Latest Odisha News

BREAKING NEWS

ବ୍ୟାକ୍ ଗିୟର ପାଇଁ ଦୁର୍ଘଟଣା ! ଲିଙ୍ଗରାଜ ମନ୍ଦିର ନିକଟରେ ଦୁର୍ଘଟଣା ଘଟାଇଥିବା କାର୍ ଡ୍ରାଇଭର ଗିରଫ

ଭୁବନେଶ୍ବର : ଲିଙ୍ଗରାଜ ମନ୍ଦିର ନିକଟରେ ସ୍ବାମୀ ସ୍ତ୍ରୀଙ୍କ ଉପରେ କାର୍ ଚଢିଯିବା ଘଟଣା  । ଦୁର୍ଘଟଣା ଘଟାଇଥିବା କାର୍ ଡ୍ରାଇଭରଙ୍କୁ ଗିରଫ କରିଛି ଲିଙ୍ଗରାଜ ଥାନା ପୋଲିସ । ଡ୍ରାଇଭର ଜଣକ ମଦ ପିଇ ଫୋନରେ କଥା ହୋଇ ଯାଉଥିବା ବେଳେ ଏଭଳି ଅଘଟଣ ଘଟିଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି…

ପିଣ୍ଡି ଆବଣ୍ଟନରେ ଅନିୟମିତତା ଅଭିଯୋଗ ଆଣି ସିଏମସି ବୈଠକରେ ବିରୋଧୀଙ୍କ ହଙ୍ଗାମା

କଟକ: ସହରର ଛତ୍ରବଜାର ଅଞ୍ଚଳରେ ଥିବା ସହରାଞ୍ଚଳ ହାଟରେ 'ପିଣ୍ଡି' ଆବଣ୍ଟନରେ ବ୍ୟାପକ ଅନିୟମିତତା ହୋଇଥିବା ନେଇ ସୋମବାର କଟକ ମହାନଗର ନିଗମ (ସିଏମସି) କାଉନସିଲ ବୈଠକରେ ବିରୋଧୀ କର୍ପୋରେଟରମାନେ ଅଭିଯୋଗ ଆଣିବା ସହିତ ହୋ ହାଲ୍ଲା କରିଛନ୍ତି। ସହରାଞ୍ଚଳ ହାଟରେ ସ୍ପଟ୍ ଆଲଟମେଣ୍ଟରେ ବଡ଼ ବଡ଼…

ଅଭିନେତ୍ରୀ ମୈାସୁମୀ ନାୟକ ଗିରଫ, ଲେଖିକା ଆଣିଥିଲେ ମର୍ଯ୍ୟାଦା ହାନି ଅଭିଯୋଗ

ଭୁବନେଶ୍ୱର: ଓଲିଉଡ ଅଭିନେତ୍ରୀ ତଥା ମଡେଲ୍ ମୈାସୁମୀ ନାୟକଙ୍କୁ ଗିରଫ କରିଛି କମିଶନରେଟ ପୋଲିସ। ଲେଖିକା ବନସ୍ମିତା ପତିଙ୍କ ଅଭିଯୋଗ ଆଧାରରେ କମିଶନରେଟ୍ ପୋଲିସ ସୋମବାର ଅଭିନେତ୍ରୀ ମୌସୁମୀ ନାୟକଙ୍କୁ ଗିରଫ କରିଛି। ଉଭୟ ସମ୍ପର୍କରେ ଗୁରୁ-ଶିକ୍ଷ୍ୟା ଥିଲେ ବୋଲି ବନସ୍ମିତାଙ୍କ ଓକିଲ…

ଭାରତ ପରେ ଏବେ ନେପାଳରେ ବ୍ୟାନ୍ ହେବ ଟିକଟକ୍ ଆପ୍: ଜାଣନ୍ତୁ କାହିଁକି ?

ନୂଆଦିଲ୍ଲୀ: ଭାରତ ପରେ ବର୍ତ୍ତମାନ ନେପାଳ ସରକାର ଚାଇନା ସୋସିଆଲ ମିଡିଆ ଆପ୍ ଟିକଟକ୍ ଉପରେ ପ୍ରତିବନ୍ଧକ ଲଗାଇବାକୁ ନିଷ୍ପତ୍ତି ନେଇଛନ୍ତି। ସୋମବାର ଅନୁଷ୍ଠିତ କ୍ୟାବିନେଟ ବୈଠକରେ ନେପାଳ ସରକାର ଟିକଟକ୍ ଉପରେ ପ୍ରତିବନ୍ଧକ ଲଗାଇବାକୁ ନିଷ୍ପତ୍ତି ନେଇଛନ୍ତି। ନେପାଳ ସରକାରଙ୍କ ସୂଚନା ଓ…

ବାଣ ଧୂଆଁରେ ରେକର୍ଡ କଲା ଟ୍ବିନ ସିଟିର ପ୍ରଦୂଷଣର ମାତ୍ରା

ଭୁବନେଶ୍ବର : ବାଣ ଧୂଆଁରେ ରେକର୍ଡ କଲା ଟ୍ବିନ ସିଟିର ପ୍ରଦୂଷଣ ମାତ୍ରା । ଗତକାଲି ରାତି ୧ଟାରେ ପ୍ରଦୂଷଣର ମାତ୍ରା ରେକର୍ଡ ଛୁଇଁଛି । ଭୁବନେଶ୍ବର ଲିଙ୍ଗରାଜ ମନ୍ଦିର ନିକଟରେ ପ୍ରଦୂଷଣର ମାତ୍ରା ୯୯୯ ଥିବାବେଳେ ପଟିଆ ଅଞ୍ଚଳରେ ପ୍ରଦୂଷଣର ମାତ୍ରା ୬୭୬ ଥିଲା । ସେହିପରି କଟକରେ ରାତି ୧ଟାରେ…

ନଗେନ୍ଦ୍ରନାଥ ପ୍ରଧାନଙ୍କ ୮୮ତମ ଜନ୍ମ ଜୟନ୍ତୀ ପାଳିତ

ଭୁବନେଶ୍ୱର : ଅଖିଳ ଭାରତୀୟ ସାହିତ୍ୟ ପରିଷଦ, ଓଡ଼ିଶା ପକ୍ଷରୁ ବିଶିଷ୍ଟ ସାହିତ୍ୟ ସାଧକ, ଗବେଷକ, ସମାଜସେବୀ ତଥା ସଙ୍ଗଠକ ସ୍ବର୍ଗତଃ ନଗେନ୍ଦ୍ରନାଥ ପ୍ରଧାନଙ୍କ ୮୮ତମ ଜନ୍ମ ଜୟନ୍ତୀ ପାଳିତ ହୋଇଯାଇଛି । ଏହି ଅବସରରେ ବିଶିଷ୍ଟ ସାହିତ୍ୟିକ, ଗବେଷକ ପ୍ରଦୀପ୍ତ କୁମାର ପଣ୍ଡାଙ୍କୁ ୬ଷ୍ଠ…

ପଣ୍ଡିତ ରେବତୀକାନ୍ତ ଶାସ୍ତ୍ରୀଙ୍କ ୧୬ତମ ସ୍ମୃତିଚାରଣ ସଭା ଆୟୋଜିତ

ଭୁବନେଶ୍ୱର : ଓଡ଼ିଶା ପୂଜ୍ୟ ପ୍ରଣାମ ଟ୍ରଷ୍ଟ ପକ୍ଷରୁ ସାମନ୍ତ ଚନ୍ଦ୍ରଶେଖର ପରିଷଦର ପ୍ରତିଷ୍ଠାତା ସଦସ୍ୟ, ବିଶିଷ୍ଟ ଗଣିତ ଜ୍ୟୋତିଷ, ଆଇନଜୀବି ପଣ୍ଡିତ ରେବତୀକାନ୍ତ ଶାସ୍ତ୍ରୀଙ୍କ ୧୬ତମ ସ୍ମୃତିଚାରଣ ସଭା ସ୍ଥାନୀୟ ଜୟଦେବ ଭବନ ପ୍ରଦର୍ଶନୀ ଗୃହରେ ବିଶିଷ୍ଟ ବେଦବିତ୍ ଆର୍ଯ୍ୟକୁମାର…

ରୋହିତଙ୍କ ଛକା, ଚୌକାକୁ ନେଇ ପାକିସ୍ତାନ ଟିଭିରେ ବଡ଼ ବିତର୍କ

ନୂଆଦିଲ୍ଲୀ: ନେଦରଲାଣ୍ଡ୍ସ ବିପକ୍ଷରେ ବିଶ୍ୱକପରେ ଭାରତର ଦମଦାର ବିଜୟ କେବଳ ନିଜର ଆଧିପତ୍ୟକୁ ସୁଦୃଢ଼ କରିନି, ବରଂ ପାକିସ୍ତାନର କିଛି କ୍ରିକେଟ୍ କିମ୍ବଦନ୍ତୀଙ୍କ ପ୍ରଶଂସା ମଧ୍ୟ ସାଉଁଟିଛି। ପାକିସ୍ତାନର ସ୍ପୋର୍ଟସ ଚ୍ୟାନେଲ ASportsରେ ଏକ ବିତର୍କ ସମୟରେ, ପାକିସ୍ତାନର ପୂର୍ବତନ ଅଧିନାୟକ…

ଦୀପାବଳି ପାର୍ଟିରେ ତମନ୍ନା ଭାଟିଆ-ବିଜୟ ବର୍ମାଙ୍କ ରୋମାଣ୍ଟିକ ଏଣ୍ଟ୍ରି, ଆପଣ ଦେଖିଲେଣି କି?

ମୁମ୍ବାଇ: ନିକଟରେ ବି-ଟାଉନରେ ଅଭିନେତ୍ରୀ ତମନ୍ନା ଭାଟିଆ ଏବଂ ବିଜୟ ବର୍ମାଙ୍କ ସମ୍ପର୍କକୁ ନେଇ ଖୁବ୍‌ ଆଲୋଚନା ଚାଲିଥିଲା। କିନ୍ତୁ ବିଜୟ ବର୍ମା ନିଜ ପ୍ରେମକୁ ଖୋଲାଖୋଲି ଭାବରେ ପ୍ରକାଶ କରିବା ପରେ ଫ୍ୟାନ୍ସଙ୍କ ପ୍ରିୟ ଯୋଡି଼ ପାଲଟିଛନ୍ତି। ସମ୍ପ୍ରତି ବି-ଟାଉନର ନୂଆ ପ୍ରେମୀଯୁଗଳ ତମନ୍ନା…

୨୪ ଘଣ୍ଟା ମଧ୍ୟରେ ଲଘୁଚାପ: ଦୁଇଦିନ ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କଲା ପାଣିପାଗ ବିଭାଗ

ଭୁବନେଶ୍ୱର: ଦକ୍ଷିଣ ଆଣ୍ଡାମାନ ସାଗର ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି  । ଏହାର ପ୍ରଭାବରେ ଆଗାମୀ ୨୪ଘଣ୍ଟା ମଧ୍ୟରେ ଦକ୍ଷିଣପୂର୍ବ ବଙ୍ଗୋପସାଗର ଅଞ୍ଚଳରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି ।  ଏହା ପଶ୍ଚିମ-ଉତ୍ତରପଶ୍ଚିମ ଦିଗରେ ଗତିକରିବା ସହ ୧୬ତାରିଖ ବେଳକୁ…