ଧନତେରାସରେ ନୂଆ ଘର କିଣିଲେ ଅନନ୍ୟା
ମୁମ୍ବାଇ: ଧନତେରାସ ଅବସରରେ ବଲିଉଡ଼ ଅଭିନେତ୍ରୀ ଅନନ୍ୟା ପାଣ୍ଡେ ମୁମ୍ବାଇରେ ଏକ ନୂଆ ଘର କିଣିଛନ୍ତି । ସେ ତାଙ୍କ ନୂଆ ଘରର କିଛି ଫଟୋ ସୋସିଆଲ ମିଡିଆରେ ସେୟାର କରିଛନ୍ତି । ତାଙ୍କ ନୂଆ ଘରକୁ ଦେଖି ତାଙ୍କର ପ୍ରଶଂସକମାନେ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।
ବଲିଉଡର ଲୋକପ୍ରିୟ ଅଭିନେତ୍ରୀ…