Latest Odisha News

ପଦ୍ମକେଶରୀପୁର ଗୋଷ୍ଠୀ ସଂଘର୍ଷ ଘଟଣା, ୫୦ରୁ ଉର୍ଦ୍ଧ୍ଵ ମହିଳା ଗିରଫ

ଭୁବନେଶ୍ଵର: ପଦ୍ମକେଶରୀପୁର ଗୋଷ୍ଠୀ ସଂଘର୍ଷ ଘଟଣାରେ ବଢିଲା ଗିରଫଦାରୀ ସଂଖ୍ୟା । ପୁରୁଷଙ୍କ ପରେ ପଡିଲା ମହିଳାଙ୍କ ପାଳି । ଆଜି ୫୩ ଜଣ ମହିଳା ଓ ୩ଜଣ ପୁରୁଷଙ୍କୁ ଗିରଫ କରିଛି ପୋଲିସ । ଏହା ପୂର୍ବରୁ ୭୭ଜଣଙ୍କୁ ପୋଲିସ ଗିରଫ କରିଥିବା ବେଳେ ଆଜି ଆଉ ୫୬ଜଣଙ୍କୁ ଗିରଫ କରାଯାଇଛି । ଏହାକୁ…

ଭାରତର ସବୁଠାରୁ ସଫଳ ଆନ୍ତର୍ଜାତୀୟ କ୍ରିକେଟ ଖେଳାଳି ହେଲେ କୋହଲି

ମୁମ୍ବାଇ: ଭାରତର ବିରାଟ କୋହଲି ଗୋଟିଏ ପରେ ଗୋଟିଏ କୀର୍ତିମାନ ସ୍ଥାପନ କରିବାରେ ଲାଗିଛନ୍ତି । ଶ୍ରୀଲଙ୍କା ବିପକ୍ଷ ବିଶ୍ୱକପ ମ୍ୟାଚ ଅବସରରେ ସେ ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କ ଆଉ ଏକ ରେକର୍ଡ ଭାଙ୍ଗି ଦେଇଛନ୍ତି । କୋହଲି ଭାରତ ପକ୍ଷରୁ ସର୍ବାଧିକ ଆନ୍ତର୍ଜାତୀୟ ମ୍ୟାଚରେ ବିଜୟ…

ବଢୁଛି କଳାକାର କଳି: ସୋସିଆଲ ମିଡିଆରେ ଭିଡିଓ ସେୟାର କରି ଅରିନ୍ଦମଙ୍କୁ ଟାର୍ଗେଟ କଲେ ମନୋଜ ମିଶ୍ର

ଭୁବନେଶ୍ୱର: ବଢୁଛି କାଳାକାର କଳି । ସମାଧାନର ବାଟ ଫିଟୁନି । ଗତକାଲିର ବୈଠକ ପରେ ବିବାଦର ସମାଧାନ ହେବା ବୋଲି ଆଶା କରାଯାଉଥିଲା । ହେଲେ ମନୋଜ ମିଶ୍ର ପୁଣି ଏକ ଭିଡିଓ ସୋସିଆଲ ମିଡିଆରେ ସେୟାର କରି ନିଜ କ୍ଷୋଭ ପ୍ରକାଶ କରିଛନ୍ତି । ଅଭିନେତା ଅରିନ୍ଦମଙ୍କୁ ସିଧାସଳଖ ଏକ ବାର୍ତ୍ତା…

ଜାନୁଆରୀ ୧୭ରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପ୍ରତିଷ୍ଠା : ଗଜପତି ମହାରାଜା

ପୁରୀ : ଆଜି ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ସମୀକ୍ଷା କରିଛନ୍ତି ଗଜପତି ମହାରାଜା ଦିବ୍ୟସିଂହ ଦେବ । କାର୍ଯ୍ୟର ଅଗ୍ରଗତି ଏବଂ କେବେ ସରିବ , ସେ ନେଇ ଆଲୋଚନା କରିଛନ୍ତି  । ମହାପ୍ରଭୂଙ୍କର ପ୍ରମୋଦ ଉଦ୍ୟାନ , ଜଗନ୍ନାଥବଲ୍ଲଭ ପାର୍କିଂ କାର୍ଯ୍ୟ ମଧ୍ୟ ଅନୁଧ୍ୟାନ କରିଛନ୍ତି  । ଶ୍ରୀସେତୁ…

ଅଶାଳୀନ ପୋଷାକ ପିନ୍ଧିବା ପଡ଼ିଲା ମହଙ୍ଗା, ଉର୍ଫିଙ୍କୁ ଉଠାଇନେଲା ପୋଲିସ

ମୁମ୍ବାଇ: ସୋସିଆଲ ମିଡିଆ ସେନସେସନ ଉର୍ଫି ଜାଭେଦ୍ । ଅଭିନେତ୍ରୀ ଉର୍ଫି ଜାଭେଦ୍ ଜଣେ ଟିଭି ତାରକା ହେବା ସହ ସୋସିଆଲ୍ ମିଡି଼ଆ ଦୁନିଆରେ ଏକ ବଡ ନାଁ । ନିଜର ଅଜବ ପୋଷାକ ପରିଧାନ ନେଇ ଅଧିକାଂଶ ସମୟରେ ଟ୍ରୋଲ ହୁଅନ୍ତି ଉର୍ଫି ।  କିଛି ଲୋକଙ୍କୁ ଉର୍ଫିଙ୍କ ଅନ୍ଦାଜ ଖୁବ ପସନ୍ଦ ହେଉଥିବା…

ଧନତେରାସରେ ଘରକୁ ଆଣନ୍ତୁ ଏହି ସବୁ ଜିନିଷ, ଘରକୁ ଆସିବ ସୁଖ ସମୃଦ୍ଧି !

ଭୁବନେଶ୍ଵର: କାର୍ତ୍ତିକ ମାସର କୃଷ୍ଣ ପକ୍ଷର ତୃତୀୟା ତିଥିରେ ଧନତେରାସ ଉତ୍ସବ ପାଳନ କରାଯାଏ । ଏହି ଦିନ କୁବେର ଦେବତା ଏବଂ ମାଆ ଲକ୍ଷ୍ମୀଙ୍କୁ ପୂଜା କରାଯାଏ । ଧନତେରାସରେ ନୂଆ ଜିନିଷ କିଣିବାର ପ୍ରଥା ରହିଛି । ମାନ୍ୟତା ରହିଛି ଯେ, ଧନତେରାସ ଦିନ କିଣାଯାଇଥିବା ପ୍ରତ୍ୟେକଟି ଜିନିଷ ବର୍ଷ…

ତ୍ୱଚା ଏବଂ କେଶ ଲାଗି ଲାଭଦାୟକ ଦହି : ପ୍ରତିଦିନ ଖାଦ୍ୟରେ ବି କରନ୍ତୁ ସାମିଲ ଦୂରେଇ ଯିବ ଏସବୁ ରୋଗ…

ନୂଆଦିଲ୍ଲୀ : ସାଧାରଣତଃ କିଛି ଲୋକ ଦହି ଖାଇବାକୁ ଭଲ ପାଆନ୍ତି  । ଦହିକୁ ଆମେ ଖାଇବା ସହ ରୂପଚର୍ଯ୍ୟାରେ ମଧ୍ୟ ବ୍ୟବହାର କରିଥାଉ  । ତେବେ ଆସନ୍ତୁ ଜାଣିବା ଦହି ଆମ ସ୍ବାସ୍ଥ୍ୟପାଇଁ କେତେ ଉପଯୋଗୀ । ଦହି ଖାଇବା ଦ୍ୱାରା ଗ୍ୟାସ୍‌ ପରି ସମସ୍ୟା ହୋଇ ନ ଥାଏ। ଏହା ପାଚନ କ୍ରିୟାକୁ ମଧ୍ୟ…

ଟ୍ରକ୍-ବାଇକ୍ ମୁହାଁମୁହିଁ ଧକ୍କା : ୫ ମୃତ , ମୃତକଙ୍କ ମଧ୍ୟରେ ଅଛନ୍ତି ଦୁଇ ଶିଶୁ

କର୍ଣ୍ଣାଟକ : କର୍ଣ୍ଣାଟକରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । କାଲାପୁରାଗିରେ ଟ୍ରକ ଏବଂ ମୋଟରସାଇକେଲ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି ।  ଫଳରେ ଘଟଣାସ୍ଥଳରେ ୫ ଜଣଙ୍କର ମୃତ୍ୟୁ ଘଟିଛି । ମୃତକଙ୍କ ମଧ୍ୟରେ ଦୁଇ ଜଣ ଶିଶୁ ଥିବା ସୂଚନା ମିଳିଛି । ସୂଚନା ଅନୁଯାୟୀ ମହାରାଷ୍ଟ ସୋଲାପୁର…

ଭିଜିଲାନ୍ସ ପଞ୍ଝାରେ ଆସିଷ୍ଟାଣ୍ଡ ଇଞ୍ଜିନିୟର : ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଏକକାଳୀନ ୮ଟି ସ୍ଥାନରେ…

କଟକ : ଭିଜିଲାନ୍ସରେ ଜାଲରେ ଆସିଷ୍ଟାଣ୍ଡ ଇଞ୍ଜିନିୟର । ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ କଟକ ଜିଲ୍ଲା ସାଲେପୁର RW ସଵ ଡିଭିଜନ ସହକାରୀ ଯନ୍ତ୍ରୀ ଅର୍ଜ୍ଜୁନ କୁମାର ସାହୁଙ୍କ ଘରେ ଚଢାଉ କରାଯାଉଛି । ଏକକାଳୀନ ୮ଟି ସ୍ଥାନରେ ଚଢାଉ ଚାଲିଛି । ଖୋର୍ଦ୍ଧା , କଟକ , କେନ୍ଦ୍ରାପଡା ଓ…

ଭୟାନକ ରେଳଷ୍ଟେସନ୍ : ରାତି ହେଲେ ଶୁଭେ କାନ୍ଦିବା ଓ ଚିତ୍କାର ଶଦ୍ଦ, ଯିବାକୁ ଭୟ କରନ୍ତି ଲୋକ

ନୂଆଦିଲ୍ଲୀ : ଭାରତରେ ହଜାର ହଜାର ରେଳଷ୍ଟେସନ ରହିଛି  । ଯେଉଁଠି ପ୍ରତିଦିନ ଶହ ଶହ ଲୋକ ଯିବା ଆସିବା କରନ୍ତି  । କିନ୍ତୁ ଦେଶରେ ଏମିତି କିଛି ରେଳଷ୍ଟେସନ ରହିଛି , ଯେଉଁଠାକୁ ଯିବାକୁ ଲୋକେ ଭୟ କରନ୍ତି  । ଆସନ୍ତୁ ଜାଣିବା ସେମିତି କିଛି ରେଳଷ୍ଟସନ ସମ୍ପର୍କରେ । ପଶ୍ଚିମବଙ୍ଗର ପୁରୁଲିଆ…