Latest Odisha News

BREAKING NEWS

ଫିଲିପାଇନ୍ସରେ ତୀବ୍ର ଭୂକମ୍ପ ଝଟକା, ରିକ୍ଟର ସ୍କେଲରେ ତୀବ୍ରତା ୬.୯

ନୂଆଦିଲ୍ଲୀ: ଆଜି ଫିଲିପାଇନ୍ସର ଦକ୍ଷିଣ ମିଣ୍ଡାନାଓରେ ୬.୯ ତୀବ୍ରତା ବିଶିଷ୍ଟ ଭୂକମ୍ପ ଅନୁଭୂତ ହୋଇଛି । ଏନେଇ ସୂଚନା ଦେଇଛି  ଜର୍ମାନ ଅନୁସନ୍ଧାନ କେନ୍ଦ୍ର ଫର ଜିଓ ସାଇନ୍ସ । ଭୂକମ୍ପର କେନ୍ଦ୍ରସ୍ଥଳ ମିଣ୍ଡାନାଓ ଅଞ୍ଚଳ କୂଳରୁ ୧୦ କିଲୋମିଟର ଦୂରରେ ପୃଥିବୀ ପୃଷ୍ଠରୁ ୬.୨ ମାଇଲ ଗଭୀରରେ…

ଘଣ୍ଟା ପ୍ରତି ୨୬ କିମି ବେଗରେ ବାଂଲାଦେଶ ଆଡକୁ ମୁହାଁଉଛି ବାତ୍ୟା ‘ମିଧିଲି’

ଭୁବନେଶ୍ୱର:ବାଂଲାଦେଶ ମୁହାଁଉଛି ବାତ୍ୟା ମିଧିଲି । ଉତ୍ତରପଶ୍ଚିମ ଏବଂ ନିକଟବର୍ତ୍ତୀ ଉତ୍ତରପୂର୍ବ ବଙ୍ଗୋପସାଗରରେ ସୃଷ୍ଟ ବାତ୍ୟା ମିଧିଲି ଉତ୍ତର-ଉତ୍ତରପୂର୍ବକୁ ମୁହାଁଉଛି । ପାଣିପାଗ ବିଭାଗ ପକ୍ଷରୁ ମିଳିଥିଲା ସୂଚନା ଅନୁଯାୟୀ ଗତ ୬ ଘଣ୍ଟା ମଧ୍ୟରେ ଏହାର ବେଗ ଘଣ୍ଟାପ୍ରତି ବେଗ ୨୬ କିମି…

ଭାରତ ଫେରିବ ଆଉ ୨ଟି ବିରଳ ମୂର୍ତ୍ତି, ୧୯୭୦ ଦଶକରେ ହୋଇଥିଲା ଚୋରୀ

ନୂଆଦିଲ୍ଲୀ: ୧୯୭୦-୧୯୮୦ ଦଶକରେ ଉତ୍ତରପ୍ରଦେଶର ଲୋଖାରୀସ୍ଥିତ ଏକ ପୁରାତନ ମନ୍ଦିରରୁ ଚୋରୀ ହୋଇଥିବା ଦୁଇଟି ଯୋଗିନୀ ଚାମୁଣ୍ଡା ଓ ଯୋଗିନୀ ଗୋମୁଖୀ ମୂର୍ତ୍ତି ଭାରତ ଫେରିବ । ଏନେଇ ସମସ୍ତ ପ୍ରକ୍ରିୟା ଶେଷ ପର୍ଯ୍ୟାୟରେ । ଏନେଇ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍ ଜୟଶଙ୍କର ଲଣ୍ଡନରେ ଆୟୋଜିତ ଏକ…

ଜମୁଛି ଜୁଗାର ଯାତ୍ରା , ଲାଉମୁଣ୍ଡାରେ ହଜାର ହଜାର ଲୋକଙ୍କ ସମାଗମ

ବରଗଡ : ବରଗଡ ଜିଲ୍ଲା ଲାଉମୁଣ୍ଡାର ପ୍ରସିଦ୍ଧ ଯୁଗାର ଯାତ୍ରା । ଦୀର୍ଘ ୬୨ ବର୍ଷ ହେବ ଏହି ଯାତ୍ରା ପାଳିତ ହୋଇଆସୁଛି । ଏହି ବିରାଟ ଯାତ୍ରାକୁ ଦେଖିବାକୁ  ଜିଲ୍ଲା ତଥା ଜିଲ୍ଲା ବାହାରୁ ପ୍ରାୟ ୫୦ରୁ ୬୦ ହଜାର ଲୋକ ଏହି ଯୁଗାର ଯାତ୍ରାରେ ସାମିଲ ହୋଇଛନ୍ତି । ପାରମ୍ପରିକ ନୃତ୍ୟ, ଗୀତ…

ସିଙ୍ଗଡା ଖାଉ ଖାଉ ବିଗିଡିଲା ଝିଅର ସ୍ଵାସ୍ଥ୍ୟବସ୍ଥା, ଆଳୁ ବାହାରକରି ଦେଖିବାରୁ ମିଳିଲା ମଲା ଝିଟିପିଟି

ଉତ୍ତରପ୍ରଦେଶ: ଆଜିକାଲିର ବ୍ୟସ୍ତତାପୁର୍ଣ୍ଣ ଜୀବନ ଭିତରେ ବାହାର ଖାଦ୍ୟ ଖାଇବା ପ୍ରାୟତଃ ଲୋକ ମାନଙ୍କର ଅଭ୍ୟାସ ପାଲଟିଗଲାଣି । ଲୋକେ ଘର ଖାଦ୍ୟକୁ ସମ୍ପୁର୍ଣ୍ଣ ଭାବରେ ଯେପରି ଭୁଲି ଗଲେଣି । କିନ୍ତୁ ଏହାକୁ ଆପଣ ଅଣଦେଖା କରିପାରିବେନି ଯେ ଘରେ ଯେଉଁଭଳି ଭାବରେ ଆମେ ଖାଦ୍ୟ ସ୍ଵଚ୍ଛତାର ସହ…

ଡିପଫେକ୍ ଭିଡିଓ ନେଇ ମୋଦିଙ୍କ ଉଦବେଗ, ଏଭଳି ଭିଡିଓ ଚିହ୍ନଟ କରି ଲୋକଙ୍କୁ ସତର୍କ କରାଇବାକୁ ଚାଟ୍ ଜିପିଟିକୁ…

ନୂଆଦିଲ୍ଲୀ: ସମ୍ପ୍ରତି ଦେଶରେ ‘ଡିପ୍‌ଫେକ୍’ ଭିଡିଓକୁ ନେଇ ଚର୍ଚ୍ଚା ଜୋର ଧରିଛି। ସୋସିଆଲ ମିଡିଆରେ ବଢୁଛି ଡିପଫେକ୍ ଭିଡିଓ। ନିକଟରେ ପ୍ରସିଦ୍ଧ ଅଭିନେତ୍ରୀ ରଶ୍ମିକା ମନ୍ଦାନାଙ୍କ ‘ଡିପ୍‌ଫେକ୍’ ଭିଡିଓ ଅନ୍‌ଲାଇନରେ ଭାଇରାଲ ହୋଇଥିଲା। ମନ୍ଦାନାଙ୍କ ବ୍ୟତୀତ ବଲିଉଡ୍ ଅଭିନେତ୍ରୀ କ୍ୟାଟ୍ରିନା…

ଆଉ ଏକ କ୍ରିପ୍ଟୋ-ପଞ୍ଜି ସ୍କାମର ପର୍ଦ୍ଦାଫାଶ : ‘ୟେଶ ୱାର୍ଲଡ’ ମୁଖ୍ୟଙ୍କ ସହ ଓଡ଼ିଶାରୁ ୨ ଜଣଙ୍କୁ ଗିରଫ କଲା…

ଭୁବନେଶ୍ୱର: ଓଡ଼ିଶା କ୍ରାଇମ ବ୍ରାଞ୍ଚର ଇକୋନମିକ ଅଫେନ୍ସ ୱିଙ୍ଗ ବା ଇଓଡବ୍ଲ୍ୟୁ ଆଉ ଏକ କ୍ରିପ୍ଟୋକରେନ୍ସି ଦୁର୍ନୀତିର ପର୍ଦ୍ଦାଫାଶ କରିଛି । ଏହି ଘଟଣାର ମୁଖ୍ୟ କୁହାଯାଉଥିବା ୟେଶ ୱାର୍ଲଡ କ୍ରିପ୍ଟୋ ଟୋକେନର ସନ୍ଦୀପ ଚୌଧୁରୀଙ୍କୁ ଜୟପୁର(ରାଜସ୍ଥାନ )ରୁ ଗିରଫ କରାଯାଇଛି ।…

ଦେଶରେ ପ୍ରଥମ ଯକୃତ ପ୍ରତିରୋପଣ କରିଥିବା ଶିଶୁ ୨୫ ବର୍ଷ ପରେ ଡାକ୍ତର

ନୂଆଦିଲ୍ଲୀ: ୧୯୯୮ ମସିହାରେ ଦିଲ୍ଲୀରେ ଏହି ଦିନ ଡାକ୍ତରଙ୍କ ଏକ ଟିମ୍ ପ୍ରାୟ ୨୦ ମାସର ଶିଶୁ ସଞ୍ଜୟ କଣ୍ଡାସ୍ୱାମୀଙ୍କ ଯକୃତ ପ୍ରତିରୋପଣ କରିଥିଲେ ଏବଂ ଏହା ଭାରତରେ ପ୍ରଥମ ସଫଳ ଯକୃତ ପ୍ରତିରୋପଣ ଥିଲା। ସେହି 'ଶିଶୁ ସଞ୍ଜୟ' ୨୫ ବର୍ଷ ପରେ ବଡ ହୋଇ 'ଡାକ୍ତର ସଞ୍ଜୟ' ହୋଇଛନ୍ତି। ବର୍ତ୍ତମାନ…

ଲୋକବାଦ୍ୟକୁ ବଞ୍ଚାଇବାପାଇଁ କରାଯାଉଛି ପ୍ରସାର, ହେଲେ ବାଦ୍ୟ କାରୀଗରଙ୍କୁ ପଚାରେ ବା କିଏ…

ନୂଆପଡା: ଲୋକକଳା ଓ ଲୋକସଂସ୍କୃତି ଲୋକବାଦ୍ୟକୁ ବଞ୍ଚାଇବାପାଇଁ ସରକାରୀ ସ୍ତରରେ ବିଭିନ୍ନ ଉତ୍ସବ ଆୟୋଜନା ସହ କଳାକାରମାନଙ୍କୁ ପ୍ରୋତ୍ସାହିତ କରାଯାଉଛି । ହେଲେ ଏଥିପାଇଁ ଯେଉଁ ବାଦ୍ୟ ଦରକାର, ସେ ବାଦ୍ୟର କାରିଗରମାନେ ଏବେ ଅବହେଳିତ । ସରକାରୀ ପ୍ରୋତ୍ସାହନ ଅଭାବରୁ ଲୋକବାଦ୍ୟ…

ପାର୍କ ଉଦଘାଟନ କରିବାକୁ ଯାଇ ହଟହଟା ହେଲେ ବିଧାୟକ : ଗାଁ ଲୋକ କହିଲେ ଆଗ ରାସ୍ତା ମରାମତି , ପରେ ପାର୍କ

ଲାଞ୍ଜିଗଡ : ଆଗେ ରାସ୍ତା ମରାମତି କର , ତା ପରେ ବିଧାୟକଙ୍କୁ ଗାଁ ଭିତରକୁ ପଶିବାକୁ ଦେବୁ  । ଏହା ଥିଲା କିଛି ଗାଁ ଲୋକଙ୍କ ଦାବି  । ଏମିତି କିଛି ଘଟଣା ଦେଖିବାକୁ ମିଳିଛି  କଳାହାଣ୍ଡି ଜିଲ୍ଲା ନିୟମଗିରି ପାହାଡର ପାଦଦେଶରେ ଥିବା ତ୍ରିଲୋଚପୁରର ଗାଁ ରେ  । ଏଠାରେ ଗାଁକୁ ସଂଯୋଗ…