ଆଇଫୋନ୍ ଗ୍ରାହକଙ୍କ ପାଇଁ ଖୁସି ଖବର, କମ୍ପାନୀ ୨ ବର୍ଷ ପାଇଁ ମାଗଣାରେ ପ୍ରଦାନ କରିବ ଏହି ସର୍ଭିସ
ୱାଶିଂଟନ୍: ଆଇଫୋନ ଗ୍ରାହକଙ୍କ ପାଇଁ ଖୁସି ଖବର। ଆଉ ୨ ବର୍ଷ ମାଗଣାରେ ପ୍ରଦାନ କରିବ ଏସ୍ଓଏସ୍ ଫିଚର। ଏନେଇ କମ୍ପାନୀର ସିଇଓ ଟିମ୍ କୁକ୍ ଏକ ପୂର୍ବ ପୋଷ୍ଟରେ ଏହି ସୂଚନା ଦେଇଛନ୍ତି। ଜରୁରୀକାଳୀନ ଏସ୍ଓଏସ୍ ଫିଚର ଆଇଫୋନ ୧୪ ୟୁଜର୍ସଙ୍କୁ ଆଉ ୨ ବର୍ଷ ମାଗଣାରେ ପ୍ରଦାନ କରାଯିବ। କମ୍ପାନୀ…