ଲୁଟ୍ ଅଭିଯୋଗ କରିବାକୁ ଆସିଥିବା ଯୁବକ ନିଜେ ଲୁଟେରା: ଗିରଫ କଲା ପୋଲିସ
ଭୁବନେଶ୍ବର : ନିଜେ ଲୁଟି ଲୁଟ୍ ଅଭିଯୋଗ । ଅଭିଯୁକ୍ତ ଯୁବକ ଗିରଫ । ୩.୩୩ ଲକ୍ଷ ଲୁଟିଥିବା ଜଣେ କମ୍ପାନୀ ଏଜେଣ୍ଟ ଙ୍କୁ ପୋଲିସ ଗିରଫ କରିଛି । ଏମିତି କିଛି ଘଟଣା ଦେଖିବାକୁ ମିଳିଛି ତମାଣ୍ଡୋ ଅଞ୍ଚଳରେ । ସୂଚନା ମୂତାବକ ଆଇଟିସି କମ୍ପାନୀର ଜଣେ ଏଜେଣ୍ଟ ୩.୩୩ ଲକ୍ଷ ଟଙ୍କା ଆଦାୟ…