Latest Odisha News

BREAKING NEWS

ଲକ୍ଷ୍ମୀପୁର ଦେଖିବ ବିଜେଡି, କଂଗ୍ରେସର ମହାଲଢେଇ !

ଭୁବନେଶ୍ୱର: ଚର୍ଚ୍ଚାରେ କୋରାପୁଟ ରାଜନୀତି। ୨୦୧୯ ପରେ ରାଜ୍ୟରେ ରାଜନୈତିକ ଚିତ୍ର ବଦଳିଛି। କଂଗ୍ରେସ ତୃତୀୟ ସ୍ଥାନକୁ ଖସିବା ପରେ ବିଜେଡି ଓ ବିଜେପି ମଧ୍ୟରେ ଲଢେଇ ଦେଖିବାକୁ ମିଳୁଛି। ଆଗାମୀ ୨୦୨୪ ରେ ସ୍ଥିତି କଣ ହେବ ତାକୁ ନେଇ ନାନା ଆକଳନ ହେଉଛି। ଏ ଭିତରେ କୋରାପୁଟରେ କିନ୍ତୁ…

ଉଧାର ସାଇକେଲ ନଫେରାଇବାରୁ ସାଙ୍ଗକୁ ପିଟିପିଟି ହତ୍ୟା କଲା ଆଉ ଜଣେ ସାଙ୍ଗ

ବଲାଙ୍ଗୀର: ବଲାଙ୍ଗୀର ଜିଲ୍ଲା ଲରମ୍ଭା ଥାନା ଅଧୀନ ଦମକିପାଲି ଗାଁରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଜଣେ ସାଙ୍ଗଙ୍କ ଠାରୁ ଆଉ ଜଣେ ସାଙ୍ଗ ମାଗି ନେଇଥିବା ସାଇକେଲ ନ ଫେରାଇବାରୁ ଉକ୍ତ ସାଙ୍ଗଙ୍କୁ ମାଡ ମାରି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । ମୃତକ ହେଲେ ୩୨ ବର୍ଷର ଟିକେଲାଲ…

ଟଙ୍କା ପାଇଁ ୩୦ କି.ମି. ଗୁରୁଣ୍ଡିଲେ ଦିବ୍ୟାଙ୍ଗ, ଖବର ପ୍ରସାରଣ ପରେ ବୃଦ୍ଧାଙ୍କୁ ମିଳିଲା ଟ୍ରାଇ ସାଇକଲ

ସୁନ୍ଦରଗଡ: ଦେହରେ ବଳ ନାହିଁ କି ଚାଲି ପାରୁନାହାନ୍ତି ଏହି ବୁଢୀ ମଉସୀ ଜଣଙ୍କ । ସରକାରଙ୍କ ଯୋଜନା ସତେ ଯେପରିକି ମାଉସୀଙ୍କ ପାଇଁ ପାଣି ର ଗାର ସଦୃଶ୍ୟ । ବ୍ୟାଙ୍କରୁ ଟଙ୍କା ପାଇଁ ଦୀର୍ଘ ୩୦ କି.ମି. ପର୍ଯ୍ୟନ୍ତ ଗୁରୁଣ୍ଡି ଗୁରୁଣ୍ଡି ଯାଉଥିଲେ ଏହି ଦିବ୍ୟାଙ୍ଗ ବୃଦ୍ଧା ଜଣଙ୍କ । ସୁନ୍ଦରଗଡ଼…

UPIକୁ ନେଇ ବଡ଼ ଅପଡ଼େଟ, ନୂଆ ବର୍ଷରୁ ଏହି ଲୋକମାନେ କରିପାରିବେନି ବ୍ୟବହାର

ନୂଆଦିଲ୍ଲୀ: ନ୍ୟାସନାଲ ପେମେଣ୍ଟ କର୍ପୋରେସନ୍ ଅଫ୍ ଇଣ୍ଡିଆ (NPCI) ୟୁପିଆଇ (UPI) ସମ୍ବନ୍ଧରେ ପ୍ରମୁଖ ନିର୍ଦ୍ଦେଶନାମା ଜାରି କରିଛି। ୟୁପିଆଇ ପରିଚାଳନା କରୁଥିବା ସଂସ୍ଥା ଫୋନ୍ ପେ’ ଓ ଗୁଗଲ ପେ’ ପରି ଥାର୍ଡ ପାର୍ଟି ଆପ୍ସ ଓ ବ୍ୟାଙ୍କକୁ ନିର୍ଦ୍ଦେଶ ଦେଇଛି ଯେ, ଯେଉଁଥିରେ ୟୁପିଆଇ ଆଇଡିରେ…

ଅଳତା ଲଗାଇବା ବେଳେ ମାନନ୍ତୁ ଏହି ସବୁ କଥା, ନଚେତ ହୋଇଯାଆନ୍ତୁ ସାବଧାନ…

ଭୁବନେଶ୍ଵର: ଆମ ହିନ୍ଦୁ ପରମ୍ପରାରେ ଅଳତାର ବିଶେଷ ମହତ୍ତ୍ଵ ରହିଛି । ଯେକୌଣସି ବି ପୂଜା ପର୍ବ ହେଉ କିମ୍ବା ଶୁଭ ଦିନ ମହିଳା ମାନେ ପାଦରେ ଅଳତା ଲଗାଇଥାନ୍ତି। ଅଳତା କେବଳ ମହିଳାଙ୍କ ପାଦର ସୌନ୍ଦର୍ଯ୍ୟ ବଢାଇନଥାଏ ବରଂ ଏହା ସ୍ଵାସ୍ଥ୍ୟ ପାଇଁ ମଧ୍ୟ ଲାଭଦାୟକ ହୋଇଥାଏ। ମହିଳାଙ୍କ ପାଦରେ ଅଳତା…

ରାଜ୍ୟସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି’ର ଦ୍ୱିତୀୟ ସନ୍ଧ୍ୟା

ଭୁବନେଶ୍ୱର : ରାଜ୍ୟସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି’ର ଦ୍ୱିତୀୟ ସନ୍ଧ୍ୟାରେ ଛାତ୍ରଛାତ୍ରୀମାନେ ଆନନ୍ଦ ଓ ଉତ୍ସାହର ସହ ସବୁ କ୍ଷେତ୍ରରେ ସକ୍ରିୟ ଅଂଶଗ୍ରହଣ କରି ନିଜ ପ୍ରତିଭାର ପ୍ରଦର୍ଶନ କରୁଛନ୍ତି । ସ୍ଥାନୀୟ ୟୁନିଟ୍-୯ସ୍ଥିତ ସରକାରୀ ବାଳକ ଉଚ୍ଚ ବିଦ୍ୟାଳୟରେ ଚାଲିଥିବା ଏହି ମହୋତ୍ସବର…

କିମ୍ସରେ କମ୍ପ୍ୟୁଟର ନେଭିଗେସନରେ ହେଲା ପ୍ରଥମ ମେରୁଦଣ୍ଡ ଅସ୍ତ୍ରୋପଚାର

ଭୁବନେଶ୍ୱର: ପୁଣି ଚର୍ଚ୍ଚାରେ କିମ୍ସ ।  ଏକ ବିରଳ ଅସ୍ତ୍ରୋପଚାର କରି ଚର୍ଚ୍ଚାକୁ ଆସିଛନ୍ତି  କିମ୍ସର ଡାକ୍ତରୀ ଟିମ ।  ଓଡ଼ିଶାରେ ପ୍ରଥମ ଥର ପାଇଁ କମ୍ପ୍ୟୁଟର ନେଭିଗେସନ୍ ପ୍ରକ୍ରିୟାରେ ସଫଳ ମେରୁଦଣ୍ଡ ଅସ୍ତ୍ରୋପଚାର କରିଛନ୍ତି କିମ୍ସ ଡାକ୍ତର।  କିମ୍ସ  ସୁପର ସ୍ପେଶାଲିଟି ହସ୍ପିଟାଲର…

ଦିଲ୍ଲୀ ମେଟ୍ରୋରେ ଥମୁନି ଅଶ୍ଲୀଳତା, ପ୍ରେମୀ ଯୁଗଳଙ୍କ କାରନାମା ଦେଖି ଲୋକେ ତାଜୁବ

ନୂଆଦିଲ୍ଲୀ: ଦିଲ୍ଲୀରେ ବଢୁଥିବା ଟ୍ରାଫିକକୁ ହ୍ରାସ କରିବା ଏବଂ ଲୋକଙ୍କୁ ଉନ୍ନତ ସୁବିଧା ଯୋଗାଇବା ପାଇଁ ୪ ଡିସେମ୍ବର ୨୦୦୨ ମସିହାରେ, ପ୍ରଥମ ଥର ପାଇଁ ମେଟ୍ରୋ ସେବା ଆରମ୍ଭ ହୋଇଥିଲା । କିଏ ଜାଣିଥିଲା ​​ଯେ ଦିନେ ଏହି ମେଟ୍ରୋ ଲୋକମାନଙ୍କ ପାଇଁ ଅଶ୍ଳୀଳତାର କେନ୍ଦ୍ର ଭାବେ ପରିଣତ ହେବ ।…

ରୋଗୀ ଦେହରେ ଭୁଲ ରକ୍ତ ଚଢାଇଲେ ଡାକ୍ତର, ଯାଞ୍ଚ ପରେ ଜଣାପଡିଲା ସତ

ଗଜପତି: ଡାକ୍ତରଙ୍କ ଭୁଲ ପାଇଁ ଚାଲିଯାଇଥାନ୍ତା ରୋଗୀଙ୍କ ଜୀବନ । ଅଳ୍ପକେ ବର୍ତ୍ତିଲେ ରୋଗୀ । ରୋଗୀଙ୍କ ବ୍ଲଡ୍ ଗ୍ରୁପ B ପଜିଟିଭ ହୋଇଥିବା ବେଳେ ଡାକ୍ତର ଜଣଙ୍କ ରୋଗୀଙ୍କୁ O ପଜିଟିଭ ବ୍ଲଡ୍ ଚଢାଇଥିଲେ । ଯଦ୍ଵାରା ରୋଗୀଙ୍କ ସ୍ଵାସ୍ଥ୍ୟବସ୍ଥା ଗୁରୁତର ହୋଇଥିଲା । ଫଳରେ ତାଙ୍କୁ…

ବିଗ୍ ବି ଙ୍କୁ ବିଶ୍ବକପ ଫାଇନାଲ ମ୍ୟାଚ ଦେଖିବାକୁ କାହିଁକି ମନା କଲେ ଫ୍ୟାନ୍ସ? ପଢନ୍ତୁ ସମ୍ପୂର୍ଣ୍ଣ ଖବର…

ମୁମ୍ବାଇ : ବୁଧବାର ଖେଳାଯାଇଥିବା ସେମିଫାଇନାଲ ମ୍ୟାଚରେ ଭାରତ ନ୍ୟୁଜିଲାଣ୍ଡକୁ ୭୦ ରନରେ ପରାସ୍ତ କରି ଆଇସିସି ବିଶ୍ବକପ ଫାଇନାଲରେ ପ୍ରବେଶ କରିଛି ଟିମ୍ ଇଣ୍ଡିଆ । ଏବେ ଭାରତ ୧୯ତାରିଖରେ ଫାଇନାଲ ମ୍ୟାଚ୍ ଖେଳିବ । ଏହି ମ୍ୟାଚ୍ ଦେଖିବା ପାଇଁ ସାରା ବିଶ୍ବ ଚାତକ ଭାବେ ଚାହିଁ ବସିଥିବା ବେଳେ…