Latest Odisha News

BREAKING NEWS

ଉଧାର ଟଙ୍କା ମାଗିବାରୁ ଯୁବକଙ୍କ ଦେହରେ ନିଆଁ ଲଗାଇଦେଲେ ଦୁର୍ବୁତ୍ତ

ଭବନୀପାଟଣା: ମହଙ୍ଗା ପଡିଲା ଉଧାର ଟଙ୍କା ମାଗିବା । ଉଧାର ଦେଇଥିବା  ପଇସା ମାଗିବାରୁ ଯୁବକଙ୍କ ଦେହରେ ନିଆଁ ଲଗାଇଦେଲେ ଦୁର୍ବୁତ୍ତ  । ଏମିତି କିଛି ଘଟଣା ଦେଖିବାକୁ ମିଳିଛି କଳାହାଣ୍ଡି ଭବାନୀପାଟଣାରେ  । ସୂଚନା ଅନୁସାରେ ଭବାନୀପାଟଣାର ରଞ୍ଜନ ପାଢୀ ନାମକ ଜଣେ ଯୁବକ ଜଣେ ବ୍ୟକ୍ତିଙ୍କୁ ୨…

ଜାତୀୟ ପ୍ରେସ ଦିବସ: ମୁକ୍ତ ଗଣମାଧ୍ୟମ ସୁସ୍ଥ ଗଣତନ୍ତ୍ରର ଏକ ଅବିଚ୍ଛେଦ୍ୟ ଅଙ୍ଗ

ଭୁବନେଶ୍ଵର: ଆଜି ଜାତୀୟ ପ୍ରେସ ଦିବସ । ସାମ୍ବାଦିକମାନେ ହେଲେ ସମାଜର ଜାଗ୍ରତ ପ୍ରହରୀ | ଯଦି ଜାଗ୍ରତ ପ୍ରହରୀ ନିଜ କର୍ତ୍ତବ୍ୟରୁ ବିଚ୍ୟୁତ ହୁଏ ତେବେ ସମାଜ ଆଗକୁ ବଢିପାରେ ନାହିଁ। ନିରପକ୍ଷ  ଓ ନିର୍ଭୀକ ସମ୍ବାଦ ପରିବେଷଣ ସବୁ ସାମ୍ବାଦିକଙ୍କ ଆଭିମୁଖ୍ଯ ହେବା ଉଚିତ୍ । ମୁକ୍ତ ଗଣମାଧ୍ୟମ…

‘ପ୍ରମାଣ ଦିଅ,ଯାଞ୍ଚ ପାଇଁ ପ୍ରସ୍ତୁତ ଅଛୁ’-ନିଜ୍ଜର ହତ୍ୟାକୁ ନେଇ କାନାଡା ଅଭିଯୋଗ ଉପରେ କହିଲେ ଏସ ଜୟଶଙ୍କର

ନୂଆଦିଲ୍ଲୀ: ହରଦୀପ ସିଂହ ନିଜ୍ଜର ହତ୍ୟା ମାମଲାରେ ଭାରତର ସଂପୃକ୍ତିକୁ ନେଇ କାନାଡା ଅଡି ବସିଥିବାବେଳେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର ମୁହଁ ଖୋଲିଛନ୍ତି । କଡା ଭାଷାରେ କାନାଡାକୁ ଜବାବ ଦେଇଛନ୍ତି ଜୟଶଙ୍କର  । କହିଛନ୍ତି, ପ୍ରମାଣ ଦିଅ, ଆମେ ଯାଞ୍ଚ ପାଇଁ ପ୍ରସ୍ତୁତ ବୋଲି…

ଭାଙ୍ଗୁଛି ଧୈର୍ଯ୍ୟର ବାଡ, ୫ଦିନ ହେବ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି ୪୦ ଶ୍ରମିକ

ଉତ୍ତରାଖଣ୍ଡ: ଧିରେ ଧିରେ ଭାଙ୍ଗୁଛି ଧୈର୍ଯ୍ୟର ବାଡ । ଗତ ୪ଦିନ ହେବ ଅନ୍ଧାରି ମୁଲକରେ ଫସି ରହିଛି ୪୦ ଜୀବନ । ଆଜି ୫ମ ଦିନରେ ବି ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି ଫସି ରହିଥିବା ସେହି ଶ୍ରମିକମାନେ । ଉତ୍ତରାଖଣ୍ଡର ଉତ୍ତରକାଶୀର ଟନେଲରେ ଗତ ୪ ଦିନ ଧରି ଫସି ରହିଥିବା ୪୦ ଜଣ ଶ୍ରମିକଙ୍କୁ…

ଗଭୀର ଅବପାତର ରୂପ ନେଲା ଲଘୁଚାପ : କାଲି ବାତ୍ୟାର ରୂପ ନେବା ସମ୍ଭାବନା ! ଓଡିଶାରେ ନାହିଁ ପ୍ରଭାବ

ଭୁବନେଶ୍ବର :  ଗଭୀର ଅବପାତର ରୂପ ନେଇଛି ଲଘୁଚାପ । କାଲି ଗଭୀର ଅବପାତ ଘନୀଭୂତ ହୋଇ ବାତ୍ୟାରେ ପରିଣତ ହେବାର ସମ୍ଭାବନା ରହିଛି । କିନ୍ତୁ ଓଡିଶା ଉପରେ ଏହାର କୌଣସି ପ୍ରଭାବ ପଡିବନାହିଁ । ବାତ୍ୟା ଦିଗ ପରିବର୍ତ୍ତନ କରିଥିବାରୁ ବିଶେଷ ଭାବେ ଏହାର କୌଣସି ପ୍ରଭାବ ପଡିବନି ।…

ଇସ୍ପାତ କାରଖାନାରେ ବିସ୍ଫୋରଣ : ଶ୍ରମିକ ମୃତ

ରାଉରକେଲା: ରାଉରକେଲାସ୍ଥିତ  କଲୁଙ୍ଗା ଶୁଭମ୍‌ ଇସ୍ପାତ କାରଖାନାରେ ବିଳମ୍ବିତ ରାତିରେ ଭୟଙ୍କର ବିସ୍ଫୋରଣ ।  ବିସ୍ଫୋରଣରେ ଜଣେ ଶ୍ରମିକଙ୍କର ମୃତ୍ୟୁ ଘଟିଥିବା ବେଳେ ୨ଜଣ ଗୁରୁତର ଆହତ ହୋଇଛନ୍ତି। ସୂଚନାଥାଉ କି, ରାଉରଲକେଲା କଲୁଙ୍ଗା ଶୁଭମ ଇସ୍ପାତ କାରଖାନାରେ ଗତକାଲି ବିଳମ୍ବିତ…

୫୬ବର୍ଷ ହେବ ଜାରି ରହିଛି ଅଖଣ୍ଡ ରାମାୟଣ ପାଠ: ଭକ୍ତଙ୍କ ସହ ନିଜେ ବସି ରାମାୟଣ ଶୁଣନ୍ତି ହନୁମାନ

ଜବଲପୁର: ଭାରତ ଏକ ମନ୍ଦିର ମାଳିନୀର ଦେଶ  । ଏଠାରେ ଅନେକ ମଠ ମନ୍ଦିର ରହିଛି  । ବହୁ ଧର୍ମାବଲମ୍ବୀର ଲୋକ ଏଠାରେ ବସବାସ କରନ୍ତି  । ପ୍ରତ୍ୟେକ ଦିନ ଅନେକ ସଂଖ୍ୟାରେ ପର୍ଯ୍ୟଟକ ଐତିହାସିକ ସ୍ଥଳୀ କୁହନ୍ତୁ ବା ମଠ ମନ୍ଦିର ବୁଲିବାକୁ ଯାଆନ୍ତି  । କିନ୍ତୁ ଏସବୁ ମନ୍ଦିର ପଛରେ ଯେଉଁ…

ଦିନେ ଆତ୍ମହତ୍ୟା କରିବାକୁ ଚାହୁଁଥିଲେ ସାମି, ଘର ବାହାରେ ପହରା ଦେଉଥିଲେ ପରିବାର ଲୋକେ.. ଆଜି ସମସ୍ତଙ୍କର ହିରୋ

ନୂଆଦିଲ୍ଲୀ:‘ ମୋତେ ମୋ ପରିବାରର ସହଯୋଗ ମିଳି ନ ଥିଲେ ହୁଏତ ମୁଁ କ୍ରିକେଟ ଛାଡି ଦେଇଥାନ୍ତି । ମୁଁ ତିନିତିନି ଥର ଆତ୍ମହତ୍ୟା ପାଇଁ ଭାବି ନେଇଥିଲି । ମୋ ଘର ୨୪ ମହଲାରେ ଥିଲା । ପରିବାର ଲୋକ ଡରୁଥିଲେ କାଳେ ମୁଁ ଆପାର୍ଟମେଣ୍ଟରୁ ଡେଇଁ ପଡିବି । ତେଣୁ ସେମାନେ ମତେ ଏକ ପ୍ରକାର ଜଗି…

ଆଜିଠୁ ଶ୍ରୀମନ୍ଦିର ନାଟମଣ୍ଡପ ମରାମତି : ପ୍ରତି ୧୫ ଦିନରେ କାମର ଷ୍ଟାଟର୍ସ ରିପୋର୍ଟ ଦେବେ ଆମିକସ୍ କ୍ୟୁରୀ

ପୁରୀ : ଆଜିଠୁ ଆରମ୍ଭ ହେବ ଶ୍ରୀମନ୍ଦିର ନାଟମଣ୍ଡପ ମରାମତି କାମ  । ମରାମତି ଲାଗି ଏଏସଆଇକୁ କଡା ନିର୍ଦ୍ଦେଶ ଦେଇଛନ୍ତି ଉଚ୍ଚ ନ୍ୟାୟାଳୟ । ୫ ବର୍ଷ ହେବ ଫାଟି ଆଁ କରିଛି ଶ୍ରୀମନ୍ଦିର ନାଟମଣ୍ଡପ ବିମ୍  । ଦୁର୍ବଳ ବିମର ମରାମତି କାମ ପାଇଁ ୧୨୦ ଦିନ ସମୟ ଲାଗି ବୋଲି କହିଛନ୍ତି ଏଏସଆଇ…

ଦିଲ୍ଲୀରୁ ସହରସା ଯାଉଥିବାବେଳେ ବୈଶାଳୀ ଏକ୍ସପ୍ରେସରେ ଲାଗିଲା ନିଆଁ, ୧୯ ଯାତ୍ରୀ ଆହତ

ନୂଆଦିଲ୍ଲୀ : ୧୨ ଘଣ୍ଟା ମଧ୍ୟରେ ଦୁଇ ଦୁଇଟି ଅଘଟଣ ।  ଦିଲ୍ଲୀ-ଦରଭଙ୍ଗା ପରେ ବୈଶାଳୀ ଏକ୍ସପ୍ରେସରେ ଅଗ୍ନିକାଣ୍ଡ ଘଟିଛି । ନୂଆଦିଲ୍ଲୀରୁ ସହରସା ଅଭିମୁଖେ ଯାଉଥିବା ବୈଶାଳୀ ଏକ୍ସପ୍ରେସ ଟ୍ରେନର ୬ନଂ କୋଚର ବାଥରୁମ୍ ରେ ହଠାତ୍ ନିଆଁ ଲାଗି ଯାଇଥିଲା । ଅଗ୍ନିକାଣ୍ଡ ଯୋଗୁଁ ଟ୍ରେନରେ ଥିବା…