ହେନରୀ ନିକୋଲ୍ସଙ୍କ ନାମରେ ବଲ ଟ୍ୟାମ୍ପରିଂ ଅଭିଯୋଗ
ଅକଲାଣ୍ଡ: ବିଶ୍ୱକପ କ୍ରିକେଟରେ ନ୍ୟୁଜିଲାଣ୍ଡ ପ୍ରଭାବୀ ପ୍ରଦର୍ଶନ କରି ଏକ ପ୍ରକାର ସେମିଫାଇନାଲରେ ପ୍ରବେଶ କରିଛି । ଇତି ମଧ୍ୟରେ କିୱି ଟିମ ପାଇଁ ଏକ ଖରାପ ଖବର ଆସିଛି । ଅଭିଜ୍ଞ ବ୍ୟାଟ୍ସମ୍ୟାନ ହେନରୀ ନିକୋଲ୍ସଙ୍କ ବିପକ୍ଷରେ ବଲ ଟ୍ୟାମ୍ପରିଂ ଅଭିଯୋଗ ଆସିଛି । ସେ ବିଶ୍ୱକପ ଦଳର ସଦସ୍ୟ ନ…