପରଦାରେ କାମ କରିବେ। ରିୟଲ ଲାଇଫର ବାପା-ପୁଅ କିମ୍ବା ଭାଇ-ଭଉଣୀମାନେ ସ୍କ୍ରିନ ଶେୟାର କରି ସାରିଛନ୍ତି। ଏବେ ବଲିଉଡ ବାଦଶାହା ଶାହରୁଖ ଖାଁ ଏବଂ ତାଙ୍କ ଝିଅ ସୁହାନା ଖାଁଙ୍କ ଗୋଟିଏ ଫିଲ୍ମରେ ନଜର ଆସିବା ଖବର ମଧ୍ୟ କିଛି ମାସ…

ବିଶ୍ୱର ସବୁଠାରୁ ବଡ ମିସାଇଲ ସତାନ ୨ ପରୀକ୍ଷଣ କରିବ ରୁଷ

ମସ୍କୋ: ୟୁକ୍ରେନ ବିପକ୍ଷ ଯୁଦ୍ଧ ଏବଂ ନାଟୋ ସହ ଅଶାନ୍ତି ଯୋଗୁ ରୁଷ ପ୍ରତିରକ୍ଷା କ୍ଷେତ୍ରରେ ଆହୁରି ମଜଭୁତ ହେବା ପାଇଁ ଉଦ୍ୟମ ଆରମ୍ଭ କରିଛି । ୟୁକ୍ରେନ ବିପକ୍ଷରେ ରୁଷର ଅନେକ ଯୁଦ୍ଧ ସାମଗ୍ରୀ ନଷ୍ଟ ହେବାରେ ଲାଗିଛି । ରିପୋର୍ଟ ମୁତାବକ ବିଶ୍ୱର ସବୁଠାରୁ ବାଲେଷ୍ଟିକ ମିସାଇଲ ସତାନ ୨କୁ…

ଏକତା କପୁର ଏବଂ ବୀର ଦାସଙ୍କୁ ଇଣ୍ଟରନ୍ୟାସନାଲ ଏମୀ ପୁରସ୍କାର…

ନୂଆଦିଲ୍ଲୀ: ଇତିହାସ ରଚିଲେ ଏକତା ଓ ବୀର । ଦୁନିଆର ସବୁଠାରୁ ସମ୍ମାନଜନକ ପୁରସ୍କାର ଏମୀ ପୁରସ୍କାର ୨୦୨୩ ଜିତିଛନ୍ତି ଏକତା ଓ ବୀର । ଶ୍ରେଷ୍ଠ ଧାରାବାହିକ ଭାବେ ଶେଫାଲୀ ଶାହାଙ୍କ 'ଦିଲ୍ଲୀ କ୍ରାଇମ୍ ୨' ଏବଂ ବୀର ଦାସଙ୍କ କମେଡି ସ୍ପେଶାଲ୍ 'ବୀର ଦାସ: ଲ୍ୟାଣ୍ଡିଂ' ମନୋନୀତ ହୋଇଥିଲା ।…

ଏପଟେ ଫାଇନାଲ ଲଢୁଥିଲେ ସାମି: ସେପଟେ ଡାକ୍ତରଖାନାରେ ଛଟପଟ ହେଉଥିଲେ ମା’

ନୂଆଦିଲ୍ଲୀ:ଏପଟେ ମହମ୍ମଦ ସାମି ଲଢୁଥିଲେ ବିଶ୍ୱକପ ଫାଇନାଲ । ସେପଟେ ଅଚାନକ ଖରାପ ହୋଇଗଲା ସାମିଙ୍କ ମା’ଙ୍କ ଦେହ । ପରିବାର ଲୋକ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଇଥିଲେ । ଏମିତି ଖବର ଦେଇଛନ୍ତି ମହମ୍ମଦ ସାମିଙ୍କ ସମ୍ପର୍କୀୟ ଭାଇ ଡା.ମୁମତାଜ । ରିପୋର୍ଟ ଅନୁସାରେ, ରବିବାର…

ବିଧାନସଭାର ଶୀତକାଳୀନ ଅଧିବେଶନ: ଶୋକପ୍ରସ୍ତାବ ପରେ ଆସନ୍ତାକାଲି ଯାଏ ଗୃହ ମୁଲତବି

ଭୁବନେଶ୍ୱର: ବିଧାନସଭାର ଶୀତକାଳୀନ ଅଧିବେଶନ ଆରମ୍ଭ ହେବା ପରେ ଶୋକପ୍ରସ୍ତାବ ଆଗତ ହୋଇଥିଲା । ଶୋକ ପ୍ରସ୍ତାବ ଆଗତ କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଦିବଙ୍ଗତ ନେତା ମହେଶ୍ୱର ମହାନ୍ତିଙ୍କ ଉଦ୍ଦେଶ୍ୟରେ ଶୋକ ପ୍ରସ୍ତାବ ମୁଖ୍ୟମନ୍ତ୍ରୀ ଆଣିବା ପରେ ବିରୋଧୀ ଏହାକୁ ସମର୍ଥନ…

ଲଶ୍କର ଇ ତୋଇବାକୁ ଆତଙ୍କବାଦୀ ସଂଗଠନ ଭାବେ ଘୋଷଣା କଲା ଇସ୍ରାଏଲ

ତେଲ ଅଭୀଭ: ଇସ୍ରାଏଲ ଓ ହମାସ ଯୁଦ୍ଧ ୪୫ ଦିନରୁ ଊର୍ଦ୍ଧ୍ୱ ସମୟ ହୋଇଗଲାଣି । ଗାଜା ଉପରେ ଇସ୍ରାଏଲ ଆକ୍ରମଣ ଯୋଗୁ ଏହା ଏବେ ଧିରେ ଧିରେ ଶ୍ମଶାନରେ ପରିଣତ ହେବାରେ ଲାଗିଛି । ଇତି ମଧ୍ୟରେ ଭାରତରେ ୨୬ ନଭେମ୍ବର ୨୦୦୮ରେ ଲଶ୍ମର ଇ ତୋଇବା ଆତଙ୍କବାଦୀ ଆକ୍ରମଣ କରିଥିଲା । ୧୦ରୁ ଊର୍ଦ୍ଧ୍ୱ…

ଆଜି ପବିତ୍ର ଅଁଳା ନବମୀ: ଶିବ ଓ ବିଷ୍ଣୁଙ୍କର ପ୍ରିୟ ବୃକ୍ଷ ଅଁଳା, ଜାଣନ୍ତୁ ଏହାର ମାହାତ୍ମ୍ୟ…

ଭୁବନେଶ୍ଵର: ଆଜି ପବିତ୍ର ଅଁଳା ନବମୀ । ଏହାକୁ ଅକ୍ଷୟ ନବମୀ ବୋଲି ମଧ୍ୟ କୁହାଯାଏ । ଆଜିର ଦିନରେ ଶ୍ରଦ୍ଧାଳୁମାନେ ରାଧାଙ୍କ ପାଦ ଦର୍ଶନ କରିବାର ସୌଭାଗ୍ୟ ପାଇଥାନ୍ତି । ହିନ୍ଦୁ ଧର୍ମରେ ଅଁଳା ନବମୀର ବିଶେଷ ମହତ୍ତ୍ଵ ରହିଛି । ବିଶ୍ୱାସ କରାଯାଏ ଯେ ଏହି ଦିନ ଦାନ କରିବା ଦ୍ୱାରା ଜଣେ…

ମେଡିକାଲ ସାଇନ୍ସର ଚମତ୍କାରିତା: ସନ୍ତାନ ଜନ୍ମ ଦେଲେ ସମଲିଙ୍ଗୀ ଦମ୍ପତି, ଦୁଇଟି ଗର୍ଭରେ ବଢିଲା ଗୋଟିଏ ସନ୍ତାନ

ଲଣ୍ଡନ:ମେଡିକାଲ ସାଇନ୍ସର ଚମତ୍କାରିତା । ଅସମ୍ଭବକୁ ସମ୍ଭବ କରି ଦେଖାଇଲା ବିଜ୍ଞାନ । ବ୍ରିଟେନର ଏକ ଲେସବିୟାନ ଦମ୍ପତି ମା-ବାପା ହୋଇଛନ୍ତି । ଉଭୟ ଏକ ଶିଶୁସନ୍ତାନକୁ ଜନ୍ମ ଦେଇଛନ୍ତି । ୩୦ ବର୍ଷୀୟ ଏଷ୍ଟେଫାନିଆ ଏବଂ ୨୭ ବର୍ଷୀୟ ଅଜହାରା ଅକ୍ଟୋବରରେ ତାଙ୍କର ପୁତ୍ର ସନ୍ତାନ ଡେରେକ…