Latest Odisha News

BREAKING NEWS

ବଢିଲା ରାଜ୍ୟ ହସ୍ତଶିଳ୍ପ ପୁରସ୍କାର-୨୦୨୨ ପାଇଁ ଆବେଦନ ତାରିଖ , ୧୦ତାରିଖ ପର୍ଯ୍ୟନ୍ତ କରିପାରିବେ ଆବେଦନ

ଭୁବନେଶ୍ଵର: ଓଡିଶା ହସ୍ତତନ୍ତ ଓ ହସ୍ତଶିଳ୍ପ ଉନ୍ନୟନ ଓ ବିକାଶ ପରିଷଦର ଅଧ୍ୟକ୍ଷ ଏବଂ କାରିଗର ମାନଙ୍କ ଅନୁରୋଧ କ୍ରମେ ବଢିଲା ରାଜ୍ୟ ହସ୍ତଶିଳ୍ପ ପୁରସ୍କାର-୨୦୨୨ ପାଇଁ ଆବେଦନ ତାରିଖ । ହସ୍ତଶିଳ୍ପ କୃତିର ପ୍ରସ୍ତୁତି ନିମନ୍ତେ ପର୍ଯ୍ୟାପ୍ତ ସମୟର ଆବଶ୍ୟକତାକୁ ଉପଲବ୍ଧି କରି ହସ୍ତତନ୍ତ, ବୟନ…

ପୁରୀ ଶରଧାବାଲି ମୁକ୍ତାକାଶ ରଙ୍ଗମଞ୍ଚରେ ଚାଲିଥିବା ୫୬ତମ କୁମାର ଉତ୍ସବ ଉଦଯାପିତ

ପୁରୀ: ପୁରୀ କୁମାର ଉତ୍ସବ ସମିତି ଆନୁକୁଲ୍ୟରେ ଶରଧାବାଲିରେ ତିନି ଦିନ ଧରି ଚାଲିଥିବା ୫୬ତମ କୁମାର ଉତ୍ସବ ଧୁମଧାମର ସହ ଉଦଯାପିତ ହୋଇଛି। ଉଦଯାପନୀ ସଂନ୍ଧ୍ୟାର ମୁଖ୍ୟ ଆକର୍ଷଣ ଥିଲେ ବଲିଉଡ୍ କଣ୍ଠଶିଳ୍ପୀ ବିନୋଦ ରାଠୋଡ। ଖୋଲା ଆକାଶ ତଳେ ଖୋଲା ମଞ୍ଚରେ ବିନୋଦଙ୍କ ଗୋଟିଏ ପରେ ଗୋଟିଏ…

ଅବସର ଘୋଷଣା କଲେ ଇଂଲଣ୍ଡ ପେସର ଡେଭିଡ ୱିଲୀ

ଲଣ୍ଡନ: ଇଂଲଣ୍ଡ ପେସ ବୋଲର ଡେଭିଡ ୱିଲୀ ଆନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି । ବିଶ୍ୱକପ ୨୦୨୩ରେ ଇଂଲଣ୍ଡର ନୈରାଶ୍ୟଜନକ ପ୍ରଦର୍ଶନ ପରେ ସେ ଏହି ନିଷ୍ପତି ନେଇଛନ୍ତି । ମୁଁ କେବେ ବି ଅବସର କଥା ଚିନ୍ତା କରି ନ ଥିଲି । ଇଂଲଣ୍ଡ ପକ୍ଷରୁ ଖେଳିବା ସର୍ବଦା ମୋ ପାଇଁ ସ୍ୱପ୍ନ ଥିଲା…

୨୦ ହଜାର ଟଙ୍କା ବଦଳାଇବା ପାଇଁ ଧାଡ଼ିରେ ଶ୍ରମିକ, ମୂଲିଆ: ଇଓଡବ୍ଲ୍ୟୁ ପରେ ଇଡିର ତନାଘନା

ଭୁବନେଶ୍ୱର: ଲମ୍ବାଧାଡିରେ ମୂଲିଆ ଆଉ ଶ୍ରମିକ । ହାତରେ ଟଙ୍କା ବିଡା । ଘଣ୍ଟାଘଣ୍ଟା ଧରି ଛିଡା ହୋଇଛନ୍ତି ଆରବିଆଇ ସମ୍ମୁଖରେ । ଆଜି ନୁହେଁ ଗତ କିଛି ଦିନ ହେବ ଧାଡି ଲଗାଇଛନ୍ତି ଟଙ୍କା ବଦଳେଇବା ପାଇଁ । ୨ ହଜାର ଟଙ୍କା ବଦଳାଇବେ । ହେଲେ ୨ ଦିନ ପରେ ବି ମୂଲିଆଙ୍କ ପାଖରୁ ଟଙ୍କାର ଭଣ୍ଡାର…

ଅଭିନନ୍ଦନଙ୍କ ପରି କତାରରୁ ପୂର୍ବତନ ନୌସେନା ଅଧିକାରୀଙ୍କୁ ଫେରାଇ ଅଣାଯିବ: ସଞ୍ଜୟ ସିଂ

ପାଟନା: ଭାରତର ୮ ଜଣ ପୂର୍ବତନ ନୌସେନା ଯବାନଙ୍କୁ ମୃତ୍ୟୁଦଣ୍ଡାଦେଶ ଦେଇଛି କତାର କୋର୍ଟ । ଯାହାକୁ ନେଇ ସାରା ଦେଶରେ ଚର୍ଚ୍ଚା ଜୋର ଧରିଛି । ଏଥି ସହିତ ପୂର୍ବତନ ନୌସେନା ଯବାନଙ୍କୁ ଫେରାଇ ଆଣିବା ପାଇଁ ସରକାରଙ୍କ ଉପରେ ଚାପ ମଧ୍ୟ ବଢଛି । ଏହି ପୂର୍ବତନ ସେନାମାନଙ୍କ ପରିବାର ମଧ୍ୟ ଚିନ୍ତିତ…

ଗଞ୍ଜେଇ ଚାଷ ପାଇଁ ରାଜ୍ୟ ସରକାରଙ୍କୁ ଅନୁମତି ମାଗିଲା ଏହି ସଂଗଠନ !

ଅମରାବତୀ: ଏକ ସ୍ବେଚ୍ଛାସେବୀ ସଂଗଠନ ବିଶାଖାପାଟନମରେ ଗଞ୍ଜେଇ ଚାଷ କରିବା ପାଇଁ ଅନୁମତି ମାଗିଛି। ଏ ସମ୍ପର୍କରେ ସଂଗଠନ ପକ୍ଷରୁ ଜିଲ୍ଲା ପ୍ରଶାସନକୁ ଏକ ଚିଠି ଲେଖାଯାଇଛି। ସଂଗଠନ ଜନ ଜାଗରଣ ସମିତି ଦ୍ୱାରା ଏହି ଜନ ନିଷେଧ ଚାଷ ପାଇଁ ଅନୁମତି ମାଗିବା ପ୍ରସଙ୍ଗ ଏବେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ…

ଆସ ବୁଲିଯିବା ଓଡିଶା: ପାହାଡର ବୁକୁ ଚିରି କୁଳୁକୁଳୁ ନାଦରେ ବୋହି ଯାଉଛି ଡୁଡୁମା ଜଳପ୍ରପାତ

କୋରାପୁଟ: ଆସିଛି ପର୍ଯ୍ୟଟନ ଋତୁ। ପ୍ରାକୃତିକ ସୌନ୍ଦର୍ଯ୍ୟ ସହ ପାହାଡର ବୁକୁ ଚିରି କୁଳୁକୁଳୁ ନାଦରେ ବୋହି ଯାଉଛି ଜଳପ୍ରପାତର ସୁଅ । ପର୍ଯ୍ୟଟକଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ଏହି ସ୍ଥାନ ପାଲଟି ଥିବାବେଳେ ଜଳପ୍ରପାତର ଉଭୟ ପାର୍ଶ୍ଵରେ ସବୁଜ ଘଞ୍ଚ ଜଙ୍ଗଲ ପ୍ରକୃତି ପ୍ରେମୀଙ୍କୁ କରୁଛି…

୫ଜି ଆସିବା ପରେ ମଧ୍ୟ ବଢିବନି ମୋବାଇଲ ବିଲ୍, ଶୁଳ୍କ ବୃଦ୍ଧି କରିବନି ରିଲାଏନ୍ସ ଜିଓ

ନୂଆଦିଲ୍ଲୀ: ଜିଓ ଗ୍ରାହକଙ୍କ ପାଇଁ ଖୁସି ଖବର। ଚଳିତ ବର୍ଷ ମଧ୍ୟ ହେବନି ଜିଓର ରିଚାର୍ଜ ପ୍ଲାନ। ପ୍ରତିବର୍ଷ ଡିସେମ୍ବର ପୂର୍ବରୁ ରିଚାର୍ଜ ଯୋଜନାଗୁଡିକ ମହଙ୍ଗା ହେବା ବିଷୟରେ ଆଲୋଚନା ଆରମ୍ଭ ହୁଏ। କିନ୍ତୁ ଏବେ ଖବର ଆସିଛି ୫ଜି ଆସିବା ପରେ ମଧ୍ୟ ଜିଓ ବଢାଇବନି ମୋବାଇଲ ବିଲ୍। ଦେଶର ଦୁଇଟି…

ରୋଜଗାରିଆ ପୁଅର ହାତଗୋଡରେ ପଡିଛି ବେଡି, ପରିବାର କଥା ବୁଝିବ କିଏ …

ନବରଙ୍ଗପୁର: ଭୋକ ହେଲେ ଖାଉଛି ନହେଲେ ନାହିଁ । ଖାଲିଟାରେ ଆକାଶକୁ ଚାହିଁ ବସୁଛି ତ ବସୁଛି । ଯାହାକୁ ଦେଖୁଛି ମାରିବାକୁ ଗୋଡଉଛି । ଗାଁରେ ଅନେକ ଲୋକଙ୍କୁ ଟେକା ପଥର ମାରି ଲହୁଲୁହାଣ ବି କରି ସାରିଲାଣି । ଏସବୁ ଦେଖି ବାପା ବା ଆଉ କେତେ ସହିଥାନ୍ତେ । ଶେଷରେ ଉପାୟ ନପାଇ ପୁଅର ହାତଗୋଡରେ…

ମନୋଜ ମିଶ୍ରଙ୍କୁ ବାସନ୍ଦ ପ୍ରତିବାଦ, ଝାରସୁଗୁଡାରେ ଅନୁଭବ ଏବଂ ଅରିନ୍ଦମଙ୍କ କୁଶପୁତ୍ତଳିକା ଦାହ

ଝାରସୁଗୁଡ଼ା: ଥମୁନି କଳାକାର କଳି। ପଶ୍ଚିମ ଓଡ଼ିଶାର ଅନ୍ୟତମ ଜିଲ୍ଲା ଝାରସୁଗୁଡାରେ ଆଜି ଅଭିନେତା ମନୋଜ ମିଶ୍ରଙ୍କୁ ବାସନ୍ଦ ପ୍ରତିବାଦରେ ଗାନ୍ଧୀ ମୂର୍ତ୍ତି ତଳେ ଅଭିନେତା ଅନୁଭବ ମହାନ୍ତି ଓ ଅରିନ୍ଦମ ରାୟଙ୍କ କୁଶପୁତ୍ତଳିକା ଦାହ କରିଛନ୍ତି। ନିକଟରେ ସମ୍ବଲପୁରର ପ୍ରେକ୍ଷାଳୟରୁ…