Latest Odisha News

BREAKING NEWS

ବାଇକକୁ ପିଟିଲା ଟ୍ୟାଙ୍କର; ମା’-ପୁଅ ମୃତ, ବୋହୂ ଗୁରୁତର

ଯାଜପୁର: ଯାଜପୁର ଜିଲ୍ଲାରେ ଭୟଙ୍କର ସଡକ ଦୁର୍ଘଟଣା । ଏକ ତେଲ ଟ୍ୟାଙ୍କର ବାଇକକୁ ଧକ୍କା ଦେବା ଫଳରେ ମା’-ପୁଅଙ୍କର ମୃତ୍ୟୁ ଘଟିଛି । ଦୁର୍ଘଟଣାରେ ଜଣେ ମିହଳା ବର୍ତ୍ତି ଯାଇଛନ୍ତି । ତାଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ସୂଚନା ଅନୁସାରେ, ଗୁରୁବାର ଦିନ…

ଆହ୍ଲାବାଦ ବିଶ୍ୱବିଦ୍ୟାଳୟ: ଏମବିଏ ପାଠ୍ୟକ୍ରମରେ ସାମିଲ ହେଲା ଭଗବଦ ଗୀତା ଓ ଉପନିଷଦ

ଲକ୍ଷୌ: ଆହ୍ଲାବାଦ ବିଶ୍ୱବିଦ୍ୟାଳୟ ଏକାଡେମିକ ଅଧିବେଶନ ୨୦୨୩ର ପାଞ୍ଚ ବର୍ଷର ଇଣ୍ଟିଗ୍ରେଟେଡ୍ ବ୍ୟାଚେଲର ଅଫ୍ ବିଜିନେସ ଆଡମିନିଷ୍ଟ୍ରେସନ୍ (ବିବିଏ) ଏବଂ ମାଷ୍ଟର୍ସ ଇନ୍ ବିଜିନେସ୍ ଆଡମିନିଷ୍ଟ୍ରେସନ (ଏମବିଏ ) ପାଠ୍ୟକ୍ରମ ଆରମ୍ଭ କରିଛି । ଏଥିରେ ଚଳିତବର୍ଷ ବିଶ୍ବବିଦ୍ୟାଳୟ ପକ୍ଷରୁ ଭଗବତ…

କ୍ୟାମ୍ପେନ୍‌ ବେଳେ ବସ୍‌ରୁ ଖସି ପଡ଼ିଲେ ମନ୍ତ୍ରୀ, BRSର ପ୍ରଚାର ପାଇଁ ବସ୍‌ ଉପରେ ଚଢି କରୁଥିଲେ ରୋଡ୍ ଶୋ’

ହାଇଦ୍ରାବାଦ: ପାଖେଇ ଆସିଲାଣି ତେଲେଙ୍ଗାନା ନିର୍ବାଚନ। ଏଥିଲାଗି ଜୋରସୋରରେ ଚାଲିଛି ନିର୍ବାଚନ ପ୍ରଚାର। ଏହି ପ୍ରଚାର ଭିତରେ ଏକ ଖବର ସାମ୍ନାକୁ ଆସିଛି। ଯାହାକି ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ସୂଚନା ଅନୁସାରେ ତେଲେଙ୍ଗାନାରେ ବିଆରଏସର ନିର୍ବାଚନ ପ୍ରଚାର ପାଇଁ ବସ୍‌ ଉପରେ ଥିଲେ…

ସୁପ୍ରିମକୋର୍ଟରେ ନିଯୁକ୍ତି ପାଇଲେ ତିନି ନୂଆ ବିଚାରପତି

ନୂଆଦିଲ୍ଲୀ : ସୁପ୍ରିମକୋର୍ଟରେ ଗୁରୁବାର ତିନି ଜଣ ନୂଆ ବିଚାରପତିଙ୍କୁ ମିଳିଛି ନିଯୁକ୍ତି । ନୂଆ ଜଜଙ୍କୁ ମଶାଇ ଏବେ ସୁପ୍ରିମ କୋର୍ଟରେ ଜଜଙ୍କ ସଂଖ୍ୟା ୩୪ରେ ପହଞ୍ଚିଛି । ଆଇନ ମନ୍ତ୍ରୀ ଅର୍ଜୁନ ରାମ ମେଘବାଲ ସୋସିଆଲ ମିଡିଆ ଏବଂ ଏକ୍ସରେ ଜଜଙ୍କ ପଦୋନ୍ନତି ସମ୍ପର୍କରେ ଘୋଷଣା…

ବିଜେପି ବିଧାୟକ ଆଶୁତୋଷ ଟଣ୍ଡନଙ୍କ ପରଲୋକ, ଟ୍ୱିଟ୍ କରି ଶୋକବ୍ୟକ୍ତ କଲେ ପ୍ରତିରକ୍ଷାମନ୍ତ୍ରୀ

ଲକ୍ଷ୍ନୌ: ଭାରତୀୟ ଜନତା ପାର୍ଟିର ବିଧାୟକ ତଥା ପୂର୍ବତନ କ୍ୟାବିନେଟ ମନ୍ତ୍ରୀ ଆଶୁତୋଷ ଟଣ୍ଡନଙ୍କର ପରଲୋକ । ଚିକିତ୍ସାଧୀନ ଅବସ୍ଥାର ତାଙ୍କର ଦେହାନ୍ତ ହୋଇଛି । ମନ୍ତ୍ରୀ ଆଶୁତୋଷ ଟଣ୍ଡନ ଓରଫ ଗୋପାଳଜୀ ଉତ୍ତରପ୍ରଦେଶର ପୂର୍ବ ଲକ୍ଷୌର ବିଧାୟକ ଥିଲେ । ସେ ଦୀର୍ଘଦିନ ଧରି କ୍ୟାନସର ରେ ପୀଡିତ…

ପୋଲିସର ନିଦ ହଜେଇଥିଲା ଲୁଟେରା ପାଟୁ, ଶେଷରେ ହେଲା ଗିରଫ

ପୁରୀ: ଦିର୍ଘଦିନ ଧରି ପୁରୀ ପୋଲିସର ନିଦ ହଜେଇଥିବା ଲୁଟେରା ପାଟୁ ଓରଫ ଶାହାଜାହାନ ଖାନକୁ ଗିରଫ କରିଛି ପୁରୀ ପୋଲିସ୍ । ତା’ସହ ତାର ସହଯୋଗୀ ଆନନ୍ଦ ବିଶୋଇକୁ ମଧ୍ୟ ଗିରଫ କରିଛି ପୋଲିସ । ଏନେଇ ଏକ ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେଇଛନ୍ତି ପୁରୀ ଅତିରିକ୍ତ ଏସପି ସୁଶିଲ ମିଶ୍ର ।…

ବେଆଇନ ବାଣ ଗୋଦାମ ଉପରେ ଚଢ଼ାଉ, ଲକ୍ଷାଧିକ ଟଙ୍କାର ବାଣ ଜବତ

କେନ୍ଦ୍ରାପଡା: ଆଗକୁ ଦୀପାବଳି ଆସୁଥିବା ବେଳେ ବେଆଇନ ବାଣ ଗୋଦାମ ଉପରେ ଚଢ଼ାଉ କରି ଲକ୍ଷାଧିକ ଟଙ୍କାର ବାଣ ଜବତ କରିଛି ପୋଲିସ। କେନ୍ଦ୍ରାପଡାରେ ଆଜି ବେଆଇନ ବାଣ ବ୍ୟବସାୟ ଉପରେ ଚଢାଉ କରାଯାଇଛି। ପ୍ରାଥମିକ ସୂଚନା ଅନୁଯାୟୀ, କେନ୍ଦ୍ରାପଡା ଟାଉନ ଥାନା ଅଧୀନରେ ଥିବା ସଡିପୁରରେ ଚଢାଉ କରି…

ଅଙ୍ଗନବାଡି କର୍ମୀ ଚୟନରେ ଅନିୟମିତତା: ଅଙ୍ଗନବାଡି କେନ୍ଦ୍ରରେ ତାଲା

ନୂଆପଡା: ଆଜକୁ ତିନି ଦିନ ହେବ ବନ୍ଦ ପଡିଛି ଅଙ୍ଗନବାଡି କେନ୍ଦ୍ର । ପ୍ରାକ ଶିକ୍ଷାରୁ ବଞ୍ଚିତ ହେଉଛନ୍ତି କୋମଳମତି ଶିଶୁ । ଅଙ୍ଗନବାଡି କର୍ମୀ ଚୟନରେ ଅନିୟମିତତା କାରଣରୁ ଅଙ୍ଗନବାଡି କେନ୍ଦ୍ରରେ ତାଲା ପକାଇଛନ୍ତି ଗ୍ରାମବାସୀ । ନୂଆପଡା ଜିଲ୍ଲା ଖଡିଆଳ ସମନ୍ବିତ ଶିଶୁ ବିକାଶ ବିଭାଗ…

ଜାତୀୟ ଶିକ୍ଷା ଦିବସ: କାହିଁକି ପାଳନ କରାଯାଏ, ଏହି ବିଶେଷ ଦିନର ମହତ୍ତ୍ୱ କ’ଣ?

ନୂଆଦିଲ୍ଲୀ: ଆଜି ଜାତୀୟ ଶିକ୍ଷା ଦିବସ । ପ୍ରତିବର୍ଷ ନଭେମ୍ବର ୧୧ ତାରିଖକୁ ଦେଶରେ ଜାତୀୟ ଶିକ୍ଷା ଦିବସ ଭାବରେ ପାଳନ କରାଯାଏ । ଏହି ଦିନର ଉଦ୍ଦେଶ୍ୟ ହେଉଛି ଶିକ୍ଷାର ମହତ୍ତ୍ୱ ବିଷୟରେ ସାରା ବିଶ୍ୱରେ ସଚେତନତା ସୃଷ୍ଟି କରିବା । ଭାରତର ପ୍ରଥମ ଶିକ୍ଷା ମନ୍ତ୍ରୀ ମୌଲାନା ଅବୁଲ କଲାମ…

ଶ୍ରୀମନ୍ଦିର ସମ୍ମୁଖରେ କଂଗ୍ରେସର ବିଶାଳ ସଂକୀର୍ତ୍ତନ ସତ୍ୟାଗ୍ରହ

ପୁରୀ: ପୁରୀ ଶ୍ରୀମନ୍ଦିର ସମ୍ମୁଖରେ କଂଗ୍ରେସର ବିଶାଳ ସଂକୀର୍ତ୍ତନ ସତ୍ୟାଗ୍ରହ । ଅଭିନବ ଢଙ୍ଗରେ ସତ୍ୟାଗ୍ରହ କରିଛନ୍ତି କଂଗ୍ରେସ କର୍ମୀ । ଶହ ଶହ କର୍ମୀ ଏହି ସତ୍ୟାଗ୍ରହରେ ସାମିଲ ହେବା ସହ ଶ୍ରୀମନ୍ଦିର ସମ୍ମୁଖରେ ସଂକୀର୍ତ୍ତନ କରୁଥିବା ଦେଖିବାକୁ ମିଳିଛି । ରାଜ୍ୟବ୍ୟାପି ଚାଲିଥିବା ଏହି…