ବିଶ୍ୱକପ ଫାଇନାଲ: ସୁରକ୍ଷା ବଳୟ ଭାଙ୍ଗି ମୈଦାନରେ ବିରାଟଙ୍କୁ କୁଣ୍ଢାଇଲେ ଯୁବକ, ଦେଖନ୍ତୁ ଭିଡିଓ
ଗାନ୍ଧୀନଗର: ଆଜି ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଅଷ୍ଟ୍ରେଲିଆ ଏବଂ ଭାରତ ମଧ୍ୟରେ ବିଶ୍ୱକପ୍ ଫାଇନାଲ ମ୍ୟାଚ୍ ଖେଳାଯାଉଛି । ଭାରତୀୟ ଏବଂ ଅଷ୍ଟ୍ରେଲୀଅ ସମର୍ଥକମାନେ ଉପସ୍ଥିତ ଅଛନ୍ତି । ମୈଦାନର ମାହୋଲ ପୁରା ଜବରଦସ୍ତ ରହିଛି । ଟସ୍ ଜିତିବା ପରେ ଅଷ୍ଟ୍ରେଲିଆ ପ୍ରଥମେ ବୋଲିଂ…