Latest Odisha News

BREAKING NEWS

ଶିବ ରଞ୍ଜନ ବିଶ୍ଵାଳଙ୍କୁ ଶ୍ରେଷ୍ଠ ପ୍ରବାସୀ ଓଡ଼ିଆ ପୁରସ୍କାର ପ୍ରଦାନ

ନୂଆଦିଲ୍ଲୀ/ଭୁବନେଶ୍ୱର: ମାଞ୍ଚେଷ୍ଟରଠାରେ ଅବସ୍ଥାପିତ ଯୁବ ଆଇ.ଟି. ଶିଳ୍ପଦ୍ୟୋଗୀ ଶିବ ରଞ୍ଜନ ବିଶ୍ଵାଳଙ୍କୁ ନିକଟରେ ଶ୍ରେଷ୍ଠ ପ୍ରବାସୀ ଓଡ଼ିଆ ପୁରସ୍କାର ପ୍ରଦାନ କରାଯାଇଛି। ନୂଆଦିଲ୍ଲୀର କନଷ୍ଟିଚ୍ୟୁସନ୍ କ୍ଲବଠାରେ ପରିଚୟ ଫାଉଣ୍ଡେସନ ତରଫରୁ ଆୟୋଜିତ ନବମ ପରମ୍ପରା ପୁରସ୍କାର ସମାରୋହ…

ଅଷ୍ଟ୍ରେଲିଆ, ଦକ୍ଷିଣ ଆଫ୍ରିକା ସିରିଜରେ ଖେଳି ନ ପାରନ୍ତି ହାର୍ଦ୍ଦିକ

ନୂଆଦିଲ୍ଲୀ: ଟିମ ଇଣ୍ଡିଆ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଆଘାତ ସମସ୍ୟା ଗୁରୁତର ରହିଛି । ରିପୋର୍ଟ ମୁତାବକ ସେ ଅଷ୍ଟ୍ରେଲିଆ ଏବଂ ଦକ୍ଷିଣଆଫ୍ରିକା ବିପକ୍ଷ ସିରିଜରେ ମଧ୍ୟ ଖେଳି ନ ପାରନ୍ତି । ନଭେମ୍ବର ୨୩ରୁ ଡିସେମ୍ବର ୫ ପର୍ଯ୍ୟନ୍ତ ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ୫ ମ୍ୟାଚ ବିଶିଷ୍ଟ…

ଭାଇରାଲ ହେଉଛି ମିଚେଲ ମାର୍ଶଙ୍କ ଭବିଷ୍ୟବାଣୀ: ଫାଇନାଲରେ ଅଷ୍ଟ୍ରେଲିଆ କରିବ ୪୫୦, ଭାରତ ୬୫ରେ ଅଲଆଉଟ

ନୂଆଦିଲ୍ଲୀ: ଦିନିକିଆ ବିଶ୍ୱକପ କ୍ରିକେଟର ଫାଇନାଲ ମ୍ୟାଚ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯିବ । ୨୦୦୩ ପରାଜୟ ଏବେ ବି ଭାରତୀୟଙ୍କ ମନରୁ ଲିଭି ନାହିଁ । ଏଥର ଅଷ୍ଟ୍ରେଲିଆକୁ ହରାଇ ଭାରତ ମଧୂର ପ୍ରତିଶୋଧ ନେବା ଲକ୍ଷ୍ୟରେ ରହିଛି । ଭାରତୀୟ ପ୍ରଶଂସକ ବିଜୟ ଆଶାରେ ରହିଥିବା ବେଳେ…

ଭାରତପେ ଠକେଇ ମାମଲା, ଦିଲ୍ଲୀ ବିମାନ ବନ୍ଦରରେ ଅଶ୍ନୀର ଏବଂ ତାଙ୍କ ପତ୍ନୀଙ୍କୁ ଅଟକାଇଲା ଇଓଡବ୍ଲ୍ୟୁ

ନୂଆଦିଲ୍ଲୀ: ଭାରତପେର ସହପ୍ରତିଷ୍ଠାତା ଅଶ୍ନୀର ଗ୍ରୋଭରଙ୍କ ସମସ୍ୟା କମିବାର ନାଁ ଧରୁନି। ଏବେ ତାଙ୍କ ବିରୋଧରେ ଦିଲ୍ଲୀ ପୋଲିସର ଇକୋନୋମିକ୍ ଅଫେନ୍ସ ଓି୍ୱଙ୍ଗ ବା ଇଓଡବ୍ଲ୍ୟୁ ଅନୁସନ୍ଧାନ କରୁଛି। ଭାରତପେ ସହ-ପ୍ରତିଷ୍ଠାତା ତଥା ଲୋକପ୍ରିୟ 'ସାର୍କ ଟ୍ୟାଙ୍କ ଇଣ୍ଡିଆ' ଟିଭି ଶୋ'ର ପୂର୍ବତନ…

ମହଙ୍ଗା ପଡିଲା ବିଲ୍ ପୈଠ ନକରିବା, ନିଲାମ ହେଲା ନିର୍ମାଣ ସୌଧ କାର୍ଯ୍ୟାଳୟର ଆସବାବପତ୍ର

ଭୁବନେଶ୍ୱର: ଆଜିଠାରୁ ଆରମ୍ଭ ହୋଇଛି ଭୁବନେଶ୍ୱରରେ ନିର୍ମାଣ ସୌଧ କାର୍ଯ୍ୟାଳୟର ଥିବା ସମ୍ପତ୍ତି ନିଲାମ ପ୍ରକ୍ରିୟା । କନଷ୍ଟ୍ରକସନ ଇଣ୍ଡିଆ କମ୍ପାନୀର କଣ୍ଟ୍ରାକ୍ଟର ଦୀନେଶ ପାଠକଙ୍କୁ ୧୮ ଲକ୍ଷ ଟଙ୍କାର ବିଲ ପୈଠ କନରିବାରୁ ଭୁବନେଶ୍ୱର ସିନିୟର ଡିଭିଜନ ସବ-ଜଜ୍ ଏହି ନିର୍ଦ୍ଦେଶ ଦେଇଥିଲେ ।…

ଦିନ ଦ୍ବିପ୍ରହରରେ ବୃଦ୍ଧଙ୍କଠାରୁ ୧ଲକ୍ଷ ୯୯ହଜାର ଟଙ୍କା ଲୁଟି ଚମ୍ପଟ ମାରିଲେ ଲୁଟେରା

କଣ୍ଟାବାଞ୍ଝି : ଥମୁନି ଲୁଟେରାଙ୍କ ପ୍ରାର୍ଦୁଭାବ  । ଦୀର୍ଘ ଦିନର ନୀରବତା ପରେ କଣ୍ଟାବାଞ୍ଝି ଅଞ୍ଚଳରେ ପୁଣି ସକ୍ରିୟ ହୋଇଛନ୍ତି ଲୁଟେରା  । ଦିନ ଦ୍ବିପ୍ରହରରେ ଜଣେ ବୃଦ୍ଧଠାରୁ ୧ ଲକ୍ଷ ୯୯ ହଜାର ଟଙ୍କା ଝାମ୍ପି ନେଇଛନ୍ତି ଦୁର୍ବୁତ୍ତ । ଲୁଟ୍‌ର ଶିକାର ହୋଇଥିବା ବ୍ୟକ୍ତି ଜଣଙ୍କ…

ବିଶ୍ୱକପ କ୍ରିକେଟ: ୨୦୦୩ ଓ ୨୦୨୩ ସଂଯୋଗ କଣ କରୁଛି ଇଶାରା

ମୁମ୍ବାଇ: ନଭେମ୍ବର ୧୯ରେ ଅହମ୍ମଦାବାଦରେ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଦିନିକିଆ ବିଶ୍ୱକପ କ୍ରିକେଟର ଫାଇନାଲ ମ୍ୟାଚ ଖେଳାଯିବ । ୨୦ ବର୍ଷ ପରେ ୨ଟିମ ଫାଇନାଲରେ ପରସ୍ପରକୁ ସାମ୍ନା କରିବେ । ୨୦୦୩ର ସଂଯୋଗ ଯାହା କିଛି ଅଷ୍ଟ୍ରେଲିଆ ସପକ୍ଷରେ ଥିଲା ଏଥର ଭାରତ ପଟେ ମଧ୍ୟ ସେହି ସମୀକରଣ ଯୋଡି…

ମଧ୍ୟପ୍ରଦେଶ ନିର୍ବାଚନ: ମୁଖ୍ୟମନ୍ତ୍ରୀ ପଦ ଦୌଡ଼ରେ ନାହାଁନ୍ତି ଜ୍ୟୋତିରାଦିତ୍ୟ ସିନ୍ଧିଆ

ଭୋପାଳ: ମଧ୍ୟପ୍ରଦେଶରେ ବିଧାନସଭା ନିର୍ବାଚନ ପାଇଁ ଶୁକ୍ରବାର ମତଦାନ ଅନୁଷ୍ଠିତ ହୋଇଯାଇଛି। ମଧ୍ୟପ୍ରଦେଶର ସମସ୍ତ ୨୩୦ଟି ଆସନ ପାଇଁ ଆଜି ଗୋଟିଏ ପର୍ଯ୍ୟାୟ ଭୋଟ୍ ଗ୍ରହଣ ଚାଲୁଛି। ଅପରାହ୍ମ ୧ଟା ସୁଦ୍ଧା ୪୫.୪୦% ଭୋଟିଂ ହୋଇଛି। ଭୋଟରମାନେ ଭୋଟ୍ ଦେବା ପାଇଁ ୬୪ ହଜାରରୁ ଅଧିକ ମତଦାନ ବୁଥରେ…

ତ୍ରିପୁରାରୁ ଆସିଲା ଦୁଃଖଦ ଖବର, ମାତୃଭୂମି ପାଇଁ ପୁଣି ସହୀଦ ହେଲେ ଆଉ ଜଣେ ଓଡିଆ ଯବାନ

କଳାହାଣ୍ଡି: ତ୍ରିପୁରାରୁ ଆସିଲା ଦୁଃଖଦ ଖବର । ମାତୃଭୂମି ପାଇଁ ପୁଣି ସହିଦ ହେଲେ ଆଉ ଜଣେ ଓଡ଼ିଆ ଯବାନ । ଆସାମ ତ୍ରିପୁରାରେ କାର୍ଯ୍ୟରତ ଅବସ୍ଥାରେ ଜଣେ ଓଡ଼ିଆ ଯବାନ ସହିଦ ହୋଇଥିବା ସୂଚନା ମିଳିଛି । ସହିଦ ଯବାନ ଜଣଙ୍କ ହେଉଛନ୍ତି କଳାହାଣ୍ଡି ଜିଲ୍ଲା କେସିଙ୍ଗା ଥାନା ଅନ୍ତର୍ଗତ ବେଲଖଣ୍ଡି…

କଟକ ମେୟର ଏବଂ କମିଶନରଙ୍କ ଆଲୋଚନା ପରେ ଆନ୍ଦୋଳନରୁ ହଟିଲେ ବିରୋଧୀ କର୍ପୋରେଟର

କଟକ : ଆଲୋଚନା ପରେ ଆନ୍ଦୋଳନରୁ ହଟିଲେ ବିରୋଧୀ କର୍ପୋରେଟର  । ଆଜି ସକାଳେ  ସିଏମସି କାର୍ଯ୍ୟାଳୟରେ ମେୟର ଓ କମିଶନରଙ୍କ ଆସି ଆଲୋଚନା କରିବା ପରେ କର୍ପୋରେଟର ମାନେ ଧାରଣା ପ୍ରତ୍ୟାହୃତ କରିଛନ୍ତି । କିଛି ଦିନ ହେବ ମହାନଗର ନିଗମରେ ଦୁର୍ନୀତି ହେଉଥିବା ଅଭିଯୋଗ ହୋଇଆସୁଛି । …