ବାଇକକୁ ଧକ୍କା ଦେଲା ଟ୍ରକ୍ : ଜଣେ ମୃତ , ଜଣେ ଗୁରୁତର
ନୂଆପଡା : ନୂଆପଡ଼ା ଜିଲ୍ଲା କୋମନା ଥାନା ବାଞ୍ଜିବାହାଲ ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଜଣେ ମୃତ ଅନ୍ୟ ଜଣେ ଗୁରୁତର । ମୃତକ ଖଡ଼ିଆଳ ଥାନା ଖଇରପଦର ଗାଁର ମୋତିରାମ ଦୁରିଆ ବୋଲି ଜଣାପଡିଛି । ଅନ୍ୟ ଜଣେ ଗୁରୁତର ସେହି ଗାଁ ର ଜଗଦୀଶ ବାଗ ।
ସୂଚନା ଅନୁସାରେ ଆଜି ଦୁଇ ଜଣ ଯୁବକ…