Latest Odisha News

BREAKING NEWS

ଖସୁଛି ପାରଦ ବଢୁଛି ଶୀତ, ଫୁଲବାଣୀରେ ତାପମାତ୍ରା ୧୩ ଡିଗ୍ରୀ ରେକର୍ଡ

ଭୁବନେଶ୍ୱର: ଖସୁଛି ପାରଦ ବଢୁଛି ଶୀତ। ରାଜ୍ୟରେ ଧିରେ ଧୀରେ ବୃଦ୍ଧି ପାଉଛି ଶୀତ ଲହରି। ଏହାରି ମଧ୍ୟରେ କନ୍ଧମାଳରେ ଗତ ତିନି ଚାରି ଦିନ ହେଲା ରାତି ତାପମାତ୍ରା କ୍ରମାଗତ ଭାବେ ଖସିବାରେ ଲାଗିଛି। ସୁଲୁସୁଲିଆ ପବନ ସାଙ୍ଗକୁ ଚାରିଆଡେ ଘନ କୁହୁଡି। ଭାରତୀୟ ପାଣିପାଗ ବିଭାଗ (ଆଇଏମଡି)…

ଓଡ଼ିଶା ବିପର୍ଯ୍ୟୟ ପ୍ରସ୍ତୁତି ଦିବସ ଅବସରରେ ମିନି ମାରାଥନ

ଭୁବନେଶ୍ୱର : ଆଜି ଓଡ଼ିଶା ବିପର୍ଯ୍ୟୟ ପ୍ରସ୍ତୁତି ଦିବସ  । ଏହି ଅବସରରେ ଆଜି ଓଡ଼ିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ ଏବଂ କ୍ରୀଡ଼ା ଓ ଯୁବସେବା ବିଭାଗର ମିଳିତ ଆନୁକୂଲ୍ୟରେ ଏକ ମିନି ମାରାଥନ ଅନୁଷ୍ଠିତ ହୋଇଯାଇଛି । ସକାଳ ୭ଟା ୩୦ମିନିଟ ସମୟରେ ଆରମ୍ଭ ହୋଇଥିବା ଏହି ମିନି…

ରକ୍ତ ରଞ୍ଜିତ ହେଲା ସୁନାଦେଇ ପୀଠ, ହଜାର ହଜାର ଦର୍ଶକଙ୍କ ସମାଗମରେ ସମ୍ପନ୍ନ ହେଲା ପ୍ରସିଦ୍ଧ ଛତରଯାତ୍ରା

ନୂଆପଡା: ନୂଆପଡା ଜିଲ୍ଲାର ବହୁ ପ୍ରସିଦ୍ଧ ଯାତ୍ରା ସୁନାଦେଇ ଛତର ଯାତ୍ରା । ଚଳିତ ବର୍ଷ ମଧ୍ୟ ରୀତିନୀତିରେ ଏହି ଛତରା ଯାତ୍ରା ସମ୍ପନ୍ନ ହୋଇଛି । ପ୍ରତିବର୍ଷ ଭଳି ଏଥର ବି ବୋଦାବଳିରେ ରକ୍ତ ରଞ୍ଜିତ ହୋଇଛି ମା’ ସୁନାଦେଇଙ୍କ ପୀଠ । ରାଜ୍ୟ ତଥା ରାଜ୍ୟ ବାହାରର ହଜାର ହଜାର ଶ୍ରଦ୍ଧାଳୁ…

ଥମୁନି ନୀଳ ଜହର କାରବାର : ଚୋରା ଚାଲାଣ ବେଳେ ୪ଜଣଙ୍କୁ ଗିରଫ କଲା ଚନ୍ଦକା ପୋଲିସ

ଭୁବନେଶ୍ବର : ଥମୁନି ନୀଳ ଜହର କାରବାର  । ଚୋରା ଚାଲାଣ ବେଳେ  ଗଞ୍ଜେଇ ଜବତ କରିବା ସହ ୪ ଜଣଙ୍କୁ ଗିରଫ କରିଛି ଚନ୍ଦକା ପୋଲିସ  । କୌଣସି  ବିଶେଷ ସୂତ୍ରରୁ ଖବର ପାଇ ପୋଲିସ ପିତାପାଲି-ବାରଙ୍ଗ ରୋଡରେ ଚଢାଉ କରିଥିଲା  । ଫଳରେ ୬୬ କେଜିର ଗଞ୍ଜେଇ ଜବତ କରିବା ସହ ଘଟଣାରେ ୪ ଜଣଙ୍କୁ…

ବାହାରିବ କି ନିଷ୍କର୍ସ, ଇଜିପ୍ଟ ରାଷ୍ଟ୍ରପତିଙ୍କ ସହିତ କଥା ହେଲେ ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଇଜିପ୍ଟର ରାଷ୍ଟ୍ରପତି ମହାମହିମ ଶ୍ରୀ ଅବଦେଲ୍‌ ଫତ୍ତାହ ଏଲ-ସିସି ଙ୍କ ସହ ଟେଲିଫୋନ ଯୋଗେ ଆଲୋଚନା କରିଛନ୍ତି । ଦୁଇ ନେତା ପଶ୍ଚିମ ଏସିଆର ପରିସ୍ଥିତି ଏବଂ ଏହାର ବ୍ୟାପକ ପ୍ରଭାବ ଉପରେ ଆଲୋଚନା କରିଛନ୍ତି । ଉଭୟ ନେତା ପଶ୍ଚିମ…

ଅଭୁଲା ଗୀତ : ଆଲୋ କଳାଶାରୀ!

ଗାୟନ : ତୃପ୍ତି, ଗୀତା, ଜୟଶ୍ରୀ ଓ ମୀରା ସଙ୍ଗୀତ : ଅକ୍ଷୟ ମହାନ୍ତି ଗୀତ : ସ୍ୱରୂପ ନନ୍ଦନ ନାୟକ ଚଳଚ୍ଚିତ୍ର : ସଂସାର, ୧୯୭୩ ଆଲୋ କଳାଶାରୀ! ପ୍ରଥମ ନାୟିକା: ଆଲୋ କଳାଶାରୀ! କିଏ ତୋର ଶୁଆ ଆଲୋ କଳାଶାରୀ! କିଏ ତୋର ଶୁଆ ଆହା! ବର ସେ’ ତ କଲକତିଆ ବର ସେ’ ତ କଲକତିଆ…

ନଭେମ୍ବର ୧ରୁ କଳାହାଣ୍ତିରେ ଗଡି଼ବ ‘ଲକ୍ଷ୍ମୀ ବସ୍’

କଳାହାଣ୍ଡି: ବିକାଶ ପଥରେ ଆଗଉଛି ଓଡି଼ଶା। ଗାଁ ସହ ଯୋଡି଼ ହେଉଛି ସହର। ଏଣିକି ଦୁର୍ଗମ ଅଞ୍ଚଳରୁ ଆହୁରି ସହଜ ହେବ ଯାତ୍ରା। କାହିଁକିନା ମାଲକାନଗିରି, ଗଜପତି ପରେ ଏବେ କଳହାଣ୍ତି ଜିଲ୍ଲାରେ ଗଡି଼ବ 'ଲକ୍ଷ୍ମୀ ବସ୍‌'। ଆସନ୍ତା ନଭେମ୍ବର ୧ରୁ କଳାହାଣ୍ତିରେ ଗଡି଼ବାକୁ ଯାଉଛି 'ଲକ୍ଷ୍ମୀ ବସ୍‌'…

ପାଠକଙ୍କ ପ୍ରତିକ୍ରିୟା ହିଁ ମୋର ପ୍ରେରଣା : ସ୍ମୃତିକଳା ମହାନ୍ତି

ଓଡ଼ିଆ ସାହିତ୍ୟ ଜଗତରେ ନୂଆ ନୂଆ ପାଦ ରଖି ନିଜ ପାଇଁ ସ୍ୱତନ୍ତ୍ର ସ୍ଥାନଟିଏ ସଂରକ୍ଷିତ କରିସାରିଥିବା ସମ୍ଭାବନାମୟୀ ସ୍ମୃତିକଳା ମହାନ୍ତି ଏକ ଅନନ୍ୟ ପ୍ରତିଭା । ଗଳ୍ପ ଓ କବିତା ବିଭାଗରେ ତାଙ୍କ ଲେଖନୀ ଖୁବ ଚଳ-ଚଞ୍ଚଳ । ଓଡ଼ିଶାର ଅନେକ ପତ୍ର-ପତ୍ରିକାରେ ତାଙ୍କ ସାହିତ୍ୟ କୃତି ପ୍ରକାଶିତ ।…

ଏର୍ନାକୁଲାମରେ ବୋମା ବିସ୍ଫୋରଣ, ଘଟଣାସ୍ଥଳରେ ଉପସ୍ଥିତ ଥିଲେ ୨ ହଜାର ଲୋକ

କେରଳ: ସମ୍ମିଳନୀ କକ୍ଷରେ ବୋମା ବିସ୍ପୋରଣ । କେରଳର ଏର୍ଣ୍ଣାକୁଲମ ଜିଲ୍ଲା ଅନ୍ତର୍ଗତ କୋଚିର କଲାମସେରୀ ଅଞ୍ଚଳରେ ଭୟଙ୍କର ବିସ୍ଫୋରଣ ଘଟିଛି । କ୍ରିଷ୍ଟିଆନ୍ ମାନଙ୍କ ପ୍ରାର୍ଥନା ସଭା ଚାଲିଥିବା ବେଳେ ବଡ ଧରରୀ ବିସ୍ଫୋରଣ ହୋଇଥିବା ଜଣାପଡିଛି । ଆକ୍ରମଣରେ ଜଣଙ୍କର ମୃତ୍ୟୁ ହୋଇଥିବା…

ରାଜସ୍ଥାନରେ ମର୍ମନ୍ତୁଦ ଦୁର୍ଘଟଣା : ଗୋଟିଏ ପରିବାରର ୭ ମୃତ,୨ଗୁରୁତର

ନୂଆଦିଲ୍ଲୀ : ରାଜସ୍ଥାନରେ ମର୍ମନ୍ତୁଦ ସଡକ ଦୁର୍ଘଟଣା। ହନୁମାନଗଡ  ଜିଲ୍ଲାର ନାଉରଙ୍ଗଦେସରଠାରେ କାର ଓ ଟ୍ରଲି ମୁହାଁମୁହିଁ ଧକ୍କା ହୋଇଛି  । ଫଳରେ ଗୋଟିଏ ପରିବାରର ୭ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨ ଜଣ ଆହତ ହୋଇଛନ୍ତି  ।  ମୃତକଙ୍କ ମଧ୍ୟରେ ୪ ଜଣ ମହିଳା, ଦୁଇ ଜଣ ପୁରୁଷ ଓ ଜଣେ…